ଜଗଦାନନ୍ଦ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଜଗଦାନନ୍ଦ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜଗଦାନନ୍ଦ ଜଣେ ସମାଜସେବୀ । ସେ ଓଡ଼ିଶାର ପୂର୍ବତନ ସୂଚନା କମିଶନର ।[୧] ରାଜ୍ୟ ଯୋଜନା ଆୟୋଗର ପ୍ରତିନିଧି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି [୨] ଏବଂ ସେଣ୍ଟର ଫର ଯୁଥ୍ ଆଣ୍ଡ ସୋସିୟାଲ ଡେଭେଲପମେଣ୍ଟ ଅନୁଷ୍ଠାନର (ସି.ୱାଇ.ଏସ୍.ଡିର) ସହ-ପ୍ରତିଷ୍ଠାତା । ଏହି ଅନୁଷ୍ଠାନ ମାଧ୍ୟମରେ ସେ ଓଡ଼ିଶାର ଗ୍ରାମୀଣ ତଥା ଆଦିବାସୀ ବହୁଳ ଅଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ କରିଆସୁଛନ୍ତି ।[୩]