ଜୟରାମ ପାଙ୍ଗୀ

ଉଇକିପିଡ଼ିଆ‌ରୁ
ଜୟରାମ ପାଙ୍ଗୀ
ସଦସ୍ୟ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଗିରିଧର ଗମାଙ୍ଗ
ପର ଅଧିକାରୀଝିନ୍ନ ହିକ୍‌କା
ନିର୍ବାଚନ ମଣ୍ଡଳୀକୋରାପୁଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-08-16) ୧୬ ଅଗଷ୍ଟ ୧୯୫୫ (ବୟସ ୬୮)
ଜାତୀୟତାଭାରତୀୟ

ଜୟରାମ ପାଙ୍ଗୀ (ଜନ୍ମ: ୧୬ ଅଗଷ୍ଟ ୧୯୫୫[୧]) ଜଣେ ଭାରତୀୟ ରଜାନୀତିଜ୍ଞ । ସେ ୯ ମଇ ୨୦୧୭ରେ ବିଜୁ ଜନତା ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୧୯୭୭ ମସିହାରେ ପ୍ରଥମେ ପଟ୍ଟାଙ୍ଗିରୁ ଜନତା ଦଳର ପ୍ରତିନିଧି ଭାବରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ୧୯୯୦ରେ ଜନତା ଦଳରୁ ଏବଂ ୨୦୦୦ ମସିହା ଓ ୨୦୦୪ରେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ କୋରାପୁଟରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଆଧାର[ସମ୍ପାଦନା]

  1. "MLA Jayaram Pangi Profile | POTTANGI Constituency". naveenpatnaik.com. Archived from the original on 26 October 2017. Retrieved 30 December 2018.
  2. "Profile of Members". Government of India. Retrieved 11 March 2012.