ନିକୁଞ୍ଜ ବିହାରୀ ସିଂହ

ଉଇକିପିଡ଼ିଆ‌ରୁ
ନିକୁଞ୍ଜ ବିହାରୀ ସିଂହ
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୨୪ ଅଗଷ୍ଟ ୧୯୯୧
ପୂର୍ବ ଅଧିକାରୀରାଜୀବ ଲୋଚନ ହୋତା
ପର ଅଧିକାରୀକିଶୋରୀମଣି ସିଂହ
ନିର୍ବାଚନ ମଣ୍ଡଳୀବିଜେପୁର
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀତୀର୍ଥବାସୀ ପ୍ରଧାନ
ପର ଅଧିକାରୀଗଣନାଥ ପ୍ରଧାନ
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1921-09-19)୧୯ ସେପ୍ଟେମ୍ବର ୧୯୨୧
ମୃତ୍ୟୁ୨୪ ଅଗଷ୍ଟ ୧୯୯୧(1991-08-24) (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି, ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀକିଶୋରୀମଣି ସିଂହ
ବାପା/ବୋଉରକ୍ଷାପାଲ ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ନିକୁଞ୍ଜ ବିହାରୀ ସିଂହ (୧୯ ସେପ୍ଟେମ୍ବର ୧୯୨୧ - ୨୪ ଅଗଷ୍ଟ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୯ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନିକୁଞ୍ଜ ବିହାରୀ ସିଂହ ୧୯୨୧ ମସିହାର ସେପ୍ଟେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରକ୍ଷାପାଲ ସିଂହ ଓ ପତ୍ନୀଙ୍କ ନାମ କିଶୋରୀମଣି ସିଂହ[୧] ନିକୁଞ୍ଜଙ୍କର ମୃତ୍ୟୁ ପରେ ତାଙ୍କ ପତ୍ନୀ ୧୯୯୧ ବିଜେପୁର ଉପ-ନିର୍ବାଚନରୁ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ନିକୁଞ୍ଜ ବିହାରୀ ସିଂହ ଓଡ଼ିଶା ରାଜନୀତିରେ ପ୍ରଥମେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ, ପରେ ଜନତା ପାର୍ଟିରେ ଓ ଶେଷରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ବରଗଡ଼ ଗଣତନ୍ତ୍ର ପରିଷଦ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ବିଜେପୁର ଜନତା ଦଳ
୧୯୯୦ ୨୪ ଅଗଷ୍ଟ ୧୯୯୧ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ବିଜେପୁର ଜନତା ପାର୍ଟି

ମୃତ୍ୟୁ[ସମ୍ପାଦନା]

ନିକୁଞ୍ଜ ବିହାରୀ ସିଂହ ୧୯୯୧ ମସିହାର ଅଗଷ୍ଟ ୨୪ ତାରିଖରେ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Nikunja Bihari Singh". odishaassembly.nic.in. Odisha Assembly. Retrieved 25 July 2021.
  2. "Late Kishorimani Singh". odishaassembly.nic.in. Odisha Assembly. Retrieved 9 March 2019.