ପୂର୍ଣ୍ଣଚନ୍ଦ୍ର ବାକା

ଉଇକିପିଡ଼ିଆ‌ରୁ
ପୂର୍ଣ୍ଣଚନ୍ଦ୍ର ବାକା
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଡମ୍ବରୁ ଶିଶା
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-12-05) ୫ ଡିସେମ୍ବର ୧୯୬୧ (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଚନ୍ଦ୍ରକାନ୍ତି ବାକା
ସନ୍ତାନ
ବାପା/ବୋଉଲକ୍ଷ୍ମଣ ବାକା (ବାପା)
ବୃତ୍ତିରାଜନୀତିଜ୍ଞ

ପୂର୍ଣ୍ଣଚନ୍ଦ୍ର ବାକା (ଜନ୍ମ: ୫ ଡିସେମ୍ବର ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପୂର୍ଣ୍ଣଚନ୍ଦ୍ର ବାକା ୧୯୬୧ ମସିହାର ଡିସେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମଣ ବାକା ଓ ପତ୍ନୀଙ୍କ ନାମ ଚନ୍ଦ୍ରକାନ୍ତି ବାକା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପୂର୍ଣ୍ଣଚନ୍ଦ୍ର ବାକା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Purna Chandra Baka". odishaassembly.nic.in. Odisha Assembly. Retrieved 11 April 2022.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Purna Chandra Baka-ସମ୍ପର୍କିତ ମିଡ଼ିଆ