ଆସ୍ତିକ ନାସ୍ତିକ

ଉଇକିପିଡ଼ିଆ‌ରୁ
ନିର୍ଦ୍ଦେଶକସୁଧାଂଶ ମୋହନ ସାହୁ
ପ୍ରଯୋଜକପବିତ୍ର ନାୟକ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀବି. ଚନ୍ଦନ କୁମାର
କଳାକାରବୁଦ୍ଧାଦିତ୍ୟ ମହାନ୍ତି
ସୁପ୍ରିୟା ନାୟକ
କୁକିସ୍ ସ୍ୱାଇଁ
ସଙ୍ଗୀତଗୁଡ୍‍ଲି ରଥ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା[୧]
ସମ୍ପାଦକରାଜେଶ ଦାଶ[୧]
ମୁକ୍ତିଲାଭ ତାରିଖ
୧୦ ଜୁଲାଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଆସ୍ତିକ ନାସ୍ତିକ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପବିତ୍ର ନାୟକ ।[୧] ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି । ସୁଧାଂଶ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

ଏହି କଥାଚିତ୍ରଟି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଓ ସୁପ୍ରିୟା ନାୟକ ।[୩] କୁକିସ୍ ସ୍ୱାଇଁ, ଅଭିଶେକ ଗିରି, ଶୁଭମ, ତ୍ରିଭୁବନ ପଣ୍ଡା, ସରୋଜ ଦାସ, ଭୂପତି ତ୍ରିପାଠୀ, ସୁଶୀଲ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୨ ମସିହାର ଜୁଲାଇ ୧୦ ତାରିଖରେ ତରଙ୍ଗ ଟିଭିତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଆସ୍ତିକ ନାସ୍ତିକ
କଥାଚିତ୍ର ଗୀତ ଆଲବମ୍ by
ଗୁଡ୍‌ଲି ରଥ
ରେକର୍ଡ଼ ତାରିଖ୨୦୨୨
ଭାଷାଓଡ଼ିଆ
ନାମତରଙ୍ଗ ମ୍ୟୁଜିକ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ[୨] ସୂର୍ଯ୍ୟ ମହାପାତ୍ରନିର୍ମଳ ନାୟକ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୋହିନୀ ମିଶ୍ର, ହ୍ୟୁମାନ ସାଗର, ଅସୀମା ପଣ୍ଡା, ମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୬]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଏ ଦିଲ୍ ତୋ ଦିୱାନା"ସୂର୍ଯ୍ୟ ମହାପାତ୍ରହ୍ୟୁମାନ ସାଗର, ଅସୀମା ପଣ୍ଡା୦୪:୧୨
2."ମୁଁ ତୋର ବାବୁ ସୋନା"ନିର୍ମଳ ନାୟକମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର୦୪:୪୨

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଆସ୍ତିକ ନା' ନାସ୍ତିକ". ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.
  2. ୨.୦ ୨.୧ ୨.୨ "ଆସ୍ତିକ-ନାସ୍ତିକ". ସମାଜ (ରବିବାର). 26 June 2022. Archived from the original on 27 June 2022. Retrieved 27 June 2022.
  3. "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
  4. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  5. "ଆଇଟମ୍ ନମ୍ବରରେ ସୁପ୍ରିୟା". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.
  6. "'ଆସ୍ତିକ ନାସ୍ତିକ'ର ରିଲିଜ୍ ଆଜି". ପ୍ରମେୟ. 10 July 2022. Archived from the original on 27 October 2022. Retrieved 27 October 2022.

ବାହାର ଆଧାର[ସମ୍ପାଦନା]