କମଳଲୋଚନ ବରାଳ

ଉଇକିପିଡ଼ିଆ‌ରୁ
କମଳଲୋଚନ ବରାଳ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫

କମଳଲୋଚନ ବରାଳ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଥିଲେ । ୧୯୬୫ ମସିହାରେ କ୍ଷୁଦ୍ରଗଳ୍ପ ପୁସ୍ତକ "ଆଦି ମାନବର ଇତିବୃତ୍ତ" ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[୧]

ରଚନାବଳୀ[ସମ୍ପାଦନା]

  • ଆଦି ମାନବର ଇତିବୃତ୍ତ[୨]
  • ନେତାଜୀ ସୁଭାଷ (ଫ୍ରେଣ୍ଡସ ପବ୍ଲିସରସ)
  • ଛାୟା ମହଲ (ଫ୍ରେଣ୍ଡସ ପବ୍ଲିସରସ)
  • ସରସ କଥାମାଳା(ଜ୍ଞାନ ବିକାଶ ମନ୍ଦିର)
  • କବୀର ସାହେବ ଦୋହାବଳୀ (ଧର୍ମ ଗ୍ରନ୍ଥଷ୍ଟୋର)
  • ଏ ଦେଶର ଗାଉଁଲି ଗପ (ଇଉନାଇଟେଡ ବୁକ୍ ହାଉସ)
  • ଚମ୍ପାବତୀ (ଟିକି ଦୂନିଆ ପ୍ରକାଶନ)
  • ଟିକି ଦୁନିଆ ଶ୍ରେଷ୍ଠ କାହାଣୀ ସଂକଳନ (ସହ ଲେଖକ: ସୁଭାଷ ଚନ୍ଦ୍ର ମହାନ୍ତି; ଟିକି ଦୂନିଆ ପ୍ରକାଶନ)[୩]

ଆଧାର[ସମ୍ପାଦନା]

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. Retrieved 21 December 2018.
  2. Syed Amanur Rahman; Balraj Verma (6 December 2005). The Beautiful India - Orissa. Reference Press. ISBN 978-81-8405-005-9.
  3. "National Library of India". opac.nationallibrary.gov.in/. Retrieved 21 December 2018.