ପଲିମିକ୍ସିନ ବି

ଉଇକିପିଡ଼ିଆ‌ରୁ
ପଲିମିକ୍ସିନ ବି
Clinical data
Trade namesPoly-Rx, others
AHFS/Drugs.comSystemic: monograph
Eye and ear: monograph
Pregnancy
category
Routes of
administration
Topical, intramuscular, intravenous, intrathecal, eye drops
Legal status
Legal status
  • OTC
Identifiers
  • N-[4-amino-1-[[1-[[4-amino-1-oxo-1-[[6,9,18-tris(2-aminoethyl)-15-benzyl-3-(1-hydroxyethyl)-12-(2-methylpropyl)-2,5,8,11,14,17,20-heptaoxo-1,4,7,10,13,16,19-heptazacyclotricos-21-yl]amino]butan-2-yl]amino]-3-hydroxy-1-oxobutan-2-yl]amino]-1-oxobutan-2-yl]-6-methyloctanamide
ECHA InfoCard100.014.340 Edit this at Wikidata
Chemical and physical data
FormulaC56H100N16O17S
Molar mass୧,୩୦୧.୫୭ g·mol−1
  (verify)

ପଲିମିକ୍ସିନ ବି, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପଲି-ଆରଏକ୍ସ, ଏକ ଆଣ୍ଟିବାୟୋଟିକ ଯାହା ମେନିଞ୍ଜାଇଟିସ୍, ନିମୋନିଆ, ସେପସିସଏବଂ ମୂତ୍ରନଳୀ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ଏହା ଅନେକ ଗ୍ରାମ ନକାରାତ୍ମକ ସଂକ୍ରମଣ ପାଇଁ ଉପଯୋଗୀ ହୋଇଥିବାବେଳେ ଏହା ଗ୍ରାମ ସକସରାତ୍ମକ ସଂକ୍ରମଣ ପାଇଁ ଉପଯୋଗୀ ନୁହେଁ | [୧] ଏହା ଶିରା ଓ ମାଂସପେଶୀରେ ଶିରାଭ୍ୟନ୍ତର ଆକାରରେ, କିମ୍ବା ସେରେବ୍ରୋସ୍ପାଇନାଲ ଫ୍ଲୁଇଡରେ କିମ୍ବା ଫ୍ରଶ୍ୱାସରେ ଦିଆଯାଇପାରେ | [୧] ଅନ୍ୟ ବିକଳ୍ପ ଉପଲବ୍ଧ ନହେଲେ ଇଞ୍ଜେକ୍ସନ ବ୍ୟବହୃତ ହୁଏ | [୩] ଚର୍ମରେ ବ୍ୟବହାର ପାଇଁ ଏହା ବାସିଟ୍ରାସିନ/ପଲିମିକ୍ସିନ ବି ଏବଂ ନିଓମାଇସିନ/ପଲିମିକ୍ସିନ ବି /ବାସିଟ୍ରାସିନର ମିଶ୍ରଣ ଭାବରେ ଉପଲବ୍ଧ | [୪] [୫]

ଇଞ୍ଜେକ୍ସନଦ୍ୱାରା ହେଉଥିବା ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ସ୍ନାୟୁଗତ ସମସ୍ୟା, ଜ୍ୱର, ଗଲୁ ଏବଂ ରାସ ଅନ୍ତର୍ଭୁକ୍ତ | [୨] ମାଂସପେଶୀରେ ଇଞ୍ଜେକ୍ସନ ଦେବାଦ୍ୱାରା ଯନ୍ତ୍ରଣା ହୋଇପାରେ | [୧] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ କବକ ସଂକ୍ରମଣ, ଆନାଫାଇଲକ୍‌ସିସ ଏବଂ ମାଂସପେଶୀ ଦୁର୍ବଳତା ହୋଇପାରେ | [୧] ଗର୍ଭଧାରଣ ସମୟରେ ବ୍ୟବହାର ଶିଶୁ ପାଇଁ ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ। [୧] ଜୀବାଣୁର ସାଇଟୋପ୍ଲାଜମିକ ମେମ୍ବ୍ରେନ ଭାଙ୍ଗିବାଦ୍ୱାରା ଜୀବାଣୁର ମୃତ୍ୟୁ ହୁଏ | [୧]

୧୯୬୪ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ପଲିମିକ୍ସିନ ବି ଅନୁମୋଦିତ ହୋଇଥିଲା। [୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । [୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୧] ଯୁକ୍ତରାଷ୍ଟ୍ରରେ ଏହା ବାବଦ ଦୈନିକ ୧୭ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ | [୭] ୟୁରୋପରେ ଏହା କେବଳ ୨୦୧୫ ପର୍ଯ୍ୟନ୍ତ ଚର୍ମରେ ପ୍ରୟୋଗ କରିବାକୁ ଅନୁମୋଦିତ ହୋଇଥିଲା | [୮] ଏହା ବ୍ୟାସିଲସ ପଲିମିକ୍ସା ଜୀବାଣୁରୁ ଉତ୍ପନ୍ନ ହୁଏ | [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Polymyxin B Sulfate topical Monograph for Professionals". Drugs.com (in ଇଂରାଜୀ). Archived from the original on 11 November 2019. Retrieved 11 November 2019.
  2. ୨.୦ ୨.୧ ୨.୨ "Polymyxin B Sulfate topical Monograph for Professionals". Drugs.com (in ଇଂରାଜୀ). Archived from the original on 11 November 2019. Retrieved 11 November 2019.
  3. ୩.୦ ୩.୧ Bennett, John E.; Dolin, Raphael; Blaser, Martin J.; Mandell, Gerald L. (2009). Mandell, Douglas, and Bennett's Principles and Practice of Infectious Diseases E-Book (in ଇଂରାଜୀ). Elsevier Health Sciences. p. 469. ISBN 9781437720600. Archived from the original on 2021-08-28. Retrieved 2019-11-11.
  4. "DailyMed - neomycin, bacitracin, polymyxin b ointment". dailymed.nlm.nih.gov. Archived from the original on 11 July 2021. Retrieved 19 April 2019.
  5. Woo, Teri Moser; Robinson, Marylou V. (2015). Pharmacotherapeutics For Advanced Practice Nurse Prescribers (in ଇଂରାଜୀ). F.A. Davis. p. 651. ISBN 9780803645813. Archived from the original on 2019-04-19. Retrieved 2019-11-11.
  6. Organization, World Health (2019). "World Health Organization model list of essential medicines: 21st list 2019". {{cite journal}}: Cite journal requires |journal= (help)
  7. "Polymyxin b Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 November 2019. Retrieved 11 November 2019. Typical dose is about 20,000 units per kg * 70 = 1.4 million. So three vials per day.
  8. "Polymyxin-based products" (PDF). EMA. Archived from the original (PDF) on 11 November 2019. Retrieved 11 November 2019.