ମିଶେଲ ଓବାମା

ଉଇକିପିଡ଼ିଆ‌ରୁ
Michelle Obama
First Lady of the United States
In role
January 20, 2009 – January 20, 2017
ରାଷ୍ଟ୍ରପତିBarack Obama
ପୂର୍ବ ଅଧିକାରୀLaura Bush
ପର ଅଧିକାରୀMelania Trump
ବ୍ୟକ୍ତିଗତ ସବିଶେଷ
ଜନ୍ମ
Michelle LaVaughn Robinson

(1964-01-17) ୧୭ ଜାନୁଆରୀ ୧୯୬୪ (ବୟସ ୬୦)
Chicago, Illinois, U.S.
ରାଜନୀତିକ ଦଳDemocratic
ଜୀବନ ସାଥୀ
(m. ୧୯୯୨)
ସନ୍ତାନ
ବାପା/ବୋଉFraser Robinson III
Marian Shields
ସମ୍ପର୍କୀୟCraig Robinson (brother)
ଶିକ୍ଷାPrinceton University (BA)
Harvard University (JD)
ସନ୍ତକ

ମିଶେଲ ଲାଭୌଗ୍ନ ରବିନ୍ସନ ଓବାମା (ଜନ୍ମ ଜାନୁୟାରୀ ୧୭,୧୯୬୪) ହେଉଛନ୍ତି ଜଣେ ଆମେରିକୀୟ ଆଇନଜୀବୀ, ଜଣେ ଲେଖିକା,ଓ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ପ୍ରଥମ ମହିଳା। ସେ ଆମେରିକାର ୪୪ତମ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବିବାହ କରିଥିଲେ,ଓ ସେ ପ୍ରଥମ ଆଫ୍ରିକୀୟ ଆମେରିକୀୟ 'ପ୍ରଥମ ମହିଳା' ଅଟନ୍ତି। ସେ ଚିକାଗୋ ଇଲନୋଇସର ଦକ୍ଷିଣ ଭାଗରେ ବଢ଼ିଥିଲେ।ଓବାମା ହାୱାର୍ଡ ଅଇଁ ବିଦ୍ୟାଳୟ ପରେ 'ପ୍ରିନଷ୍ଟନ୍ ମହାବିଦ୍ୟାଳୟ'ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ସେ ତାଙ୍କ ବାକି ଆଇନ ଗତ ଜୀବନ ସିଡିଲେ ଅଷ୍ଟିନରେ କାମ କରି ବିତେଇଥିଲେ।ସେଠି ସେ ତାଙ୍କ ସ୍ୱାମୀଙ୍କୁ ପ୍ରଥମ ଥର ପାଇଁ ଭେଟ ହୋଇଥିଲେ। ସେହି ସମୟ ମଧ୍ୟରେ ସେ ୟୁନିଭର୍ସିଟି ଅଫ ଚିକାଗୋରେ ଛାତ୍ର ସଂସଦର ପ୍ରଧାନ ରୂପେ ଦାୟିତ୍ୱ ତୁଲାଇଥିଲେ।ଏହା ସହ ସେ ସେହି ୟୁନିଭର୍ସିଟିର ମେଡିକାଲ ବିଭାଗର ବୈଦେଶିକ ବ୍ୟାପାର ସଙ୍ଘର ଉପ ସଭାପତି ଥିଲେ।

ପରିବାର ଓ ପାଠପଢ଼ା[ସମ୍ପାଦନା]

ବାଲ୍ୟଜୀବନ ଏବଂ ପୂର୍ବପୁରୁଷଙ୍କ କଥା ମିଶେଲ ଲାଭୌଗ୍ନ ରବିନ୍ସନ ଜାନୁୟାରୀ 17,୧୯୬୪ରେ ଚିକାଗୋସ୍ଥିତ ଇଲନୋଇସରେ ଜନ୍ମ ହୋଇଥିଲେ।ତାଙ୍କ ପିତା ଫ୍ରାଷର୍ ରବିନ୍ସନ ଜଣେ ଜଳଯୋଗାଣ ପ୍ଲାଣ୍ଟରେ କର୍ମଚାରି,ଓ ଜଣେ ଗଣତାନ୍ତ୍ରିକ ପରିବେଷ୍ଟିତ ଅଧିନାୟକ ଥିଲେ।ତାଙ୍କ ମା ମରିଆନ ଶିଲ୍ଡ୍ସ ରବିନ୍ସନ Spiegel's catalog storeର ସମ୍ପାଦକ ଥିଲେ।

ପାଠପଢ଼ା ଓ ପ୍ରାତଃକାଳୀନ ବୃତ୍ତି


ପାରି ବାରିକ ଜୀବନ


ଧର୍ମ

ବୃତ୍ତି[ସମ୍ପାଦନା]

ବରାକ ଓବାମା ରାଜନୀତିକ ଅଭିଯାନ[ସମ୍ପାଦନା]

ପ୍ରାତଃକାଳୀନ ଅଭିଯାନ୨୦୦୮ ଅଭିଯାନ