ଏସ୍ଲିକାର୍ବାଜେପାଇନ ଆସେଟେଟ

ଉଇକିପିଡ଼ିଆ‌ରୁ
ଏସ୍ଲିକାର୍ବାଜେପାଇନ ଆସେଟେଟ
Clinical data
Trade namesAptiom, Zebinix, Exalief, others
AHFS/Drugs.commonograph
data
Pregnancy
category
Routes of
administration
By mouth (tablets)
Legal status
Legal status
Pharmacokinetic data
Protein binding~30%[୪]
MetabolismUGT (?)
MetabolitesEslicarbazepine (active), glucuronides (inactive), etc.
Elimination half-life10–20 hours
Excretion~90% renal
Identifiers
  • (S)-10-Acetoxy-10,11-dihydro-5H-dibenz[b,f]azepine-5-carboxamide
ECHA InfoCard100.164.398 Edit this at Wikidata
Chemical and physical data
FormulaC17H16N2O3
Molar mass୨୯୬.୩୩ g·mol−1
3D model (JSmol)
  • CC(=O)OC2Cc1ccccc1N(C(N)=O)c3c2cccc3
  • InChI=1S/C17H16N2O3/c1-11(20)22-16-10-12-6-2-4-8-14(12)19(17(18)21)15-9-5-3-7-13(15)16/h2-9,16H,10H2,1H3,(H2,18,21)/t16-/m0/s1
  • Key:QIALRBLEEWJACW-INIZCTEOSA-N

ଏସ୍ଲିକାର୍ବାଜେପାଇନ ଆସେଟେଟ (ଇଂରାଜୀ ଭାଷାରେ Eslicarbazepine acetate )(ଏଆ/ ESL), ଅନ୍ୟମାନଙ୍କ ମଧ୍ୟରେ ଆପ୍ଟିଓମ୍ ଏବଂ ଜେବିନିକ୍ସ ବ୍ରାଣ୍ଡ ବେପାର ନାମ, ହେଉଛି ଏକ ଔଷଧ ଯାହା ଅପସ୍ମାର ସହିତ କେନ୍ଦ୍ରୀୟ ଆରମ୍ଭ ବାତର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଏହା ପାଟିରେ ଦିଆଯାଏ ।[୩] ଏହା ଅନ୍ୟାନ୍ୟ ବାତ ଔଷଧ ସହିତ ବ୍ୟବହାର କରାଯାଇପାରେ ।[୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାଳୁ, ବାନ୍ତି, ମୁଣ୍ଡବିନ୍ଧା, ଦୈତ ଦୃଷ୍ଟି, ଥକାପଣ, ଖରାପ ସମନ୍ୱୟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ କମ୍ପନ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା, ଆନାଫାଇଲକ୍‌ସିସ, କମ୍ ରକ୍ର ସୋଡିଅମ ଏବଂ ଯକୃତ ସମସ୍ୟା ହୋଇପାରେ ।[୩] ଗର୍ଭାବସ୍ଥାରେ ଏହା ଦେଲେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୬] ଏହା (ଏସ)-(+)-ଲିକାର୍ବାଜେପାଇନ୍ ପାଇଁ ଏକ ନିଷ୍କ୍ରିୟ ଔଷଧ (prodrug), ଅକ୍ସକାରବାଜେପାଇନ୍ ସହିତ ସମତୁଲ ଏବଂ ସୋଡ଼ିଅମ ଚ୍ୟାନେଲଗୁଡିକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।[୬]

୨୦୦୯ ମସିହାରେ ୟୁରୋପରେ ଏବଂ ୨୦୧୩ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏସ୍ଲିକାର୍ବାଜେପାଇନ ଆସେଟେଟ ଅନୁମୋଦନ କରାଯାଇଥିଲା ।[୬] [୨] ଯୁକ୍ତରାଜ୍ୟରେ ଏକ ମାସ ପାଇଁ ପ୍ରତିଦିନ ୪୦୦ ମିଗ୍ରା ମାତ୍ରା ବିଶିଷ୍ଟ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୮ ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୫୦ ଡଲାର ଅଟେ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Zebinix". Therapeutic Goods Administration (TGA). 9 June 2021. Archived from the original on 6 September 2021. Retrieved 6 September 2021.
  2. ୨.୦ ୨.୧ ୨.୨ "Zebinix EPAR". European Medicines Agency (EMA). Archived from the original on 5 March 2021. Retrieved 21 January 2021.
  3. ୩.୦ ୩.୧ ୩.୨ ୩.୩ ୩.୪ "Aptiom- eslicarbazepine acetate tablet Aptiom- eslicarbazepine acetate kit". DailyMed. Archived from the original on 27 March 2021. Retrieved 21 January 2021.
  4. Dinnendahl V, Fricke U, eds. (2011). Arzneistoff-Profile (in German). Vol. 4 (25 ed.). Eschborn, Germany: Govi Pharmazeutischer Verlag. ISBN 978-3-7741-9846-3.{{cite book}}: CS1 maint: unrecognized language (link)
  5. ୫.୦ ୫.୧ BNF 81: March-September 2021. BMJ Group and the Pharmaceutical Press. 2021. p. 330. ISBN 978-0857114105.
  6. ୬.୦ ୬.୧ ୬.୨ "Eslicarbazepine Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 16 December 2021.
  7. "Eslicarbazepine Prices, Coupons & Savings Tips - GoodRx". GoodRx. Retrieved 16 December 2021.