ହୁମ, କ୍ରୋଏଟିଆ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ହୁମ
Town
View of Hum
View of Hum
Country Croatia
County Istria
MunicipalityBuzet
Elevation
349 m (1,145 ft)
Population
 • Total୨୧
Time zoneUTC+1 (CET)
 • Summer (DST)UTC+2 (CEST)
Websitewww.hum.hr

ହୁମ  (Italian: Colmo ; German: Cholm) କ୍ରୋଏଟିଆ ଦେଶର କେନ୍ଦ୍ରୀୟ ଅଞ୍ଚଳ ଇଷ୍ଟରିୟାର ଏକ ସହର । ଏହାକୁ ବିଶ୍ୱର କ୍ଷୁଦ୍ରତମ ସହର କୁହାଯାଏ । ଏହାର ଜନସଂଖ୍ୟା 2011 ଜନଗଣନା [୧]ଅନୁସାରେ 21 ଥିଲା , ତେବେ ଅଫିସିଆଲ ହିସାବରେ ଏହା ଏକ ସହରାଞ୍ଚଳ ହିସାବରେ  ଉଲ୍ଲେଖ । .[୨] but is officially a town.[୩]ଏହି ସହରର ଭୌଗୋଳିକ ଅବସ୍ଥିତି 45°20′53″N 14°3′0″Eଠାରେ ।

ଇତିହାସ [ସମ୍ପାଦନା]

ବିଶ୍ୱର ଛୁଦ୍ରତମ ସହର  ର ମାନ୍ୟତା ପାଇଥିବା ହୁମ ସହରର ପଶ୍ଚିମ ଦିଗରେ ପ୍ରାଚୀର ରହିଥିବା ବେଳେ ଅନ୍ୟ ଦିଗରେ ଗୃହ ସବୁ  ରହିଛି । ଏହି ସହର ବିଷୟରେ 1102 ମସିହାର ତଥ୍ୟରେ ଉଲ୍ଲେଖ ରହିଛି । ସେ ସମୟରେ ଏହାକୁ ଚୋଳ୍ମ କୁହାଯାଉଥିଲା ଯାହା ଇଟାଲିୟାନ ନାମ କୋଲମୋର ଅପଭ୍ରଂଶ । 1552 ମସିହାରେ ଏଠାରେ ଏକ ୱାଚ ଟାୱାର ନିର୍ମିତ ହେଇ ଏଠାରେ ଏକ ଘଣ୍ଟା ସ୍ଥାପିତ ହେଇଥିଲା । ଏହାକୁ ସହରର ସୁରକ୍ଷ୍ୟା ନିମନ୍ତେ ବ୍ୟବହାର କରାଯାଉଥିଲା । [୪]

ସେଣ୍ଟ ଜେରୋମ ନାମରେ ଏହି ସହରରେ ଏକ ପାରିସ ଚର୍ଚ 1802 ମସିହାରେ ନିର୍ମିତ ହେଇଥିଲା । ଏହା ପୂର୍ବରୁ ଥିବା ଏକ ପୁରାତନ ଚର୍ଚର ପାର୍ଶ୍ୱରେ ଜୁରାଜ ଗ୍ରଜନିକଙ୍କଦ୍ୱାରା ନିର୍ମିତ ହେଇଥିଲା । ପୁରାତନ ଚର୍ଚରେ ' ହୁମ ଗ୍ଲାଗୋଳିଥ କାନ୍ଥ ଲିଖନ " ରହିଥ୍ୱର ଦେଖାଯାଏ ଯାହା ଦ୍ୱାଦଶ ଶତାବ୍ଦୀର ଶୈଳୀ । ଏହା କ୍ରୋଏଟିଆର ପ୍ରାଚୀନତମ ଗ୍ଲାଗୋଥିକ ସାହିତ୍ୟିକ ସଂସ୍କୃତିର ପ୍ରମାଣ । ସହରରେ ଥିବା ମିଉଜିଆମରେ ମଧ୍ୟ ଏହି ଲେଖା ସଂରକ୍ଷିତ ରହିଛି । [୪]

ଗ୍ୟାଲେରି[ସମ୍ପାଦନା]

 

References[ସମ୍ପାଦନା]

  1. "SAS Output". Dzs.hr. Retrieved 6 May 2009.
  2. "SAS Output". Dzs.hr. Retrieved 6 May 2009.
  3. Frommer's Eastern Europe, pg. 179, Frommers (2009); ISBN 0-470-39908-2
  4. ୪.୦ ୪.୧ Naklada Naprijed, The Croatian Adriatic Tourist Guide, pg. 27, Zagreb (1999); ISBN 953-178-097-8