ଦିୱାନା ହେଲି ତୋ ପାଇଁ

ଉଇକିପିଡ଼ିଆ‌ରୁ
ଦିୱାନା ହେଲି ତୋ ପାଇଁ
ନିର୍ଦ୍ଦେଶକଶ୍ରୀତମ ଦାସ[୧]
ପ୍ରଯୋଜକଅଶୋକ କୁମାର ଦାଶ
ସଂଳାପରଣଜିତ ପଟ୍ଟନାୟକ
କାହାଣୀରଣଜିତ ପଟ୍ଟନାୟକ
କଳାକାରମୁନ୍ନା
ରିୟା ଦେ
ସିଦ୍ଧାନ୍ତ ମହାପାତ୍ର
ଶ୍ରୀତମ ଦାସ
ଉଷସୀ ମିଶ୍ର
ପପୁ ପମ ପମ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣନିରଞ୍ଜନ ଦାସ
ମୁକ୍ତିଲାଭ ତାରିଖ
୧୩ ଅପ୍ରେଲ ୨୦୧୮[୨]
ଦେଶ ଭାରତ
ଭାଷାଓଡ଼ିଆ

ଦିୱାନା ହେଲି ତୋ ପାଇଁ ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଦାସ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।[୭] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅଭିନେତା ଶ୍ରୀତମ ଦାସ ।[୮] ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ମୁନ୍ନା ଏବଂ ରିୟା ଦେ ।[୯][୧୦] ଶ୍ରୀତମ ଦାସ, ସିଦ୍ଧାନ୍ତ ମହାପାତ୍ର[୭], ଉଷାସୀ ମିଶ୍ର, ପ‌ପୁ ପମ ପମ, ଦେବୁ ପଟ୍ଟନାୟକ, ପିଙ୍କି ପ୍ରଧାନ, ବ୍ରଜ ସିଂହ, ସାତ୍ୟକି ମିଶ୍ର, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୧] ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ମୁନ୍ନା ଏବଂ ନିଜେ ଶ୍ରୀତମ ଖଳନାୟକ ଭୂମିକାରେ ଅଭିନୟ କରିବାଥିଲେ ଓ ସିଦ୍ଧାନ୍ତ ମହାପାତ୍ର ଏକ ସ‌ହଯୋଗୀ ଭୂମିକାରେ ଅଭିନୟ କରିଥିଲେ ।[୧୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧୭]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଟୁକୁମୁସି ଲୋ ଟୁକୁମୁସି" 
2."ଦିୱାନା ହେଲି ତୋ ପାଇଁ" 
3."ରସିଆ ପିଲାଟା ମୁଣ୍ଡରେ ଫୁଲଟା" 
4."ଚାଲିବ ଇସ୍କ" 

ଆଧାର[ସମ୍ପାଦନା]

  1. "ହାସ୍ୟରସ ପରିବେଷଣ କରିବେ ଶ୍ରୀତମ୍‌ ଦାସ , ଜାଣନ୍ତୁ କିପରି". sambad.in. 17 May 2018. Retrieved 6 June 2018.
  2. "ଗତ ଦୁଇ ମାସଭିତରେ ଓଲିଉଡରେ କ'ଣ ସବୁ ଘଟିଛି". sambad.in. 1 June 2018. Retrieved 6 June 2018.
  3. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  4. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  5. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  6. "୨୦ରେ 'ଯୋଗୀ', ୨୭ରେ 'ଶକ୍ତି'". sambad.in. 18 April 2018. Retrieved 6 June 2018.
  7. ୭.୦ ୭.୧ ୭.୨ "ସିଦ୍ଧାନ୍ତ ମହାପାତ୍ରଙ୍କର ସାନଭାଇ ଭୂମିକାରେ ଏହି ଦୁଇ ନାୟକ". sambad.in. 11 March 2018. Retrieved 13 March 2018.
  8. "ଦିୱାନା ହେଲି ତୋ ପାଇଁ". ସମାଜ. 26 February 2017. Retrieved 28 February 2017.[permanent dead link]
  9. "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍‌ କରିଛନ୍ତି | Sambad". Sambad. 19 August 2018. Archived from the original on 25 August 2018. Retrieved 31 August 2018.
  10. "ପଛରେ ପଡ଼ିଯାଇଛନ୍ତି କି ଓଲିଉଡର ଏହି ନାମୀ ନାୟିକା ?". ସମ୍ବାଦ. 22 October 2017. Retrieved 24 October 2017.
  11. "ବାହୁଡ଼ିଲେ ଜଗା-ବଳିଆ". ସମାଜ. 13 May 2017. Retrieved 19 May 2018.[permanent dead link]
  12. "ସିଦ୍ଧାନ୍ତ-ଶ୍ରୀତମ ପୁଣି ବାହୁଡ଼ିବେ". ସମାଜ. 22 October 2017. Retrieved 22 October 2017.[permanent dead link]
  13. "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 14 September 2018. Retrieved 10 September 2018.
  14. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018. {{cite news}}: no-break space character in |title= at position 8 (help)CS1 maint: unrecognized language (link)
  15. "ଜାଣନ୍ତୁ କେଉଁ ଓଲିଉଡ୍‌ ନାୟକଙ୍କ ମାମୁ ପପୁ ପମ୍‌ପମ୍‌ !". sambad.in. 17 January 2018. Archived from the original on 22 January 2018. Retrieved 1 February 2018.
  16. "ପୁରୁଣା ରୂପରେ ଆସୁୁଛନ୍ତି ପୁଣି ପପୁ ପମ୍‌ପମ୍‌ | Sambad". Sambad (in Odia). Odisha. 20 September 2018. Archived from the original on 25 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  17. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.

ବାହାର ଆଧାର[ସମ୍ପାଦନା]