ନିଝୁମ ରାତିର ସାଥୀ (୨୦୧୭)
ନିଝୁମ ରାତିର ସାଥୀ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ସନ୍ତୋଷ କୁମାର ସିଂହ ଅନାମ ଚରଣ ସାହୁ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସନ୍ତୋଷ କୁମାର ସିଂହ |
କଳାକାର | ଜ୍ୟୋତି ରଞ୍ଜନ ନାୟକ ତମନ୍ନା ବ୍ୟାସ ବିଜୁ ବଡ଼ଜେନା |
ସଙ୍ଗୀତ | ମଳୟ ମିଶ୍ର |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନିଝୁମ ରାତିର ସାଥୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୬] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ ।[୭] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ ।
ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଚନ୍ଦନ, ଜ୍ୟୋତି ଏବଂ ନାୟିକା ତମନ୍ନା ବ୍ୟାସ[୮] ଅଭିନୟ କରିଥିଲେ ।[୯][୧୦] ଅନ୍ୟାନ୍ୟ ଭୁମିକାରେ ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୁମନ, କୁନା ତ୍ରିପାଠୀ ଏବଂ ବିଜୁ ବଡ଼ଜେନା ଆଦି ଅଭିନୟ କରିଥିଲେ ।[୧୧] ଅଭିନେତ୍ରୀ ସୋନାଲୀ ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧୨]
ଅଭିନୟ
[ସମ୍ପାଦନା]- ଜ୍ୟୋତି ରଞ୍ଜନ ନାୟକ[୧୩][୧୪][୧୫]
- ତମନ୍ନା ବ୍ୟାସ[୧୬][୧୭]
- ଚନ୍ଦନ
- ପ୍ରେମାନନ୍ଦ ପରିଡ଼ା
- ପଲ୍ଲବୀ
- ସୋନାଲୀ
- କୁନା ତ୍ରିପାଠୀ
- ସୁମନ
- ବିଜୁ ବଡ଼ଜେନା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ମିଳୟ ମିଶ୍ର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ[୧୮] ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଅରୁଣ ମନ୍ତ୍ରୀ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "କେତେ ଭଲ ପାଏ (ପୁରଷ)" | ହ୍ୟୁମାନ ସାଗର | ୦୫:୪୮ |
2. | "କେତେ ଭଲ ପାଏ (ନାରୀ)" | ହ୍ୟୁମାନ ସାଗର, ଇରା ମହାନ୍ତି | ୦୬:୦୧ |
3. | "ଆଲୋ ଲୋ ଲୋ ଲୋ" | ହ୍ୟୁମାନ ସାଗର, ଇରା ମହନ୍ତି | ୦୫:୩୪ |
4. | "ହାଉଲେ ହାଉଲେ" | ୦୩:୫୦ | |
5. | "ଦେହରେ ମୋର" | ଅଞ୍ଜୁ, ପ୍ରଫୁଲ୍ଲ ବେହେରା | ୦୫:୧୩ |
6. | "ଯେବେ ଇଚ୍ଛା ଦେଖିପାରୁ" | ହ୍ୟୁମାନ ସାଗର, ଇରା ମହାନ୍ତି | ୦୫:୦୯ |
7. | "ଗୁରୁବାର ଦିନ" | ସଞ୍ଜୁ,ପ୍ରଫୁଲ୍ଲ ବେହେରା | ୦୩:୨୮ |
8. | "ନିଝୁମ ରାତିର ସାଥୀ" | ହ୍ୟୁମାନ ସାଗର, ଇରା ମହାନ୍ତି | ୦୩:୧୮ |
ଆଧାର
[ସମ୍ପାଦନା]- ↑ "ଜାନୁଆରୀ 1, 2017ରେ ମୁକ୍ତିଲାଭ କରିବାକୁ ଥିବା ଗଡ୍ ଫାଦର୍ ଓ ନିଝୁମ ରାତିର ସାଥୀର ପବ୍ଲିସିଟି-ପ୍ରୋ ପ୍ରଣୟ ଜେଠୀ ।". Cine Critics. Retrieved 19 July 2017.[permanent dead link]
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "ନୂଆ ବର୍ଷରେ 'ନିଝୁମ ରାତିର ସାଥୀ'". ସମ୍ବାଦ. 25 December 2016. Archived from the original on 22 July 2017. Retrieved 19 July 2017.
- ↑ "Nijhum Ratira Sathi (2016)". Odia Rocks. 3 July 2016. Archived from the original on 22 July 2017. Retrieved 19 July 2017.
- ↑ "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018.
{{cite news}}
:|first1=
missing|last1=
(help) - ↑ "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
- ↑ "'ବିଭ୍ରାନ୍ତ'ର ଟ୍ରେଲର". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ "Nijhum Ratira Sathi". Odia Movie Database. Archived from the original on 20 July 2017. Retrieved 19 July 2017.
- ↑ "୨୦୧୭ ଓଡ଼ିଆ ଛବିରେ ନବାଗତା ନାୟିକାମାନଙ୍କର ଓଡ଼ିଆ ସିନେମା ଯାତ୍ର". E News ଓଡ଼ିଆ. 7 July 2017. Retrieved 19 July 2017.
- ↑ "ଜ୍ୟୋତିଙ୍କ ସହ ଏଲ୍ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021.
{{cite news}}
:|archive-date=
/|archive-url=
timestamp mismatch; 1 ଅକ୍ଟୋବର 2020 suggested (help) - ↑ "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
- ↑ "ଏହି ଟପ୍ ହିରୋଙ୍କ ସାଥ୍ ପାଇନାହାନ୍ତି ତମନ୍ନା!". sambad.in. 24 April 2018. Retrieved 6 June 2018.
- ↑ "'ସୁପରବୟ'ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 28 April 2020. Archived from the original on 25 December 2021. Retrieved 25 December 2021.
- ↑ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିଝୁମ ରାତିର ସାଥୀ