ଅମରେଶ ବିଶ୍ୱାଳ
ଅମରେଶ ବିଶ୍ୱାଳ | |
---|---|
ଜନ୍ମ | ୧୩ ଜୁନ ୧୯୭୨ |
ବୃତ୍ତି(ସମୂହ) | ସାହିତ୍ୟିକ, ସାମ୍ବାଦିକ |
ପୁରସ୍କାର | ରାଜଧାନୀ ପୁସ୍ତକ ମେଳା ପୁରସ୍କାର |
ଅମରେଶ ବିଶ୍ୱାଳ (ଜନ୍ମ : ୧୩ ଜୁନ ୧୯୭୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ ।[୧] ସେ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ରଚନା କରିଛନ୍ତି । ସେ ଓଡ଼ିଶା ଟେଲିଭିଜନରେ ଆଉଟପୁଟ ଏଡିଟର ଭାବରେ କାର୍ଯ୍ୟରତ । ସେ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ସନ୍ନିକଟ ରାଛିପୁର ଗ୍ରାମରେ ସେ ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ[ସମ୍ପାଦନା]
- ଅବକ୍ଷୟମୁଖୀ ଜାତୀୟ ଚରିତ୍ର (ପ୍ରବନ୍ଧ, ୨୦୦୧)[୨]
- ବୟସ୍କ ଲୋକର ସମୟ (ଗଳ୍ପ, ୨୦୦୮)
- ସ୍ପେଶାଲ ରିପୋର୍ଟ (ଗଳ୍ପ, ୨୦୧୨)
- ତୁମରି ପରି ଝିଅଟିଏ (କିଶୋର ଜୀବନୀ, ୨୦୧୩)
- ମଧ୍ୟବିତ୍ତ (ଉପନ୍ୟାସ, ୨୦୧୪)
- ସଁବାଳୁଆର ସ୍ୱପ୍ନ (ଗଳ୍ପ, ୨୦୧୪)
- ସା-ରେ-ଗା-ମା-ପା (ମିଳିତ ଗଳ୍ପ ସଂକଳନ)
- ଚାଇନାର ଚରିତ୍ର (ଭ୍ରମଣ ଉପନ୍ୟାସ)
- ପ୍ରଣତିର ପ୍ରେମିକମାନେ
- ପାପ
- ପ୍ରେମିକାର ସାନ ଭଉଣୀ
- ଶେଷ ଦୃଷ୍ୟ
- ଛୋଟ ଛୋଟ ଜୀବନ[୩]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ମନ୍ଥନ ଯୁବ ପ୍ରତିଭା ପୁରସ୍କାର, ୨୦୦୦
- ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୧ (ପ୍ରବନ୍ଧ)[୪]
- ରାଜଧାନୀ ପୁସ୍ତକ ମେଳା ପୁରସ୍କାର ୨୦୧୦ (ଗଳ୍ପ)
- ବିରୂପା ସାହିତ୍ୟ ସଂସଦ ପୁରସ୍କାର ୨୦୧୦
- ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର ୨୦୧୦
- ଟାଇମ୍ ପାସ୍ ବୁକର ପୁରସ୍କାର ୨୦୧୨[୫]
- ଚିନ୍ତାମଣି ବେହେରା ଗଳ୍ପ ସମ୍ମାନ ୨୦୧୩
- ଶିହରଣ କଥା ସମ୍ମାନ ୨୦୧୩
- କବିଶେଖର ଚିନ୍ତାମଣି ସ୍ମାରକୀ ସମ୍ମାନ ୨୦୧୩
- ପଶ୍ଚିମା ଉପନ୍ୟାସ ପୁରସ୍କାର ୨୦୧୫
- ଜଗଦୀଶ ଯୁବ ସମ୍ମାନ ୨୦୧୫,
- କଥାକଳିକା ଯୁବ ପୁରସ୍କାର ୨୦୧୬[୬]
- ଭୁବନେଶ୍ୱର ପୁସ୍ତକ ମେଳା ସାହିତ୍ୟ ପୁରସ୍କାର - ୨୦୧୭ (ମଧ୍ୟବିତ୍ତ ଉପନ୍ୟାସ ପାଇଁ)[୭]
- କହ୍ନେଇ କଥା ପୁରସ୍କାର - ୨୦୧୯ (କହ୍ନେଇ କଥା ସଂସଦଦ୍ୱାରା ପ୍ରଦତ୍ତ)[୮]
ଆଧାର[ସମ୍ପାଦନା]
- ↑ http://www.thehindu.com/todays-paper/tp-national/tp-otherstates/amaresh-biswal-selected-for-timepass-booker-award/article3971212.ece
- ↑ "ପ୍ରଥମ ବହି". dharitriepaper.in. ଧରିତ୍ରୀ. Retrieved 10 July 2019.
- ↑ "କଥା ଝରକା". କଥା ପତ୍ରିକା (ଡିସେମ୍ବର ୨୦୨୧): ୩୦. Retrieved 25 December 2021.
- ↑ "ଆର୍କାଇଭ୍ କପି". Archived from the original on 2022-07-07. Retrieved 2016-11-23.
{{cite web}}
: Cite has empty unknown parameter:|1=
(help) - ↑ http://www.odisha360.com/2012/10/06/amaresh-biswal-to-receive-time-pass-booker-award-2012/
- ↑ ସମାଜ ୨୩/୧୧/୨୦୧୬ କଲିକତା ସଂସ୍କରଣ ପୃଷ୍ଠା ୧୪.
{{cite news}}
:|access-date=
requires|url=
(help); Missing or empty|title=
(help) - ↑ ସମ୍ବାଦ ୧୩/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ http://www.sambadepaper.com/Details.aspx?id=346857&boxid=32358660. Retrieved 13 April 2017.
{{cite news}}
: Missing or empty|title=
(help)[permanent dead link] - ↑ "Writer Biswal to get Kanhei Katha Puraskar". www.dailypioneer.com. The Pioneer. Retrieved 27 June 2019.