ନାଉରୁ

ଉଇକିପିଡ଼ିଆ ରୁ
ନାଉରୁ'ର ପତାକା
ନାଉରୁ'ର ଅବସ୍ଥିତି

ନାଉରୁ ଏକ ଦ୍ଵୀପ ଦେଶ । ୧୯୬୮ ଜାନୁଆରୀ ୩୧ରେ ଅଷ୍ଟ୍ରେଲିଆ ଅଧୀନରୁ ନାଉରୁ ସ୍ଵାଧୀନତା ଲାଭ କରିଥିଲା୤ ହାୱାଇଠାରୁ ୨,୮୦୦ ମାଇଲ ଦୂର ପ୍ରଶାନ୍ତ ମହାସାଗରର ମଧ୍ୟଭାଗରେ ମାଇକ୍ରୋନେସିଆରେ ଏହି କ୍ଷୁଦ୍ର ଦ୍ଵୀପ ରାଷ୍ଟ୍ର ଅବସ୍ଥିତ ୤ ସରକାରୀ ଭାବେ ରିପବ୍ଳିକ ଅଫ ନାଉରୁ କଥିତ ହେଉଥିବା ବେଳେ ଏହା ପ୍ଲିଜାଣ୍ଟ ଆଇଲଣ୍ଡ ଭାବେ ମଧ୍ୟ ପରିଚିତ ୤ ୨୧ ବର୍ଗକିଲୋମିଟରରେ ପରିବ୍ୟାପ୍ତ ନାଉରୁ ପୃଥିବୀର ସବୁଠାରୁ କ୍ଷୁଦ୍ର ରିପବ୍ଳିକ ୤ ଭାଟିକାନ ସିଟି ପରେ ଏହା ସବୁଠାରୁ କମ ଜନବହୁଳ ରାଷ୍ଟ୍ର ଭାବେ ପରିଗଣିତ ୤ ଏଠାରେ ମାଇକ୍ରୋନେସିଆ ଓ ପଲିନେସିଆର ଲୋକେ ବାସ କରନ୍ତି ୤

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଇତିହାସ

୧୯ଶ ଶତାବ୍ଦୀରେ ଏହି ଦ୍ଵୀପ ଜର୍ମାନୀ ସାମ୍ରାଜ୍ୟର ଅଂଶ ଭାବେ ପରିଗଣିତ ହେଉଥିଲା ୤ ପ୍ରଥମ ବିଶ୍ଵଯୁଦ୍ଧ ପରେ ଏଠାରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ବ୍ରିଟେନ ବିଭିନ୍ନ ସମୟରେ ଶାସନ କରିଥିଲେ ୤ ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳେ ଜାପାନୀ ସେନା ଏହି ଦ୍ଵୀପ ଅଧିକାର କରିଥିଲା ୤ ଯୁଦ୍ଧ ଶେଷ ହେବା ପରେ ଅଷ୍ଟ୍ରେଲିଆ ଏହାର ଶାସନ ଦାୟିତ୍ଵରେ ରହିଥିଲା ୤

[ଏହାକୁ ବଦଳାନ୍ତୁ] ଭୂଗୋଳ

[ଏହାକୁ ବଦଳାନ୍ତୁ] ଧର୍ମ

[ଏହାକୁ ବଦଳାନ୍ତୁ] ପ୍ରାଶାସନିକ ବିଭାଜନ

[ଏହାକୁ ବଦଳାନ୍ତୁ] ଭାଷା

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା