ଲାମ୍ମାଶିଙ୍ଗୀ ଶୈଳ ନିବାସ
ଦେଖଣା
ଲାମ୍ମାଶିଙ୍ଗୀ (Lammasingi) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶରେସ୍ଥିତ ଏକ କ୍ଷୁଦ୍ର ଗ୍ରାମ । ବିଶାଖାପାଟଣାର ଚିନ୍ତାପାଲି ମଣ୍ଡଳରେ ଥିବା ଏହି ଗ୍ରାମକୁ 'ଆନ୍ଧ୍ର ପ୍ରଦେଶର କାଶ୍ମୀର' କୁହାଯାଇଥାଏ । ସମୁଦ୍ର ପତ୍ତନଠାରୁ ୧୦୦୦ ମିଟର ଉତ୍ଚରେ ଥିବା ଏହି ସ୍ଥାନରେ ଡିସେମ୍ବର - ଜାନୁଆରୀରେ ତାପ ମାତ୍ରା ଶୂନ୍ୟ ଡିଗ୍ରୀ ପର୍ଯ୍ୟନ୍ତ ଯାଏ ଓ ଗ୍ରୀଷ୍ମ କାଳରେ ଖୁବ ଶୀତଳ ଥାଏ । ତେଣୁ ଏହା ଦକ୍ଷିଣ ଭାରତରେ ଏକ ଶୈଳ ନିବାସ ଭାବେ ବ୍ୟବହାର ହେଇ ଥାଏ ।[୧][୨]
ଯାତାୟତ ବ୍ୟବସ୍ଥା
[ସମ୍ପାଦନା]ଲାମ୍ମାଶିଙ୍ଗୀ ସଡକ ପଥଦ୍ୱାରା ସଂଯୁକ୍ତ । ଏହା ବିଶାଖାପାଟଣାଠାରୁ ୧୦୧ କିଲୋମିଟର ଦୁରବର୍ତୀ ଓ ଚିନ୍ତାପାଲିଠାରୁ ୧୯ କିଲୋମିଟର ଦୂର ।
ଗ୍ୟାଲେରି
[ସମ୍ପାଦନା]-
ଳମ୍ମାଶିଙ୍ଗୀକୁ ରାସ୍ତା i
-
ଳମ୍ମାଶିଙ୍ଗୀରେ ପ୍ରଭାତ ଦୃଶ୍ୟ
-
Morning in Lambasingi, Visakhapatnam, Andhra Pradesh
-
ଳମ୍ମାଶିଙ୍ଗୀକୁ ରାସ୍ତା i
-
The Beautiful Lambasingi, Visakhapatnam, Andhra Pradesh
ଆଧାର
[ସମ୍ପାଦନା]- ↑ "Lambasingi records 2º c". Deccan Chronicle. Visakhapatnam. 16 December 2013. Retrieved 26 November 2014.
{{cite news}}
: More than one of|accessdate=
and|access-date=
specified (help) - ↑ Ganguly, Nivedita (17 September 2014). "Lambasingi set to become tourist hotspot". The Hindu. Visakhapatnam. Retrieved 26 November 2014.
{{cite news}}
: More than one of|accessdate=
and|access-date=
specified (help)