ଅଭିଷେକ ବଚ୍ଚନ
ଉଇକିପିଡ଼ିଆ ରୁ
| ଅଭିଷେକ ବଚ୍ଚନ | |
|---|---|
୨୦୦୮ ରେ ଅଭିଷେକ ବଚ୍ଚନ |
|
| ଜନ୍ମ ଓ ଜନ୍ମସ୍ଥାନ | ୫ ଫେବୃଆରି ୧୯୭୬ ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
| ଜୀବିକା | ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ |
| କାର୍ଯ୍ୟକାଳ | ୨୦୦୦–ଏବେଯାଏଁ |
| ଜୀବନସାଥି | ଐଶ୍ଵର୍ଯ୍ୟା ରାୟ (୨୦୦୭–ଏବେଯାଏଁ) |
| ସନ୍ତାନ | ୧ |
| ବାପା ମା | ଅମିତାଭ ବଚ୍ଚନ, ଜୟା ବଚ୍ଚନ |
ଅଭିଷେକ ବଚ୍ଚନ (ହିନ୍ଦି:अभिषेक बच्चन) ୧୯୭୬ରେ ଜନ୍ମିତ ଜଣେ ହିନ୍ଦୀ କଥାଚିତ୍ର ଅଭିନେତା ।
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Abhishek Bachchan ଉପରେ ମାଧ୍ୟମ ରହିଅଛି |
- ଅଭିଷେକ ବଚ୍ଚନ (ଇଣ୍ଟରନେଟ ମୁଭି ଡାଟାବେସରେ)