ରୋହତାସଗଡ ଦୁର୍ଗ
Rohtas Fort | |
---|---|
Part of Bihar | |
Rohtas Bihar, India | |
Coordinates | 24.6233337,83.9155484 |
Type | Fort |
Site information | |
Controlled by | Government of Bihar |
Condition | Restored |
Site history | |
Built | 7th century |
Built by | King Harishchandra, Sher Shah Suri |
Materials | Granite Stones and lime mortar |
ରୋହତାସଗଡ ଦୁର୍ଗ ,ଭାରତୀୟ ରାଜ୍ୟ ବିହାରର ଏକ କ୍ଷୁଦ୍ର ସହର ରୋହତାସଠାରେ ଅବସ୍ଥିତ ଭାରତର ପ୍ରାଚୀନତମ ଦୁର୍ଗ । ପ୍ରାଚୀନ ସୋନ ପୁଅତ୍ୟାକାର ସଭ୍ୟତା , ସମବୃଦ୍ଧି ଓ ଶକ୍ତିର ପ୍ରତିଫଳନ ଏହି ଦୁର୍ଗର ସ୍ଥାପତ୍ୟରୁ ଜଣାପଡେ । ଏକଦା ଖୁବ ସୁଦୃଶ୍ୟ ଥିବା ଏହି ଦୁର୍ଗ ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଛି । ଏଠାରେ ନକ୍ସଲ ଉପଦ୍ରବ ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଏହା ଦୁର୍ଗମ ହେଇଯାଇଛି ।
thumb|250x250_ପିକସେଲ|ଦୁର୍ଗର ବିଶାଳ ଆକୃତି
ଅବସ୍ଥିତି
[ସମ୍ପାଦନା]ରୋହତସଗଦ ଦୁର୍ଗ ସୋନ ନଦୀର ଉପର ଅଞ୍ଚଳରେ , 24° 57′ N, 84° 2′Eଠାରେ ଅବସ୍ଥିତ । . ସେଆସାରମଠାରୁ ପଦରେ ଗଲେ 2 ଘଣ୍ଟାରେ ଦୁର୍ଗରେ ପହଞ୍ଚି ହୁଏ । ଦେହରି ଅଞ୍ଚଳରୁ ଏଠାକୁ ଭଲ ରାସ୍ତା ରହିଛି । ଏହି ଦୁର୍ଗ ସମୁଦ୍ରପତ୍ତାନଠାରୁ 1500 ଫୁଟ ଉପରେ ଅବସ୍ଥିତ । ଏହା ଉପରକୁ 2000 ଚୂନ ପ୍ରସ୍ତର ସୋପାନ ମଧ୍ୟ ରହିଛି , ଯାହା ସମ୍ଭବତ ହାତୀ ଯିବା ପାଇଁ ନିର୍ମିତ ହେଇଥିଲା । ଏହା ଦେଇ ଉପରକୁ ଗଲେ ଦୁର୍ଗର ପ୍ରାଚୀର ଯାଏ ପହଞ୍ଚି ହୁଏ । ଏଠାରୁ ପୁଣି 1 ମାଇଲ ଗଲେ ଦୁର୍ଗର ଭଗ୍ନ ଅଂଶରେ ପହଞ୍ଚି ହୁଏ ।
ଇତିହାସ
[ସମ୍ପାଦନା]1223 ମସିହାର ସିଲାଲେଖଦ୍ୱାରା ଜଣାଯାଏ ଏହା ଶ୍ରୀ ପ୍ରତାପ ନାମକ ଜଣଙ୍କ ଅଧୀନରେ ରହିଥିଲା । .[୧] ଲେଖା ଅନୁସାରେ ସେ " ଯବନ" ସେନାକୁ ପରାସ୍ତ କରିଥିଲେ । ସମ୍ଭବତ ଜବନ ମୁସଲମାନ ବଂଶଜ ଥିଲେ । ସେହି ପ୍ରକାର ସିଲାଲେଖ ଅନନ୍ୟ ସ୍ଥାନରେ ମଧ୍ୟ ଥିବାରୁ ଏଇତିହାସିକମାନେ ଶ୍ରୀ ପ୍ରତାପ ଖାରବେଳଙ୍କ ବଂଶଜ ଥିଲେ ବୋଲି ଅନୁମାନ କରନ୍ତି । ସେମାନେ ଯାପିଲା ଅଞ୍ଚଳକୁ ବଂଶଗତ ଭାବରେ ଶାସନ କରିଥିଲେ । ଏଇତିହାସିକ ରୋମା ନିୟୋଗୀଙ୍କ ମତରେ ଖାରବେଳମାନେ ଆଧୁନିକ ଖରୱାରଙ୍କ ପୂର୍ବଜ ।
1539 ମସିହାରେ ଏହି ଦୁର୍ଗ ଶେର ଶାହ ସୂରୀଙ୍କ ଅଧୀନକୁ ଯାଇଥିଲା ।
ଦର୍ଶନୀୟ ସ୍ଥଳୀ
[ସମ୍ପାଦନା]ହଥୀୟା ପୋଲ ଓ ହାତୀ ଗେଟ
[ସମ୍ପାଦନା]ଡାହାଣ|thumb|200x200_ପିକସେଲ|The Hathiya Pol
ଗଣେଶ ମନ୍ଦିର
[ସମ୍ପାଦନା]ବାଆଁ|thumb|200x200_ପିକସେଲ|The Ganesha Temple
ଝୁଲା ଭବନ
[ସମ୍ପାଦନା]ଡାହାଣ|thumb|200x200_ପିକସେଲ|The Hanging House
ରୋହତାସନ ମନ୍ଦିର ଓ ଦେବୀ ମନ୍ଦିର
[ସମ୍ପାଦନା]ବାଆଁ|thumb|200x200_ପିକସେଲ|The Devi Temple
ପୁନଶ୍ଚ ଦେଖଣା
[ସମ୍ପାଦନା]Sher Shah Suri Tomb
ଗ୍ୟାଲେରି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Roma Niyogi 1959, p. 118.