ହୁମ, କ୍ରୋଏଟିଆ
ହୁମ | |
---|---|
Town | |
Country | Croatia |
County | Istria |
Municipality | Buzet |
Elevation | 349 m (1,145 ft) |
Population | |
• Total | ୨୧ |
Time zone | UTC+1 (CET) |
• Summer (DST) | UTC+2 (CEST) |
Website | www.hum.hr |
ହୁମ (Italian: Colmo ; German: Cholm) କ୍ରୋଏଟିଆ ଦେଶର କେନ୍ଦ୍ରୀୟ ଅଞ୍ଚଳ ଇଷ୍ଟରିୟାର ଏକ ସହର । ଏହାକୁ ବିଶ୍ୱର କ୍ଷୁଦ୍ରତମ ସହର କୁହାଯାଏ । ଏହାର ଜନସଂଖ୍ୟା 2011 ଜନଗଣନା [୧]ଅନୁସାରେ 21 ଥିଲା , ତେବେ ଅଫିସିଆଲ ହିସାବରେ ଏହା ଏକ ସହରାଞ୍ଚଳ ହିସାବରେ ଉଲ୍ଲେଖ । .[୨] but is officially a town.[୩]ଏହି ସହରର ଭୌଗୋଳିକ ଅବସ୍ଥିତି 45°20′53″N 14°3′0″Eଠାରେ ।
ଇତିହାସ
[ସମ୍ପାଦନା]ବିଶ୍ୱର ଛୁଦ୍ରତମ ସହର ର ମାନ୍ୟତା ପାଇଥିବା ହୁମ ସହରର ପଶ୍ଚିମ ଦିଗରେ ପ୍ରାଚୀର ରହିଥିବା ବେଳେ ଅନ୍ୟ ଦିଗରେ ଗୃହ ସବୁ ରହିଛି । ଏହି ସହର ବିଷୟରେ 1102 ମସିହାର ତଥ୍ୟରେ ଉଲ୍ଲେଖ ରହିଛି । ସେ ସମୟରେ ଏହାକୁ ଚୋଳ୍ମ କୁହାଯାଉଥିଲା ଯାହା ଇଟାଲିୟାନ ନାମ କୋଲମୋର ଅପଭ୍ରଂଶ । 1552 ମସିହାରେ ଏଠାରେ ଏକ ୱାଚ ଟାୱାର ନିର୍ମିତ ହେଇ ଏଠାରେ ଏକ ଘଣ୍ଟା ସ୍ଥାପିତ ହେଇଥିଲା । ଏହାକୁ ସହରର ସୁରକ୍ଷ୍ୟା ନିମନ୍ତେ ବ୍ୟବହାର କରାଯାଉଥିଲା । [୪]
ସେଣ୍ଟ ଜେରୋମ ନାମରେ ଏହି ସହରରେ ଏକ ପାରିସ ଚର୍ଚ 1802 ମସିହାରେ ନିର୍ମିତ ହେଇଥିଲା । ଏହା ପୂର୍ବରୁ ଥିବା ଏକ ପୁରାତନ ଚର୍ଚର ପାର୍ଶ୍ୱରେ ଜୁରାଜ ଗ୍ରଜନିକଙ୍କଦ୍ୱାରା ନିର୍ମିତ ହେଇଥିଲା । ପୁରାତନ ଚର୍ଚରେ ' ହୁମ ଗ୍ଲାଗୋଳିଥ କାନ୍ଥ ଲିଖନ " ରହିଥ୍ୱର ଦେଖାଯାଏ ଯାହା ଦ୍ୱାଦଶ ଶତାବ୍ଦୀର ଶୈଳୀ । ଏହା କ୍ରୋଏଟିଆର ପ୍ରାଚୀନତମ ଗ୍ଲାଗୋଥିକ ସାହିତ୍ୟିକ ସଂସ୍କୃତିର ପ୍ରମାଣ । ସହରରେ ଥିବା ମିଉଜିଆମରେ ମଧ୍ୟ ଏହି ଲେଖା ସଂରକ୍ଷିତ ରହିଛି । [୪]
ଗ୍ୟାଲେରି
[ସମ୍ପାଦନା]
-
Church of the Assumption of Mary
-
Houses in Hum
-
A street in Hum
-
Hum railway station
-
Hum bell tower
References
[ସମ୍ପାଦନା]- ↑ "SAS Output". Dzs.hr. Archived from the original on 25 February 2021. Retrieved 6 May 2009.
- ↑ "SAS Output". Dzs.hr. Archived from the original on 25 February 2021. Retrieved 6 May 2009.
- ↑ Frommer's Eastern Europe, pg. 179, Frommers (2009); ISBN 0-470-39908-2
- ↑ ୪.୦ ୪.୧ Naklada Naprijed, The Croatian Adriatic Tourist Guide, pg. 27, Zagreb (1999); ISBN 953-178-097-8
- Media related to Hum at Wikimedia Commons