ଶହୀଦ ମିନାର , କଲିକତା
[[File:|42px|link=]] | This article needs to be updated.(March 2016) |
Shaheed Minar | |
---|---|
Former names | Ochterlony Monument অক্টারলোনি মনুমেন্ট |
General information | |
Status | Used as a monument and owned by the Government of West Bengal. |
Type | Monument |
Architectural style | Foundation based on: Egyptian, Column of: Syrian, Cupola of: Turkish |
Location | Kolkata Maidan |
ଠିକଣା | 11, Rani Rashmoni Avenue |
ସହର | Kolkata, West Bengal |
ଦେଶ | India |
Coordinates | 22°33′46″N 88°20′57″E / 22.56286°N 88.34923°E |
Construction started | 1825 |
Completed | 1828 |
Renovated | 2011-present |
ଉଚ୍ଚତା | 48 m (157 ft) |
Design and construction | |
Owner | Government of West Bengal |
Other designers | J.P. Parker |
ଶହୀଦ ମିନାର (ବଙ୍ଗଳା: শহীদ মিনার Shôhid Minar; English: Martyrs' Monument), formerly known as the Ochterlony Monument (ବଙ୍ଗଳା: অক্টারলোনি মনুমেন্ট),ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରେ ଅବସ୍ଥିତ ଏକ ପ୍ରାଚୀନ ମିନାର । ଏହାକୁ 1828 ମସିହାରେ ବ୍ରିଟିଶମାନଙ୍କ ପୂର୍ବ ଭାରତ କମ୍ପାନୀର କମାଣ୍ଡର ମଯର ଜଣେେରାଲ ସାର ଡାଭିଡ ଅଚେଟର୍ଲୋନୀଙ୍କ ସ୍ମାରକୀ ଭାବେ ନିର୍ମାଣ କରାଯାଇଥିଲା । 1804ରେ ତାଙ୍କଦ୍ୱାରା ମରାଠା ସୈନ୍ୟ ମାନଙ୍କ ଉପରେ ବିଜୟ ପାଇଁ ଓ ଗୁରଖା ମାନଙ୍କ ଉପରେ କମ୍ପାନୀର ବିଜୟ ପାଇଁ ଏହା ସ୍ମୃତି ହିସାବରେ ନିର୍ମିତ ହେଇଥିଲା । ଏହା ସର୍ବସାଧାରଣଙ୍କ ଅର୍ଥରେ ଜେ.ପି.ପାର୍କରଙ୍କ ନକ୍ସା ଅନୁସାରେ ନିର୍ମିତ ହେଇଥିଲା । [୧]
ସ୍ୱାଧୀନତା ପରେ 1969 ଅଗଷ୍ଟ ମାସରେ ତତ୍କାଳୀନ ସରକାରଙ୍କଦ୍ୱାରା ପୁନଃ ନାମକରଣ କରାଯାଇ ଏହାକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବ୍ୟକ୍ତି ମାନଙ୍କ ସମ୍ମାନରେ "ଶହୀଦ ମିନାର " ଭାବରେ ଲିପିବଦ୍ଧ ହେଲା । ଏହି ଅଞ୍ଚଳର ମଧ୍ୟ ଉନ୍ନୟନ କରି ତାହାକୁ ପର୍ଯ୍ୟଟକ ସ୍ଥଳୀ କରାଗଲା । ମିନାର ଉପରକୁ ମଧ୍ୟ ଯିବାକୁ ଅନୁମତି ଦିଆଗଲା । [୧][୨][୩]
Features
[ସମ୍ପାଦନା]ପ୍ରସିଦ୍ଧ ଲେଖକ ମାର୍କ ଟ୍ୱେଇନ ଶହୀଦ ମିନାରକୁ ଏକ " ଆକାଶଚୁମ୍ବୀ ସ୍ଥାମ୍ଭ " ଭାବରେ ବର୍ଣ୍ଣନା କରିଥିଲେ । ଏହି ମିନାର 157 ଫୁଟ ଉତ୍ଛ ଏବଂ ଏହା କେନ୍ଦ୍ର କଲିକତାର ଏସପ୍ଲାନେଡଠାରେ କଲିକତା ମଇଦାନ ସାମନାରେ ରହିଛି । ଏହାର ମୂଳଦୁଆ ଇଜିପଟ [୪]ର ପ୍ରାଚୀନ ନିର୍ମାଣ ଶୈଳୀରେ ରହିଛି । ମଧ୍ୟ ଭାଗ ସିରିୟା ସ୍ଥାପତ୍ୟ କଳା ଓ ଉର୍ଦ୍ଧ ଭାଗ ତୁର୍କୀର ସ୍ଥାପତ୍ୟ ଶୈଳୀରେ ଗମ୍ବୁଜପରି [୪]ରହିଛି ।ଏହାର ଗୋଳାକୃତ ସୋପାନରେ 223 ଟି[୧][୩][୪] ସୋପାନ ରହିଛି । ଭୂତଳ ସମତଳରୁ ସମୁଦାୟ 218 ଟି[୪][୫] ସୋପାନ ରହିଛି ।
ଶହୀଦ ମିନାର ମଇଦାନ
[ସମ୍ପାଦନା]ମିନାର ସନ୍ନିକଟର ବିରାଟ ପଡିଆକୁ ଶହୀଦ ମିନାର ମଇଦାନ କୁହା ଯାଏ । ଏଠାରେ ବହୁ ପୁରାତନ କାଳରୁ ରାଜନୈତିକ ସଭା ଓ ଯାତ୍ରା ମାନ ହାଉଥିଲା ।ଏକ ଏଇତିହାସିକ ସଭାରେ ରବୀନ୍ଦ୍ର4ଅନାଥ ଠାକୁର ସଭାପତିତ୍ୱ କରିଥିଲେ । 1931 ମସିହାର ସେହି ସଭାରେ ବ୍ରିଟିଶମାନେ ଜଣେ ଯୁବକଙ୍କୁ ହାଜଳିଠାରେ ହତ୍ୟା କରିବା ଘଟନାର ନିନ୍ଦା କରାଯାଇଥିଲା । ଶହୀଦ ମିନାର ନିକଟରେ କଲିକତାର କେନ୍ଦ5ଋଯ ବସ ଟର୍ମିନସ ରହିଛି । .[୧]
ଜନସାଧାରଣଙ୍କ ବ୍ୟବହାର
[ସମ୍ପାଦନା]1997ପରେ ମିନାର ଉପରକୁ ଚଢିବାକୁ ହେଲେ ପୋଲିସ ବିଭାଗର ଅନୁମତି ଦରକାର । ଲାବଗ ଥାନାରେ ପରିଚୟ ପାତ୍ର ସହ ଆବେଦନ କାଲେ ଅନୁମତି ମିଳିଥାଏ । ମିନାର ଉପରୁ କଲିକତା ସହରର ଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ଦେଖାଯାଏ । .[୪]
ଗ୍ୟାଲେରି
[ସମ୍ପାଦନା]-
Shaheed Minar Maidan
-
The copula of Shaheed Minar (Before Renovation).
-
The plaque embedded in the wall of the monument, which reads that it was dedicated to the memory of the martyrs of the Indian freedom movement on August 9, 1969.
-
A crowd assembled at the foot of the Ochterlony Monument in Kolkata, to attend a meeting of the Muslim League on the Direct Action Day (16 August 1946).
-
Ochterlony Monument, c. 1905
-
"View of the Esplanade, Calcutta, taken from the foot of the Ochterlony Monument, from a drawing by Major T. J Ryves," from the Illustrated London News, 1859.
</right>
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Heritage Tour: Shaheed Minar Archived 10 March 2007 at the Wayback Machine. at WebCite (archived 15 June 2011)
- ↑ Renovation of the minar proposed on 5 September 2011 by INTACH, who took it from the Indian Express
- ↑ ୩.୦ ୩.୧ Kolkata.org: Shaheed Minar at WebCite (archived 15 June 2011)
- ↑ ୪.୦ ୪.୧ ୪.୨ ୪.୩ ୪.୪ "The London Eye of Calcutta".
- ↑ The Shahid Minar in Kolkata