ପରିକ୍ଷୀତ କରଣ

ଉଇକିପିଡ଼ିଆ‌ରୁ
ପରିକ୍ଷୀତ କରଣ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ନିର୍ବାଚନ ମଣ୍ଡଳୀବିନିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-01-23)୨୩ ଜାନୁଆରୀ ୧୯୩୭
ମୃତ୍ୟୁ୬ ମାର୍ଚ୍ଚ ୨୦୧୯(2019-03-06) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳନିର୍ଦ୍ଦଳୀୟ
ଜୀବନ ସାଥୀକ୍ଷୀରାବ୍ଧି ତନୟା କରଣ
ବାପା/ବୋଉବେଣୁଧର କରଣ (ବାପା)
ବୃତ୍ତିରାଜନୀତିଜ୍ଞ

ପରିକ୍ଷୀତ କରଣ (୨୩ ଜାନୁଆରୀ ୧୯୩୭ - ୬ ମାର୍ଚ୍ଚ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିନିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପରିକ୍ଷୀତ କରଣ ୧୯୩୭ ମସିହାର ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବେଣୁଧର କରଣ ଓ ପତ୍ନୀଙ୍କ ନାମ କ୍ଷୀରାବ୍ଧି ତନୟା କରଣ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପରିକ୍ଷୀତ କରଣ ଓଡ଼ିଶା ରାଜନୀତିରେ ଜଣେ ନିର୍ଦ୍ଦଳୀୟ ନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ପରିକ୍ଷୀତ କରଣ ୨୦୧୯ ମସିହାର ମାର୍ଚ୍ଚ ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Parikshit Karan". odishaassembly.nic.in. Odisha Assembly. Retrieved 19 September 2022.