ଅରବିନ୍ଦ ରାୟ

ଉଇକିପିଡ଼ିଆ‌ରୁ
ଅରବିନ୍ଦ ରାୟ
ଜନ୍ମ ଓ ଜନ୍ମସ୍ଥାନ୧୯୬୪
ଜଗତସିଂହପୁର ଜିଲ୍ଲା
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନସ୍ୱାମୀ ବିବେକାନନ୍ଦ ମେମୋରିଆଲ ମହାବିଦ୍ୟାଳୟ, ଜଗତସିଂହପୁର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦
ଜୀବନସାଥୀଲିଲି ଦାସ

ଅରବିନ୍ଦ ରାୟ (ଜନ୍ମ: ୧୯୬୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ।[୧] ୨୦୧୦ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ବାଟ ବସାଘର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।[୨] କ୍ଷୁଦ୍ରଗଳ୍ପ ବ୍ୟତିତ ଉପନ୍ୟାସ ଓ ଶିଶୁ ସାହିତ୍ୟରେ ମଧ୍ୟ ସେ ନିଜ ଲେଖନୀ ଚାଳନା କରିଥାନ୍ତି । ବୃତ୍ତିରେ ସେ ଜଣେ ସରକାରୀ କର୍ମଚାରୀ ଅଟନ୍ତି । ତାଙ୍କ ଧର୍ମପତ୍ନୀ "ଲିଲି ଦାସ" ମଧ୍ୟ ଜଣେ ସାହିତ୍ୟିକ ଅଟନ୍ତି ।[୩]

ରଚନାବଳୀ[ସମ୍ପାଦନା]

ଗଳ୍ପ ସଂକଳନ[ସମ୍ପାଦନା]

  • ବାଟ ବସାଘର
  • ଦି ପାଦ ପୃଥିବୀ
  • ଅନ୍ତରଙ୍ଗ ମଣିଷ
  • ଛାଇ ଲେଉଟାଣି
  • ବଢ଼ିଲା ନଈ- ୨୦୧୧ (ସାହିତ୍ୟ ଶ୍ୱେତପଦ୍ମା)

ଉପନ୍ୟାସ[ସମ୍ପାଦନା]

  • ଆକ୍ଟର - ୨୦୧୩ (ପଶ୍ଚିମା ପବ୍ଲିକେଶନସ୍)
  • ଚାଲ୍‌ ଫେରିଯିବା - ୨୦୦୬ (ଆନନ୍ଦ ପ୍ରକାଶନ, କଟକ)
  • ଗୋଲାମ ନଗରୀ ଘୋଡ଼ା

ଶିଶୁ ସାହିତ୍ୟ[ସମ୍ପାଦନା]

  • ଆମ ପିଲାଦିନ
  • ଅଟର ମଟର କଟର କେଁ

ଅନ୍ୟାନ୍ୟ[ସମ୍ପାଦନା]

  • ଭାରତୀୟ ଭାଷାର ପ୍ରଥମ ଆଧୁନିକ ଗଳ୍ପ
  • ଚିତ୍ର ଓ ଚରିତ୍ର
  • କଥା କାଳଜୟୀ
  • ଅନ୍ଧାର ଯେତିକି ଆଲୁଅ ସେତିକି - ୨୦୧୨ (କଟକ ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଦିପାଦ ପୃଥିବୀ (ସହ ଲେଖକ: ଲିଲି ଦାସ) - ୧୯୯୫ (ଶ୍ରଦ୍ଧା ପ୍ରକାଶନ, କଟକ)
  • ଦୃଶ୍ୟ ବଦଳୁଛି - ୨୦୦୩ (ଅପୂର୍ବା)
  • ଗୋଲାମ ନଗର ଘୋଡ଼ା - ୨୦୧୦
  • ନଷ୍ଟାଲଜିଆ - ୨୦୧୧ (ମନୋଜ ପ୍ରକାଶନ)
  • ପବନର ଖେଳ - ୨୦୧୦ (ପଶ୍ଚିମା ପ୍ରକାଶନ)
  • ସାମନାରେ ସକାଳ - ୨୦୧୧ (ପକ୍ଷୀଘର ପ୍ରକାଶନ)[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦[୫]
  • ସାହିତ୍ୟ ଏକାଡେମୀ ଯୁବ ପ୍ରତିଭା ପୁରସ୍କାର -୧୯୯୫-୯୬[୬]
  • ରାଜଧାନୀ ପୁସ୍ତକମେଳା ପୁରସ୍କାର[୭]
  • ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ - ୨୦୨୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୮]


ଆଧାର[ସମ୍ପାଦନା]

  1. "Sahitya Akademi awards presented". thehindu.com. Retrieved 21 December 2018.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 21 December 2018.
  3. "More and more authors in Orissa tie the knot to deal with increasing literary hardships". indiatoday.in. Retrieved 21 December 2018.
  4. opac.nationallibrary.gov.in http://opac.nationallibrary.gov.in/cgi-bin/gw/chameleon?sessionid=2018122111030720206&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&search=KEYWORD&searchid=H2&sourcescreen=INITREQ&itempos=1&rootsearch=KEYWORD&pos=11&function=NEXTPAGE. Retrieved 21 December 2018. {{cite web}}: Missing or empty |title= (help)
  5. "State Sahitya Akademi awards announced Read more at: timesofindia.indiatimes.com/articleshow/17850379.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. Retrieved 21 December 2018.
  6. "List of 'Yuva Prativa' Award Winners". odishasahityaakademi.org. Archived from the original on 23 September 2019. Retrieved 21 December 2018.
  7. "ଅରବିନ୍ଦ ରାୟ". odiasahitya.com. Retrieved 21 December 2018.
  8. "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.