ଶାକିବା ବିଣ୍ଟେ ଅଲୀ
ଦେଖଣା
ଶାକିବା ବିଣ୍ଟେ ଅଲୀ | |
---|---|
শাকিবা বিনতে আলী | |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ଶାକିବା ବିଣ୍ଟେ ଅଲୀ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନ ଆଦିରେ ଅଭିନୟ କରିଥିଲେ ।[୧] ସେ ପାଖାପାଖି ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୨]
ଜୀବନୀ
[ସମ୍ପାଦନା]ସେ ୨୦୦୫ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଧଲିଉଡ଼ରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଭଣ୍ଡ ନେତା, କିନ୍ତୁ ଏହା ମୁକ୍ତିଲାଭ କରିବା ପୂର୍ବରୁ ତାଙ୍କ ଅଭିନୀତ ଅନ୍ୟ ଏକ ବଙ୍ଗଳାଦେଶୀ କଥାଚିତ୍ର ଜୀବନର ଗ୍ୟାରେଣ୍ଟି ନାଇ ମୁକ୍ତିଲାଭ କରିଥିଲା ।[୩]
କଥାଚିତ୍ରରେ ଅଭିନୟ କରିବା ସହିତ ସେ କୋନୋ ଏକ ଗୋଧୂଳି ଲଗନେ, ସର୍ପ୍ରାଇଜ୍ ଓ ଚଲୋ ନା ଘୁରେ ଆସି ଭଳି କିଛି ବଙ୍ଗଳାଦେଶୀ ଦୂରଦର୍ଶନ ନାଟକରେ ଅଭିନୟ କରିଛନ୍ତି ।[୧][୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଜୀବନର ଗ୍ୟାରେଣ୍ଟି ନାଇ
- ଭଣ୍ଡ ନେତା
- ବଚାଓ ଦେଶ
- ମାଝିର ଛେଲେ ବାରିଷ୍ଟର
- ଦୁର୍ଧର୍ଶୋ
- ବସ୍ତିର ଛେଲେ କୋଟିପତି
- ଏକ ଜବାନ୍
- ମାଟିର ଠିକଣା
- ରୂପାନ୍ତର
- ଟାକାଇ ଜତୋ ଗଣ୍ଡଗୋଲ୍
- ମାଝିର ଛେଲେ ବାରିଷ୍ଟର
- ପ୍ରେମର ବାଧ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ফিরেই ব্যস্ত শাকিবা. Alokito Sakal (in Bengali). 13 May 2019. Archived from the original on 15 May 2019. Retrieved 15 September 2019.
- ↑ ୨.୦ ୨.୧ ফিরেই ব্যস্ত শাকিবা. Manab Zamin (in Bengali). 13 May 2019. Retrieved 15 September 2019.
- ↑ ফিরছেন শাকিবা. Manab Zamin (in Bengali). 27 April 2018. Retrieved 15 September 2019.