ପାଲୋନୋସେଟ୍ରନ

ଉଇକିପିଡ଼ିଆ‌ରୁ
ପାଲୋନୋସେଟ୍ରନ
Clinical data
Pronunciation/pæləˈnsətrɒn/ pal-ə-NOH-sə-tron
Trade namesAloxi
AHFS/Drugs.commonograph
MedlinePlusa610002
data
Pregnancy
category
Routes of
administration
Intravenous, by mouth
Legal status
Legal status
Pharmacokinetic data
Bioavailability97% (oral)
Protein binding62%
MetabolismLiver, 50% (mostly CYP2D6-mediated, CYP3A4 and CYP1A2 also involved)
Elimination half-lifeApproximately 40–50 hours
ExcretionKidney, 80% (of which 49% unchanged); fecal (5 to 8%)
Identifiers
  • (3aS)-2-[(3S)-1-Azabicyclo[2.2.2]oct-3-yl]-2,3,3a,4,5,6-hexahydro-1H-benz[de]isoquinolin-1-one
Chemical and physical data
FormulaC19H24N2O
Molar mass୨୯୬.୪୧ g·mol−1
3D model (JSmol)
Specific rotation[α]D −136°
[α]D –94.1° (HCl)
Melting point87 to 88 °C (189 to 190 °F)
  • O=C5N([C@H]2C1CCN(CC1)C2)C[C@@H]4c3c5cccc3CCC4
  • InChI=1S/C19H24N2O/c22-19-16-6-2-4-14-3-1-5-15(18(14)16)11-21(19)17-12-20-9-7-13(17)8-10-20/h2,4,6,13,15,17H,1,3,5,7-12H2/t15-,17-/m1/s1 checkY
  • Key:CPZBLNMUGSZIPR-NVXWUHKLSA-N checkY
  (verify)

ପାଲୋନୋସେଟ୍ରନ (ଇଂରାଜୀ ଭାଷାରେ Palonosetron), ଆଲୋକ୍ସି ଏହାର ଏକ ବିକ୍ରୟ ନାମ ହେଉଛି ଏକ ଔଷଧ ଯାହାକି କେମୋଥରାପି ଜନିତ ଅଇ ଓ ବାନ୍ତି ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ତ‌ଥା ବାନ୍ତିର ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ ।[୧] [୨] ବିଳମ୍ବିତ ସିଆଇଏନଭି (CINV)ରେ ପରୀକ୍ଷାମୂଳକ ତଥ୍ୟ ଅଛି ଯାହା ଗ୍ରାନିସେଟ୍ରନ୍ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇପାରେ । ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ବିସ୍ତାର, ମନ୍ଥର ହୃତ୍‌ସ୍ପନ୍ଦନ, ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ ଏବଂ ଦୁର୍ବଳତା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ନିରାପଦ ମନେହୁଏ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ ୫-ଏଚଟି <sub id="mwIA">୩</sub> ବିରୋଧୀ ।[୩]

୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାଲୋନୋସେଟ୍ରନ୍ ଅନୁମୋଦିତ ହୋଇଥିଲା ।[୨] [୧] ଓନଡାନ୍‌ସେଟ୍ରନ୍‌ର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ପିଛା ପ୍ରାୟ ୫୫ ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Aloxi". Archived from the original on 14 April 2021. Retrieved 25 October 2021.
  2. ୨.୦ ୨.୧ ୨.୨ ୨.୩ "Palonosetron Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 25 October 2021.
  3. ୩.୦ ୩.୧ ୩.୨ ୩.୩ BNF 81: March-September 2021. BMJ Group and the Pharmaceutical Press. 2021. p. 456. ISBN 978-0857114105.
  4. "Palonosetron (Aloxi) Use During Pregnancy". Drugs.com (in ଇଂରାଜୀ). Archived from the original on 25 November 2020. Retrieved 25 October 2021.
  5. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  6. "Palonosetron Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 25 October 2021.