ୟୁ ଟ୍ୟୁବ
Appearance
Type | Subsidiary of Google, limited liability company |
---|---|
ତିଆରି କରାଯାଇଥିଲା | ଫେବୃଆରୀ 14, 2005 |
ପ୍ରତିଷ୍ଠାତା | Steve Chen, Chad Hurley, Jawed Karim |
ମୂଖ୍ୟସ୍ଥାନ | 901 Cherry Ave, San Bruno, California, United States |
ସେବା ପରିସର | Worldwide (except blocked countries) |
ମୁଖ୍ୟ ଲୋକ | Susan Wojcicki (CEO) Chad Hurley (Advisor) |
କେଉଁ ପ୍ରକାରର କମ୍ପାନୀ | Internet |
ମୂଳ କମ୍ପାନୀ | Independent (2005–2006) Google (2006–present) |
ସ୍ଳୋଗାନ | Broadcast Yourself (2005–2012) |
ବେବସାଇଟ | YouTube.com (see list of localized domain names) |
ଆଲେକ୍ସା ସ୍ଥାନ | 3 (March 2014[update])[୧] |
ସାଇଟର ପ୍ରକାର | Video hosting service |
ଅନଲାଇନ ପ୍ରଚାର | Google AdSense |
ଖାତାଖୋଲା | Optional (Only required for certain tasks such as uploading videos, viewing flagged videos, viewing flagged comments, liking videos, adding videos to playlists and commenting on videos) |
ମିଳୁଥିବା ସଂସ୍କରଣ | 61 language versions available through user interface[୨] |
ପ୍ରଥମେ ଆସିଥିଲା | ଫେବୃଆରୀ 14, 2005 |
ଏବେକାର ସ୍ଥିତି | Active |
Screenshot |
ୟୁଟ୍ୟୁବ ଏକ ଆମେରିକୀୟ ୱେବସାଇଟ, ଯେଉଁଠାରେ ଭିଡିଓକୁ ଅପଲୋଡ଼ କରି ଅନ୍ୟମାନଙ୍କ ସହିତ ସେୟାର କରାଯାଏ । ଏହା ଫେବୃଆରୀ ୨୦୦୫ ମସିହାରେ ପେପାଲ୍ କଂପାନୀର କିଛି ପୂର୍ବତନ କର୍ମଚାରୀଙ୍କଦ୍ୱାରା ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସାନ୍ ବ୍ରୁନୋ, କାଳିଫର୍ନିଆରେ ଅବସ୍ଥିତ । ୨୦୦୬ ମସିହାରେ ଏହାକୁ ଗୁଗୁଲ କିଣିନେଇଥିଲା । ଗୁଗୁଲ୍ ସର୍ଚ୍ଚ ପରେ ଏହା ହେଉଛି ୨ୟ ୱେବ୍ସାଇଟ୍ ଯେଉଁଠିକୁ ଅଧିକ ଲୋକ ବ୍ୟବହାର କରନ୍ତି । ମଇ ୨୦୧୯ର ଏକ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍ରେ ପ୍ରତି ମିନିଟ୍ରେ ୫୦୦ ଘଣ୍ଟାରୁ ଅଧିକ ଭିଡିଓ ଅପଲୋଡ଼ କରାଯାଉଥିଲା ।[୩][୪]
ଇତିହାସ
ଆଧାର
- ↑ "Youtube.com Site Info". Alexa Internet. Archived from the original on 2016-08-07. Retrieved 2014-03-01.
- ↑ "YouTube language versions". Retrieved March 18, 2014.
- ↑ Loke Hale, James (May 7, 2019). "More Than 500 Hours Of Content Are Now Being Uploaded To YouTube Every Minute". TubeFilter. Los Angeles, CA. Retrieved June 10, 2019.
- ↑ Neufeld, Dorothy (2021-01-27). "The 50 Most Visited Websites in the World". Visual Capitalist (in ଆମେରିକୀୟ ଇଂରାଜୀ). Retrieved 2021-12-06.