ଲିଓନେଲ୍ ମେସି

ଉଇକିପିଡ଼ିଆ‌ରୁ
ଲିଓନେଲ୍ ମେସି
Messi with Barcelona during the UEFA Super Cup in August 2015
Personal information
Full name Lionel Andrés Messi[note ୧]
Date of birth (1987-06-24) ୨୪ ଜୁନ ୧୯୮୭ (ବୟସ ୩୬)
Place of birth Rosario, Argentina
Height ୧.୭୦ m (୫ ft 7 in)[୧]
Playing position Forward
Club information
Current team
Barcelona
Number 10
Youth career
1994–2000 Newell's Old Boys
2001–2004 Barcelona
Senior career*
Years Team Apps (Gls)
2003–2004 Barcelona C 10 (5)
2004–2005 Barcelona B 22 (6)
2004– Barcelona 351 (314)
National team
2004–2005 Argentina U20 18 (14)
2008 Argentina U23 5 (2)
2005– Argentina 114 (56)
Honours
Competitor for  Argentina
South American U-20 Championship
Third place 2005 Colombia
FIFA U-20 World Cup
Winner 2005 Netherlands
Copa América
Runner-up 2007 Venezuela
Runner-up 2015 Chile
Runner-up 2016 United States
Olympic Games
Gold 2008 Beijing
FIFA World Cup
Runner-up 2014 Brazil

* Senior club appearances and goals counted for the domestic league only and correct as of 13 September 2016.

‡ National team caps and goals correct as of 1 September 2016

ଲିଓନେଲ୍ ମେସି ଆର୍ଜେଣ୍ଟିନାର ବିଶ୍ୱପ୍ରସିଦ୍ଧ ପେଶାଦାର୍ ଫୁଟବଲ୍ ତାରକା ।ସେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ୍ ଦଳ ଓ ସ୍ପାନିସ୍ ଲା ଲିଗା ଦଳ ବାର୍ସୀଲୋନାରୁ ଖେଳନ୍ତି। ଅନେକ ମେସିଙ୍କୁ ବିଶ୍ୱର ଜଣେ ଭଲ ଫୁଟବଲ୍ ଖେଳାଳୀର ମାନ୍ୟତା ଦିଅନ୍ତି ।ସେ ବିଶ୍ୱର ଏକମାତ୍ର ଖେଳାଳୀ ଭାବେ ୫ଟି ବାଲାନ୍ ଡି ଓର୍ ପୁରସ୍କାର ପାଇଛନ୍ତି ।ସେ ୩ଟି ଇଉରୋପିଆନ୍ ସୁନା ବୁଟ୍ ଜିତିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମେସି ୨୪ ଜୁନ୍ ୧୯୮୭ରେ ରୋସରିଓ ସଂତ୍ତା ଫେରେ ଜନ୍ମଗ୍ରହଣ କରିଥିଲେ ।ସେ ନିଉଏଲ୍ ଓଲଡ଼ ବୟଜରେ ସେ ୬ ବର୍ଷରେ ଯୋଗଦାନ କରିଥିଲେ ।ସେଠାରେ ସେ ୬ ବର୍ଷ ମଧ୍ୟରେ ୫୦୦ରୁ ଅଧିକ ଗୋଲ୍ କରିଥିଲେ ।ମାତ୍ର ୧୦ ବର୍ଷ ବୟସରେ ସେ ଗ୍ରୋଥ୍ ହରମୋନ୍ ଅଭାବର ଶିକାର ହୋଇଥିଲେ ।ନିଉଏଲ୍ ଓଲଡ଼ ବୟଜ ମେସିଙ୍କ ରୋଗର ଉପଚାରରେ ଆର୍ଥିକ ସହାୟତା କରିଥିଲେ ।ରିଭର ପ୍ଲେଟ୍ ମେସିଙ୍କୁ ନିଜ ଦଳରେ ମିସେଇବାକୁ ପ୍ରୟାସ କରିଥିଲା ମାତ୍ର ସେ ମେସିଙ୍କ ରୋଗର ଉପଚାରରେ ଅର୍ଥିକ ସହାୟତା କରିପାରିନଥିଲେ କାରଣ ସେତେବେଳେ ରିଭର ପ୍ଲେଟ୍ ଘୋର୍ ଅର୍ଥିକ ଦୁରାବସ୍ତା ଦେଇ ଗତି କରୁଥିଲା । ଯେହେତୁ ମେସିଙ୍କ ସମ୍ପର୍କିୟ କାଟଲୋନିଆନ୍ ଥିଲେ ସେ ମେସିଙ୍କ ବାର୍ସୀଲୋନାରେ ଯୋଗଦେବା ହେତୁ ପରୀକ୍ଷାର ଆୟୋଜନ କରିଥିଲେ।ଓ ମେସିଙ୍କୁ ଗୋଟେ ନାପ୍କିନ୍ରେ ଚୁକ୍ତିପତ୍ର ଦିଆଯାଇଥିଲା ଗୋଟିଏ ବର୍ଷ ବାର୍ସୀଲୋନାର ଯୁବ ଏକାଡେମୀ ଲା ମାସିଆରେ କାଟିବା ପରେ ମେସି ରୟାଲ୍ ସ୍ପାନିଶ୍ ଫୁଟବଲ୍ ଫେଡେରେସନ୍ରେ ଭର୍ତୀ ହୋଇଥିଲେ ।ସେଠାରେ ଖେଳିଲା ବେଳେ ସେ ସେକ୍ ଫାବରେଗାସ୍ ଓ ଗେରାଡ଼ ପିକୁ ସହ ବନ୍ଧୁତା କରିଥିଲେ। ନିଜର ଗ୍ରୋଥ୍ ହରମୋନ୍ ଉପଚାର ପରେ ମେସି ବାର୍ସୀଲୋନାର ଶ୍ରେଷ୍ଠ ଯୁବ ଦଳ ଶିଶୁ ସ୍ୱପ୍ନର ଦଳର ଅବିଛେଦ୍ୟ ଅଂଗ ପଲାଟିଥିଲେ।୨୦୦୨-୩ରେ ସେ ୩୬ ଗୋଲ୍ ସହ ଟପ ଗୋଲ୍ କରିଥିବା ଖେଳାଳୀ ହୋଇଥିଲେ । ସେ ସିଜିନ୍ ଶେଷରେ ମେସିକୁ ଇଂରାଜୀ କ୍ଲବ୍ ଅର୍ସେନାଲ୍ ତରଫରୁ ଖେଳିବାକୁ ସୁଯୋଗ୍ ଆସିଥିଲା କିନ୍ତୁ ଫାବ୍ରେଗାସ୍ ଓ ପିକୁ ଇଂଲଣ୍ଡ୍ କ୍ଲବ୍ ତରଫରୁ ଖେଳିବାକୁ ଯାଇଥିଲେ ମଧ୍ୟ ମେସି ବାର୍ସେଲୋନାରେ ରହିବାକୁ ନିଷ୍ପତି ନେଇଥିଲେ ।ଏବଂ ଏହା ମେସିଙ୍କ ଜୀବନର ଅନ୍ୟତମ ଯୁଗାନ୍ତକାରୀ ନିଷ୍ପତ୍ତି ଥିଲା ।

ସଫଳତା[ସମ୍ପାଦନା]

ମେସି 4ଟି ବାଲାନ ଡି ଓରର ବିଜେତା। ମେସିଙ୍କ ଅଧିନୟକତ୍ୱରେ ଆର୍ଜେନ୍ଟିନା କୋପା ଆମେରିକା କପ ଏବଂ ବିଶ୍ୱ କପର ଫାଇନାଲରେ ପ୍ରବେଶ କରି ପାରିଛି ।

  1. ୧.୦ ୧.୧ "Profile: Lionel Andrés Messi". FC Barcelona. Retrieved 8 September 2015.
  2. Balagué 2013, pp. 32–37.
  3. "2014 FIFA World Cup Brazil: List of Players" (PDF). FIFA. 10 June 2014. p. 2. Archived from the original (PDF) on 25 June 2014. Retrieved 8 September 2015.


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "note" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="note"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।