ସୁଦିପ୍ତ କବିରାଜ଼

ଉଇକିପିଡ଼ିଆ‌ରୁ

ସୁଦିପ୍ତ କବିରାଜ (ଜନ୍ମ ୧୯୪୫) ଜଣେ ଭାରତୀୟ ରାଜନୀତି ବିଜ୍ଞାନୀ ଓ ବୌଦ୍ଧିକ ଇତିହାସବିଦ୍ । ସେ ବର୍ତ୍ତମାନ ଯୁକ୍ତରାଜ୍ୟ ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ । ଏହା ପୂର୍ବରୁ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟର ସ୍ଲୁଲ ଅଫ୍ ଓରିଏଣ୍ଟାଲ ଆଣ୍ଡ୍ ଆଫ୍ରିକାନ୍ ଷ୍ଡଡ଼ିଜ୍ଠାରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ ଥିଲେ । ସେ ଏହା ସହ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେ.ଏନ୍.ୟୁ.)ଠାରେ ସହଯୋଗୀ ପ୍ରାଧ୍ୟାପକ ଭାବରେ ମଧ୍ୟ କାମ କରିଅଛନ୍ତି । ସେ ପି.ଏଚ୍.ଡ଼ି. ଡିଗ୍ରୀ ପାଇଁ (ଜେ.ଏନ୍.ୟୁ.)ଠାରେ ହିଁ ଅଧ୍ୟୟନ କରିଥିଲେ ।

ଆଧାର[ସମ୍ପାଦନା]

  • ଦି ଅନହାପି କନସସ୍ନେସ୍ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଆଣ୍ଡ ଦି ଫର୍ମେଶନ ଅଫ୍ ନାଶନାଲିଷ୍ଟ ଡିସ୍କୋର୍ସ୍ ଇନ୍ ଇଣ୍ଡିଆ' । ୧୯୯୩ । ଆଇ.ଏସ୍.ବି.ଏନ୍. - ୦-୧୯-୫୬୪୫୮୫-୫ ।
  • ପଲିଟିକ୍ସ ଇନ୍ ଇଣ୍ଡିଆ' । ଅକ୍ସଫର୍ଡ଼୍ ୟୁନିଭର୍ସିଟି ପ୍ରେସ୍ । ୧୯୯୯। ଆଇ. ଏସ୍.ବି.ଏନ୍. ୦-୧୯-୫୬୪୮୭୩-୦ ।
  • ସିଭିଲ୍ ସୋସାଇଟି : ହିଷ୍ଟ୍ରି ଆଣ୍ଡ୍ ପସିବିଲିଟିଜ୍' । କାମ୍ବ୍ରିଜ୍ ୟୁନିଭର୍ସିଟି ପ୍ରେସ୍ । ୨୦୦୧ । ଆଇ.ଏସ୍.ବି.ଏନ୍. ୦-୫୨୧-୬୩୩୪୪-୩ ।
  • ଇମାଜିନାରି ଇନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ' । ପର୍ମାନେଣ୍ଟ୍ ବ୍ଲାକ୍ । ୨୦୧୦ । ଆଇ.ଏସ୍.ବି.ଏନ୍. - ୮୧-୭୮୨୪-୩୫୭-୧ ।