ଏଡ୍‌ସ୍

ଉଇକିପିଡ଼ିଆ ରୁ
HIV/AIDS
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
A red ribbon in the shape of a bow
The red ribbon is a symbol for solidarity with HIV-positive people and those living with AIDS.
ଆଇସିଡ଼ି-୧୦ Bb20.htm+ b20 20 .Bb20.htm+ b24 24 .
ଆଇସିଡ଼ି- 042-044
OMIM 609423
ରୋଗ ଡାଟାବେସ 5938
ମେଡ଼ିସିନ-ପ୍ଲସ 000594
ଇ-ମେଡ଼ିସିନ emerg/253
MeSH D000163

ଏଡ୍‌ସ୍ (acquired immunodeficiency syndrome ବା AIDS) ଏକ ଭୁତାଣୁ ଜନିତ ରୋଗ ଯେଉଁଥିରେ ମନୁଷ୍ୟର ରୋଗ ପ୍ରତିରୋଧ ଶକ୍ତି କମିଯାଏ । ଏହାକୁ ଏଚ୍.ଆଇ.ଭି (Human immunodeficiency virus infection ବା HIV ) ସଂକ୍ରମଣ ମଧ୍ୟ କହନ୍ତି । ଏହି ରୋଗ ହ୍ୟୁମ୍ୟାନ୍ ଇମ୍ମ୍ୟୁନୋଡେଫିସିଏନ୍ସି ଭୁତାଣୁ ଦ୍ଵାରା ହୁଏ[୧] । ଆରମ୍ଭ ସମୟରେ ସାମାନ୍ୟ ଇନ୍‌ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦିଏ । ଫଳରେ ରୋଗୀ ରୋଗପ୍ରବଣ ହୋଇଯାଏ । ସାମାନ୍ୟ ରୋଗସମୁହ ଯିଏ ସାଧାରଣ ଅବସ୍ଥାରେ ଆକ୍ରମଣ କରିପାରନ୍ତି ନାହିଁ, ସେମାନେ ଏଚ୍.ଆଇ.ଭି. ଥିଲେ ସଂକ୍ରମଣ କରନ୍ତି ।
ଏଚ୍.ଆଇ.ଭି ମୁଖ୍ୟତଃ ଅସୁରକ୍ଷିତ ସ୍ଵାଭାବିକ ବା ଅସ୍ଵାଭାବିକ ଯୌନ ସମ୍ଭୋଗ ଦ୍ଵାରା ସଂକ୍ରମିତ ହେଲେ ମଧ୍ୟ ରକ୍ତ ଟ୍ରାନ୍ସଫ୍ୟୁଜନ, ଇଞ୍ଜେକସନ ଛୁଞ୍ଚି ଦ୍ଵାରା ମଧ୍ୟ ସଂକ୍ରମିତ ହୁଏ । ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନ ଦ୍ଵାରା ଏହା ସଂକ୍ରମିତ ହୁଏ । ଲୁହ ଓ ଲାଳ ଏହା ସଂକ୍ରମଣ କରାଏ ନାହିଁ[୨] । ଏହି ରୋଗ ଆରୋଗ୍ୟ ହୁଏ ନାହିଁ । ଏଣୁ ବିପଦମୁକ୍ତ ଯୌନକ୍ରିଡ଼ା କରିବା ଆବଶ୍ୟକ । ଆଣ୍ଟିରେଟ୍ରୋଭାଇରାଲ୍ ଚିକିତ୍ସା କଲେ ମୃତ୍ୟୁ ସଙ୍କଟ ଓ ଜଟୀଳତା କମିଯାଏ । ଏହି ଔଷଧ ବହୁତ ଦାମିକା ଓ ପାର୍ଶ୍ଵକ୍ରିୟା ସମ୍ପର୍ଣ୍ଣ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Sepkowitz KA (June 2001). "AIDS—the first 20 years". N. Engl. J. Med. 344 (23): 1764–72. doi:10.1056/NEJM200106073442306. PMID 11396444. 
  2. "HIV and Its Transmission". Centers for Disease Control and Prevention. 2003. Archived from the original on February 4, 2005. http://web.archive.org/web/20050204141148/http://www.cdc.gov/HIV/pubs/facts/transmission.htm. Retrieved May 23, 2006.