ରୀତା ଦତ୍ତ ଚକ୍ରବର୍ତ୍ତୀ
ଦେଖଣା
ରୀତା ଦତ୍ତ ଚକ୍ରବର୍ତ୍ତୀ | |
---|---|
ଜନ୍ମ | ରୀତା ଚକ୍ରବର୍ତ୍ତୀ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ରୀତା ଦତ୍ତ ଚକ୍ରବର୍ତ୍ତୀ ବଙ୍ଗଳ କଥାଚିତ୍ର ଓ ଦୂରଦର୍ଶନ ଜଗତରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ କ୍ରାନ୍ତିକାଲ, ଆଲୋ ଭଳି କଥାଚିତ୍ରରେ କାମ କରିଛନ୍ତି ।[୧] ସେ ଷ୍ଟାର୍ ଜଲ୍ସାରେ ପ୍ରସାରିତ ଧାରାବାହିକ ମାଆରେ ଆରତୀ ଭୂମିକାରେ ଅଭିନୟ କରିଥିଲେ ।[୨][୩] ସେ ମଧ୍ୟ ଜଣେ ବଙ୍ଗଳା-ଭାଷୀ ଉପସ୍ଥାପିକା ।[୪][୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ନିର୍ଦ୍ଦେଶକ | ଚରିତ୍ର |
---|---|---|---|
୧୯୯୪ | ଶିଳ୍ପୀ | ନବ୍ୟେନ୍ଦୁ ଚାଟାର୍ଜୀ | |
୨୦୦୨ | ମିଷ୍ଟର୍ ଆଣ୍ଡ୍ ମିଷ୍ଟ୍ରେସ୍ ଅୟର୍ | ଅପର୍ଣ୍ଣା ସେନ | |
୨୦୦୩ | ଆଲୋ | ତରୁଣ ମଜୁମଦାର | |
ପରମ୍ପରା[୬] | |||
୨୦୦୫ | କ୍ରାନ୍ତିକାଲ | ଶେଖର ଦାସ | |
୨୦୦୯ | ହାଉସ୍ଫୁଲ୍ | ବାପ୍ପାଦିତ୍ୟ ବନ୍ଦୋପାଧ୍ୟାୟ | |
୨୦୧୪ | ହାଇୱେ[୭] | ସୁଦିପ୍ତ ଚଟୋପାଧ୍ୟାୟ |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଚ୍ୟାନେଲ୍ | ଚରିତ୍ର |
---|---|---|---|
୨୦୦୦–୨୦୦୫ | ଏକ ଆକାଶେର ନିଚେ | ଜୀ ବାଂଲା | ରାଜ୍ |
୨୦୦୫– ୨୦୦୭ | ଏକଦିନ ପ୍ରତିଦିନ | ||
୨୦୦୮– ୨୦୧୦ | ଦୁର୍ଗା | ଷ୍ଟାର୍ ଜଲ୍ସା | ମାୟା ମାଆ |
୨୦୦୯– ୨୦୧୧ | ଶୋଲୋ ଅନା | କଲର୍ସ ବାଂଲା | |
୨୦୦୯– ୨୦୧୧ | ବୋଉ କଥା କାଉ | ଷ୍ଟାର୍ ଜଲ୍ସା | ନିଖିଲଙ୍କ ଆଣ୍ଟି |
୨୦୧୨– ୨୦୧୩ | ଭାଷା | ରେଶ୍ମି ଲହରୀ | |
୨୦୧୧– ୨୦୧୩ | କେୟା ପତର ନୌକୋ | ଜୀ ବାଂଲା | ସୋନାଙ୍କ ଆଣ୍ଟି |
୨୦୦୯–୨୦୧୪ | ମାଆ... ତୋମାୟ ଚାରା ଘୁମ ଅଶେନା ହିୟାର ମଝେ | ଷ୍ଟାର୍ ଜଲ୍ସା | ଆରତୀ |
୨୦୧୩– ୨୦୧୪ | ହିୟାର ମଝେ | ଇଟିଭି ବାଂଲା | ଭ୍ରମୋରର ସାବତ ମାଆ |
କଚେ ଆୟେ ଶୋଇ | ଜୀ ବାଂଲା | ମୋନି ମାଆ | |
୨୦୧୪– ୨୦୧୫ | ତୁମି ରୋବେ ନିରୋବେ | ଲୀଲା | |
୨୦୧୩– ୨୦୧୫ | ଜୋଲ ନୁପୁର | ଷ୍ଟାର୍ ଜଲ୍ସା | ନନ୍ଦିନୀ |
୨୦୧୪– ୨୦୧୫ | ଗୌରିଦାନ | କଲର୍ସ ବାଂଲା | ମାହାମାୟା; ବିଷୁଙ୍କ ଜେଜିମା |
୨୦୧୫ | ବୋଝେନା ସେ ବୋଝେନା | ଷ୍ଟାର୍ ଜଲ୍ସା | ବାଇ ସା |
୨୦୧୫–୨୦୧୬ | ପୁନ୍ୟି ପୁକୁର | ବସୁମତି | |
୨୦୧୬–୨୦୧୭ | ଏଇ ଛେଲେଟା ଭେଲଭେଲେତା | ଜୀ ବାଂଲା | ଶଲୁକଙ୍କ ମାଇଁ |
୨୦୧୬ | ଗୋୟେନ୍ଦା ଗିନ୍ନି | ବିଜୟ ସେନ | |
୨୦୧୬–୨୦୧୭ | ଇଚ୍ଛେନଦୀ | ଷ୍ଟାର୍ ଜଲ୍ସା | କୁର୍ଚି |
୨୦୧୬–୨୦୧୮ | କୁସୁମ ଦୋଲା | ରାଧାରାଣୀ | |
୨୦୧୬–୨୦୧୭ | ଅଗ୍ନିଜାଲ | ରାଜମାତା ବେଦାନ୍ତିକା | |
୨୦୧୭–୨୦୧୮ | ଅନ୍ଦର୍ମହଲ | ଜୀ ବାଂଲା | କମଳିନୀ ବୋଷ |
୨୦୧୭ | ଗଚକୌତୋ | କଲର୍ସ ବାଂଲା | ଋତୁ |
୨୦୧୮ | ଅମଲୋକି | ଜୀ ବାଂଲା | ସୁଦୋକ୍ଷିଣା ଗୁହଥାକୁର୍ତା |
୨୦୧୮–୨୦୧୯ | ମୟୁରପଂକ୍ଷୀ | ଷ୍ଟାର୍ ଜଲ୍ସା | ମାମୋନି |
୨୦୧୮ | କରୁଣାମୟୀ ରାଣୀ ରଷ୍ମୋନୀ | ଜୀ ବାଂଲା | କପାଳିକା |
୨୦୧୯ | ଜୟ କାଳୀ କଲକତାୱାଲି | ଷ୍ଟାର୍ ଜଲ୍ସା | କମଳାଙ୍କ ଶାଶୁ |
୨୦୧୯ | ଆୟ ଖୁକୁ ଆୟ | ସନ୍ ବାଂଲା | ରାଣୀଙ୍କ ଶାଶୁ |
୨୦୧୯–୨୦୨୨ | ମୋହୋର | ଷ୍ଟାର୍ ଜଲ୍ସା | ବସୁମତି ବସୁ |
୨୦୨୦– ୨୦୨୧ | କୋରା ପଖି | ମୃଣାଳିନୀ ସେନ/ଗୁଲୁ | |
୨୦୨୧ | ଦେଶର ମାଟି | ଶୁଭଲକ୍ଷ୍ମୀ/ବୋଉରାଣୀ | |
୨୦୨୧–୨୦୨୨ | ଧୂଲୋକୋନା | ସୁପ୍ରିୟା ଚାଟାର୍ଜୀ | |
୨୦୨୨ | ଉରୋନ ଟୁବ୍ରି | ଜୀ ବାଂଲା | ଅଞ୍ଜଳି ବୋଷ |
ଆମାର ସୋନା ଚନ୍ଦେର କୋନା[୮] | ସନ୍ ବାଂଲା | ସୋମରାଜଙ୍କ ମାଆ | |
୨୦୨୩ | ବାଲିଝୋର | ଷ୍ଟାର୍ ଜଲ୍ସା | ସ୍ରୋତଙ୍କ ମାଆ |
୨୦୨୩–୨୦୨୪ | କାର କଛେ କୋଇ ମୋନେର କୋଥା | ଜୀ ବାଂଲା | ପୁତୁଲ, ପରାଗ ଓ ପଲାଶଙ୍କ ମାଆ |
ଆଧାର
[ସମ୍ପାଦନା]- ↑ "Rita Dutta Chakraborty". The Times of India. Retrieved 1 July 2012.
- ↑ "Maa Star Jalsa Serial Title Song, Cast, Songs". Bhalobasa.in. Archived from the original on 22 October 2014. Retrieved 1 July 2012.
- ↑ "Star Jalsha Maa". Archived from the original on 15 June 2012. Retrieved 1 July 2012.
- ↑ "Aagomoni rocks it". Telegraph Calcutta. Calcutta, India. 29 September 2011. Archived from the original on 4 March 2016. Retrieved 1 July 2012.
- ↑ "Musical extravaganza". Telegraph Calcutta. Calcutta, India. 23 September 2011. Archived from the original on 4 March 2016. Retrieved 1 July 2012.
- ↑ "Parampar 2003 Bengali Movie". Archived from the original on 20 January 2013. Retrieved 1 July 2012.
- ↑ "Highway (Bengali) / Bad jigsaw puzzle". The Indian Express (in ଇଂରାଜୀ). 22 August 2014.
- ↑ "Actress Rita Dutta Chakraborty to play a pivotal role in 'Amar Sona Chander Kona'". The Times of India (in ଇଂରାଜୀ). Retrieved 2022-03-27.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୀତା ଦତ୍ତ ଚକ୍ରବର୍ତ୍ତୀ