ସାଇ ବାବା ମନ୍ଦିର, ଦିଲସୁଖନଗର
ଦେଖଣା
ସାଇ ବାବା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ରଙ୍ଗା ରେଡ୍ଡି |
ଦେବାଦେବୀ | ସାଇ ବାବା |
Festivals | Guru Purnima, Sri Rama Navami |
Location | |
ସ୍ଥାନ | ଦିଲସୁଖନଗର, ହାଇଦରାବାଦ |
State | ତେଲେଙ୍ଗାନା |
Country | ଭାରତ |
ଭୌଗଳିକ ଅବସ୍ଥିତି | 17°22′4.3″N 78°31′38.2″E / 17.367861°N 78.527278°E |
Architecture | |
Completed | ୧୯୮୦ |
ସାଇ ବାବା ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ହାଇଦରାବାଦ ପ୍ରଦେଶରେ ଥିବା ଦିଳସୁଖନଗରରେ ଅବସ୍ଥିତ ଓ ଏହା ସିରିଡ଼ି ସାଇ ବାବା ଆନ୍ଦୋଳନରେ ପ୍ରସ୍ତୁତ ହୋଇଛି । [୧] ଏହା ହାଇଦରାବାଦର ଏକ ଲୋକପ୍ରିୟ ମନ୍ଦିର ।
ଇତିହାସ
[ସମ୍ପାଦନା]ଏହି ମନ୍ଦିରଟି ୧୯୯୦ ମସିହାରୁ ଲୋକପ୍ରିୟ ହୋଇ ରହିଛି, ବିଶେଷତଃ ଗୁରୁବାର ଦିନମାନଙ୍କରେ । ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ମରାଠୀ ପୂଜା ଓ ଆରତୀ ସମ୍ପନ୍ନ କରାଯାଏ । ଏହି ପୂଜା ଦେଖିବାକୁ ବହୁ ସଂଖ୍ୟକ ଭକ୍ତ ସମବେତ ହୁଅନ୍ତି ।
ଆତଙ୍କବାଦୀ ବମ ବିସ୍ଫୋରଣ
[ସମ୍ପାଦନା]ପ୍ରଥମ ଥର ପାଇଁ ବାମ ବିସ୍ଫୋରଣ ୨୦୨୨ ମସିହା ନଭେମ୍ବର ମାସରେ ହୋଇଥିଲା ।[୨] ନଭେମ୍ବର ୨୦୨୨ ମସିହାରେ ହୋଇଥିବା ବାମ ବିସ୍ଫୋରଣରେ ୭ ଜଣ ଲୋକ ଆଘାତପ୍ରାପ୍ତ ହୋଇଥିଲେ ।[୩] ୨୦୧୩ ମସିହାରେ ଏହି ମନ୍ଦିରକୁ ଆତଙ୍କବାଦୀମାନେ ଲଖ୍ୟ କରିଥିଲେ କିନ୍ତୁ ମନ୍ଦିରର କଡ଼ା ସୁରକ୍ଷା ହେତୁ ସେଠାରୁ ହଟିଗଲେ ।
ଆଧାର
[ସମ୍ପାଦନା]- ↑ "Temple trust chief taken for a ride - Times of India". articles.timesofindia.indiatimes.com. Archived from the original on 14 November 2013. Retrieved 17 January 2022.
- ↑ "The Hindu : Two Lashkar men planned more blasts". www.hindu.com. Archived from the original on 29 January 2004. Retrieved 17 January 2022.
- ↑ "Latest News, India News, Breaking News, Today's News Headlines Online, English News Top Stories, Coronavirus News, IPL 2022 Updates".