ଟିକୋନାଜୋଲ

ଉଇକିପିଡ଼ିଆ‌ରୁ
ଟିକୋନାଜୋଲ
Clinical data
Trade namesVagistat-1, others
SynonymsThioconazole
AHFS/Drugs.commonograph
Routes of
administration
Topical
Legal status
Legal status
Identifiers
  • (RS)-1-[2-[(2-Chloro-3-thienyl)methoxy]-2-(2,4-dichlorophenyl)ethyl]-1H-imidazole
ECHA InfoCard100.059.958 Edit this at Wikidata
Chemical and physical data
FormulaC16H13Cl3N2OS
Molar mass୩୮୭.୭0 g·mol−1
  (verify)

ଟିକୋନାଜୋଲ (ଇଂରାଜୀ ଭାଷାରେ Tioconazole), ଅନ୍ୟମାନଙ୍କ ମଧ୍ୟରେ ଭେଜିଷ୍ଟାଟ ଏକ ବେପାର ନାମ, ହେଉଛି ଏକ କବକରୋଧୀ ଔଷଧ ଯାହା ଯୋନୀପଥ ଇଷ୍ଟ ସଂକ୍ରମଣ ଏବଂ ଓନିକୋମାଇକୋସିସ ନଖ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ସଂକ୍ରମଣ ସ୍ଥାନରେ ପ୍ରୟୋଗ କରାଯାଏ ।[୧] [୨] ନଖ ପାଇଁ ଏହା ୬ରୁ ୧୨ ମାସ ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରେ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜଳନ, କୁଣ୍ଡେଇ ହେବା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଏହା ଏକ ଇମିଡାଜୋଲ ଶ୍ରେଣୀର ଔଷଧ ଏବଂ କବକ ଜୀବକୋଷ ଆବରଣକୁ ପ୍ରଭାବିତ କରି କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।[୧]

୧୯୭୫ ମସିହାରେ ଟିକୋନାଜୋଲ ପେଟେଣ୍ଟ ହୋଇଥିଲା ଏବଂ ୧୯୮୨ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ଶ୍ରେଣୀଗତ ବା ଜେନେରିକ ଔଷଧ ଏବଂ କାଉଣ୍ଟର ଉପରେ ଉପଲବ୍ଧ ।[୨] [୧] ଯୁକ୍ତରାଜ୍ୟରେ ନ‌ଖରେ ଲଗେଇବା ଔଷଧ ବୋତଲର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୮ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଯୋନୀରେ ବ୍ୟବ‌ହାର ପାଇଁ ଗୋଟିଏ ମାତ୍ରାର ମୂଲ୍ୟ ପ୍ରାୟ ୧୦ ଡଲାର ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Tioconazole Monograph for Professionals". Drugs.com (in ଇଂରାଜୀ). Archived from the original on 5 August 2019. Retrieved 4 October 2021.
  2. ୨.୦ ୨.୧ ୨.୨ ୨.୩ ୨.୪ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1299. ISBN 978-0-85711-369-6.{{cite book}}: CS1 maint: date format (link)
  3. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 503. ISBN 9783527607495. Archived from the original on 2017-09-10. Retrieved 2021-01-25.
  4. "Compare Tioconazole Prices - GoodRx". GoodRx. Retrieved 4 October 2021.