ସଞ୍ଜୟ ନାୟକ

ଉଇକିପିଡ଼ିଆ‌ରୁ
ସଞ୍ଜୟ ନାୟକ
ଜନ୍ମ (1975-03-02) ୨ ମାର୍ଚ୍ଚ ୧୯୭୫ (ବୟସ ୪୯)
ବୃତ୍ତି(ସମୂହ)ନିର୍ଦ୍ଦେଶକ, କାହାଣୀକାର, ସମ୍ପାଦକ
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ

ସଞ୍ଜୟ ନାୟକ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ, କାହାଣୀକାର ଓ ସମ୍ପାଦକ ।

ଓଡ଼ିଆ କଥାଚିତ୍ରରେ ଭୂମିକା[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ଭୂମିକା
ବାଇଶି ପାହାଚେ ଖେଳିବ ମୀନ ୨୦୧୧ ନିର୍ଦ୍ଦେଶକ
ବାବୁ ଆଇ ଲଭ ୟୁ‎ ୨୦୦୫ ନିର୍ଦ୍ଦେଶକ
ମନ ରହିଗଲା ତୁମରି ଠାରେ ୨୦୦୨ ନିର୍ଦ୍ଦେଶକ
ସାକ୍ଷୀ ରହିଲା ଏ ସିଂହଦୁଆର ୧୯୯୪ ନିର୍ଦ୍ଦେଶକ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]