ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା

ଉଇକିପିଡ଼ିଆ ରୁ
ହାତୀଗୁମ୍ଫା (୧୪ତମ ଗୁମ୍ଫା) ଉଦୟଗିରି

ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷ ଦେଇ ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା ଓଡ଼ିଶାଭୁବନେଶ୍ଵର ଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରିଖଣ୍ଡ଼ଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖକୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରି ରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରି ରେ ୧୮ ଟି ଗୁମ୍ଫା ରହିଛି।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଉଦୟଗିରିରେ ଥିବା ଗୁମ୍ଫାମାନଙ୍କର ତାଲିକା

  1. ରାଣୀଗୁମ୍ଫା
  2. ବଜାଘର ଗୁମ୍ଫା
  3. ଛୋଟ ହାତୀଗୁମ୍ଫା
  4. ଅଳକାପୁରୀ ଗୁମ୍ଫା
  5. ଜୟ-ବିଜୟ ଗୁମ୍ଫା
  6. ପଣସଗୁମ୍ଫା
  7. ଠାକୁରାଣୀ ଗୁମ୍ଫା
  8. ପାତାଳପୁରୀ ଗୁମ୍ଫା
  9. ମଞ୍ଚପୁରୀ ଗୁମ୍ଫା
  10. ଗଣେଶ ଗୁମ୍ଫା
  11. ଜାମ୍ବେଶ୍ଵର ଗୁମ୍ଫା
  12. ବ୍ୟାଘ୍ର ଗୁମ୍ଫା
  13. ସର୍ପ ଗୁମ୍ଫା
  14. ହାତୀ ଗୁମ୍ଫା
  15. ଧନଘର ଗୁମ୍ଫା
  16. ହରିଦାସ ଗୁମ୍ଫା
  17. ଜଗମଥା ଗୁମ୍ଫା
  18. ରୋଷେଇ ଗୁମ୍ଫା

[ଏହାକୁ ବଦଳାନ୍ତୁ] ଖଣ୍ଡଗିରିରେ ଥିବା ଗୁମ୍ଫା

  1. ତତ୍ତ୍ଵ ଗୁମ୍ଫା-୧
  2. ତତ୍ତ୍ଵ ଗୁମ୍ଫା-୨
  3. ଅନନ୍ତ ଗୁମ୍ଫା
  4. ତେନ୍ତୁଳି ଗୁମ୍ଫା
  5. ଖଣ୍ଡଗିରି ଗୁମ୍ଫା
  6. ଧ୍ୟାନ ଗୁମ୍ଫା
  7. ନବମୂନି ଗୁମ୍ଫା
  8. ବାରଭୂଜି ଗୁମ୍ଫା
  9. ତୃସୁଳ ଗୁମ୍ଫା
  10. ଅମ୍ବିକା ଗୁମ୍ଫା
  11. ଲଲାତେନ୍ଦୁ କେଶରୀ ଗୁମ୍ଫା
  12. ନାମହୀନ
  13. ନାମହୀନ
  14. ଏକାଦଶୀ ଗୁମ୍ଫା
  15. ନାମହୀନ

[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ

[ଏହାକୁ ବଦଳାନ୍ତୁ] ଆଧାର

  • Sachin Singhal: Orissa tourist road guide and political, Vardhman Publications, ISBN 81-8080-011-3
  • Sadananda Agrawal: Sri Kharavela, Published by Sri Digambar Jain Samaj, Cuttack, 2000.

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା