ଓଟ ମାଙ୍କଡ଼ସା
ଉଇକିପିଡ଼ିଆ ରୁ
| ଓଟ ମାଙ୍କଡ଼ସା | |
|---|---|
| A male Galeodes (from R. A. Lydekker, 1879) | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Animalia |
| ସଂଘ: | Arthropoda |
| ବର୍ଗ: | Arachnida |
| ଉପ-ବର୍ଗ: | Dromopoda |
| ଗଣ: | Solifugae Sundevall, 1833 |
| Families | |
|
see text |
|
ଏସିଆ ଓ ଆଫ୍ରୀକାରେ ଦେଖାଯାଉଥିବା ଏକ ବିଚିତ୍ର ପ୍ରକାରର ମାଙ୍କଡ଼ସା ହେଲା ଓଟ ମାଙ୍କଡ଼ସା ବା କ୍ୟାମେଲ ସ୍ପାଇଡର । ସେମାନେ ସଲିଫୁଜାଇ ପ୍ରଜାତି ଅନ୍ତଭୃକ୍ତ । ଆକାର ରେ ସାଧାରଣ ମାଙ୍କଡ଼ସା ଠାରୁ ଢେର ବଡ଼ । ସେମାନେ ଛୋଟ ଛୋଟ ସାପ, ବେଙ୍ଗ ଏବଂ ଝିଟିପିଟି ଆଦି କୁ ଶିକାର କରିପାରନ୍ତି । ଭୟ ପାଇଲେ ମଣିଷକୁ ମଧ୍ୟ ଛାଡ଼ନ୍ତି ନାହିଁ, କାମୁଡ଼ି ମାଂସ ଉଠାଇ ଦିଅନ୍ତି ।[୧]
ବିଷୟସୂଚୀ |
ବିଶେଷ [ସମ୍ପାଦନା]
ଅନ୍ୟ ବୁଢିଆଣି ପରି ଏମାନେ ଜାଲ ବୁଣନ୍ତିନାହିଁ । ପଥର ସନ୍ଧିରେ ରହନ୍ତି । ଖୁବ ବେଗରେ ଦଉଡିପାରନ୍ତି ।
ଓଟ ମାଙ୍କଡ଼ସାକୁ ନେଇ କାହାଣି [ସମ୍ପାଦନା]
ମରୁଭୂମି ରେ ଓଟଙ୍କ ପେଟ ଚିରିପକାଉଥିବା ବିଶ୍ଵାସରୁ ସେମାନଙ୍କୁ ଓଟ ମାଙ୍କଡ଼ସା ନାମ ଦିଆଯାଇଛି । ରାତିରେ ତମ୍ବୁ ରେ ଶୋଇଥିବା ଏକୁଟିଆ ମଣିଷ ପାଇଲେ ସେମାନେ ନିଜ ଲାଳରେ ତାକୁ ସାମୟିକ ଭାବେ ନିସ୍ତେଜ କରି ମାଂସ ଝୁଣି ଖାଉଥିବାର କାହାଣି ଅଛି । ଇରାନ ଯୁଦ୍ଧ ବେଲେ ଏକାଧିକ ଆମେରିକାନ ସୈନିକ ସେମାନଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାଯାଏ ।
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Solifugae ଉପରେ ମାଧ୍ୟମ ରହିଅଛି |
- Mikkelson, Barbara & David P. "Camel Spiders" at Snopes.com: Urban Legends Reference Pages.