"ସୈରାଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"{{Infobox film | name = ସୈରାଟ | image = | caption = | director = ନାଗର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧୮ କ ଧାଡ଼ି: ୧୮ କ ଧାଡ଼ି:
| gross = {{INR}}110 crore<ref name="made">{{Cite news |url=https://www.financialexpress.com/entertainment/made-in-marathi/1141162/ |title=Made in Marathi |last=Verma |first=Smitha |date=22 April 2018 |work=The Financial Express |access-date=25 July 2018 |archive-url=https://web.archive.org/web/20180422020638/https://www.financialexpress.com/entertainment/made-in-marathi/1141162/ |archive-date=22 April 2018 |url-status=live}}</ref>
| gross = {{INR}}110 crore<ref name="made">{{Cite news |url=https://www.financialexpress.com/entertainment/made-in-marathi/1141162/ |title=Made in Marathi |last=Verma |first=Smitha |date=22 April 2018 |work=The Financial Express |access-date=25 July 2018 |archive-url=https://web.archive.org/web/20180422020638/https://www.financialexpress.com/entertainment/made-in-marathi/1141162/ |archive-date=22 April 2018 |url-status=live}}</ref>
}}
}}

'''ସୈରାଟ''' ନାଗରାଜ ମଞ୍ଜୁଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏସେଲ ଭିଜନ ପ୍ରଡକ୍ସନ ଓ ଜୀ ଷ୍ଟୁଡିଓ ସହିତ ନିଜର ବ୍ୟାନର ଏଆଟପଟ ପ୍ରଡକ୍ସନ ଅନୁଶାରେ ନିର୍ମିତ ୨୦୧୬ ମସିହାର ଭାରତୀୟ ମରାଠୀ ଭାଷାର ଏକ ରୋମାଞ୍ଚକ ଫିଲ୍ମ ଅଟେ । ରିଙ୍କୁ ରାଜଗୁରୁ ଓ ଆକାଶ ଠୋସର, ନିଜ ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ମୁଖ୍ୟତଃ ଦୁଇ ଯୁବକ-ଯୁବତୀଙ୍କ କାହାଣୀ ଅଟେ; ଯିଏ ଭିନ୍ନ-ଭିନ୍ନ ଜାତୀର ଅଟନ୍ତି, ଦୁହେଁ ଦୁହିଁଙ୍କ ଭଲ ପାଇବାରେ ପଡିଯାନ୍ତି ଯାହାଦ୍ୱାରା ସେମାନଙ୍କ ପରିବାର ମଧ୍ୟରେ ସଂଘର୍ଷ ଶୃଷ୍ଟି ହୋଇଯାଏ ।

ସୈରାଟର ପ୍ରିମୀୟର ୬୬ତମ ବର୍ଲୀନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିବାଲରେ ହୋଇଥିଲା, ଯେଉଁଠାରେ ଏହାକୁ ସାମାଜିକ ସ୍ତରରେ ଅଭିନନ୍ଦନ ମିଳିଥିଲା । ଏହାକୁ ୨୯ ଏପ୍ତିଲ ୨୦୧୬ ମସିହାରେ ମହାରାଷ୍ଟ୍ର ଓ [[ଭାରତ]]ର ବହୁ ସ୍ଥାନରେ ରିଲିଜ କରା ଯାଇଥିଲା । ଏହି ଫିଲ୍ମକୁ ଆଲୋଚକ ମାନଙ୍କ ଠାରୁ ସକରାତ୍ମକ ସମୀକ୍ଷା ମିଳିଥିଲା ଏବଂ ବକ୍ସ ଅଫିସରେ ସଫଳତା ଲାଭ କରିଥିଲା । ଏହା ସବୁଠାରୁ ଅଧିକ ସଫଳତା କମେଇଥିବା ମରାଠୀ ଫିଲ୍ମ ହୋଇଗଲା । ରାଜଗୁରୁଙ୍କୁ ୬୩ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମାଧ୍ୟମରେ ବିଶେଷ ଉଲ୍ଲେଖ ପ୍ରାପ୍ତ ହୋଇଥିଲା । ସୈରାଟକୁ ୨୦୧୭ ମସିହାର '''ଫିଲ୍ମ ଫେୟାର ମରାଠୀ ପୁରସ୍କାର''' ରେ ୧୧ଟି ପୁରସ୍କାର ମିଳିଥିଲା । ଏହି ପୁରସ୍କାର ମଧ୍ୟରେ ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ (ମଞ୍ଜୁଲେ), ସର୍ବଶ୍ରେଷ୍ଠ ଅଭିନେତ୍ରୀ (ରାଜଗୁରୁ) ଓ ସର୍ବଶ୍ରେଷ୍ଠ ସଙ୍ଗୀତ ଆଲବମ ସାମିଲ ରହିଛି । ରାଜଗୁରୁ ଓ ଥୋସର, ବେଷ୍ଟ ଡେବ୍ୟୁ ମହିଳା ଓ ପୁରୁଷ ବର୍ଗରେ ପୁରସ୍କୃତ ହୋଇଥିଲେ । ଏହି ଫିଲ୍ମକୁ ବହୁ ଭାଷାରେ ରୀମେକ କର୍ୟାଇଥିଲା: ହିନ୍ଦୀରେ "ଧଡକ (୨୦୧୮)", ବଙ୍ଗାଳୀରେ "ନୂର ଜାହାଁ (୨୦୧୮)", କନ୍ନଡ ରେ "ମନସୁ ମଲ୍ଲୀଗ (୨୦୧୭)", ଓଡିଆ ରେ "ଲେଲା ଓ ଲେଲା (୨୦୧୭)" ଓ ପଞ୍ଜାବୀ ରେ "ଚନ୍ନା ମେରେୟା (୨୦୧୭)" ।

==ଧ୍ୱନୀ==

୧୧:୪୭, ୨୧ ନଭେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ସୈରାଟ
ନିର୍ଦ୍ଦେଶକନାଗରାଜ ମଞ୍ଜୁଲେ
ପ୍ରଯୋଜକନିତ୍ତିନ କେନି
ନିଥିଲ ସାନେ
ନାଗରାଜ ମଞ୍ଜୁଲେ
କାହାଣୀନାଗରାଜ ମଞ୍ଜୁଲେ
କଳାକାରରିଙ୍କୁ ରାଜଗୁରୁ
ଆକାଶ ଥୋସାର
ସଙ୍ଗୀତଅଜୟ-ଅତୁଲ
ଚିତ୍ରଗ୍ରହଣସୁଧାକର ରେଡ୍ଡୀ ୟାକ୍କାନ୍ତି
ସମ୍ପାଦକକୁତୁବ ଇନାମଦାର
Production
company
ଇସେଲ ଭିଜନ ପ୍ରଡକ୍ସନ
ଆଟପଟ ପ୍ରଡକ୍ସନ
ଜୀ ଷ୍ଟୁଡିଓ
ମୁକ୍ତିଲାଭ ତାରିଖ
2016
କଥାଚିତ୍ରର ସମୟ
174 ମିନିଟ
ଦେଶଭାରତ
ଭାଷାମରାଠୀ
ଖର୍ଚ୍ଚIndian Rupee ₹ 4 crore[୧]
ମୋଟ ଆୟIndian Rupee ₹110 crore[୨]

ସୈରାଟ ନାଗରାଜ ମଞ୍ଜୁଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏସେଲ ଭିଜନ ପ୍ରଡକ୍ସନ ଓ ଜୀ ଷ୍ଟୁଡିଓ ସହିତ ନିଜର ବ୍ୟାନର ଏଆଟପଟ ପ୍ରଡକ୍ସନ ଅନୁଶାରେ ନିର୍ମିତ ୨୦୧୬ ମସିହାର ଭାରତୀୟ ମରାଠୀ ଭାଷାର ଏକ ରୋମାଞ୍ଚକ ଫିଲ୍ମ ଅଟେ । ରିଙ୍କୁ ରାଜଗୁରୁ ଓ ଆକାଶ ଠୋସର, ନିଜ ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ମୁଖ୍ୟତଃ ଦୁଇ ଯୁବକ-ଯୁବତୀଙ୍କ କାହାଣୀ ଅଟେ; ଯିଏ ଭିନ୍ନ-ଭିନ୍ନ ଜାତୀର ଅଟନ୍ତି, ଦୁହେଁ ଦୁହିଁଙ୍କ ଭଲ ପାଇବାରେ ପଡିଯାନ୍ତି ଯାହାଦ୍ୱାରା ସେମାନଙ୍କ ପରିବାର ମଧ୍ୟରେ ସଂଘର୍ଷ ଶୃଷ୍ଟି ହୋଇଯାଏ ।

ସୈରାଟର ପ୍ରିମୀୟର ୬୬ତମ ବର୍ଲୀନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିବାଲରେ ହୋଇଥିଲା, ଯେଉଁଠାରେ ଏହାକୁ ସାମାଜିକ ସ୍ତରରେ ଅଭିନନ୍ଦନ ମିଳିଥିଲା । ଏହାକୁ ୨୯ ଏପ୍ତିଲ ୨୦୧୬ ମସିହାରେ ମହାରାଷ୍ଟ୍ର ଓ ଭାରତର ବହୁ ସ୍ଥାନରେ ରିଲିଜ କରା ଯାଇଥିଲା । ଏହି ଫିଲ୍ମକୁ ଆଲୋଚକ ମାନଙ୍କ ଠାରୁ ସକରାତ୍ମକ ସମୀକ୍ଷା ମିଳିଥିଲା ଏବଂ ବକ୍ସ ଅଫିସରେ ସଫଳତା ଲାଭ କରିଥିଲା । ଏହା ସବୁଠାରୁ ଅଧିକ ସଫଳତା କମେଇଥିବା ମରାଠୀ ଫିଲ୍ମ ହୋଇଗଲା । ରାଜଗୁରୁଙ୍କୁ ୬୩ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମାଧ୍ୟମରେ ବିଶେଷ ଉଲ୍ଲେଖ ପ୍ରାପ୍ତ ହୋଇଥିଲା । ସୈରାଟକୁ ୨୦୧୭ ମସିହାର ଫିଲ୍ମ ଫେୟାର ମରାଠୀ ପୁରସ୍କାର ରେ ୧୧ଟି ପୁରସ୍କାର ମିଳିଥିଲା । ଏହି ପୁରସ୍କାର ମଧ୍ୟରେ ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ (ମଞ୍ଜୁଲେ), ସର୍ବଶ୍ରେଷ୍ଠ ଅଭିନେତ୍ରୀ (ରାଜଗୁରୁ) ଓ ସର୍ବଶ୍ରେଷ୍ଠ ସଙ୍ଗୀତ ଆଲବମ ସାମିଲ ରହିଛି । ରାଜଗୁରୁ ଓ ଥୋସର, ବେଷ୍ଟ ଡେବ୍ୟୁ ମହିଳା ଓ ପୁରୁଷ ବର୍ଗରେ ପୁରସ୍କୃତ ହୋଇଥିଲେ । ଏହି ଫିଲ୍ମକୁ ବହୁ ଭାଷାରେ ରୀମେକ କର୍ୟାଇଥିଲା: ହିନ୍ଦୀରେ "ଧଡକ (୨୦୧୮)", ବଙ୍ଗାଳୀରେ "ନୂର ଜାହାଁ (୨୦୧୮)", କନ୍ନଡ ରେ "ମନସୁ ମଲ୍ଲୀଗ (୨୦୧୭)", ଓଡିଆ ରେ "ଲେଲା ଓ ଲେଲା (୨୦୧୭)" ଓ ପଞ୍ଜାବୀ ରେ "ଚନ୍ନା ମେରେୟା (୨୦୧୭)" ।

ଧ୍ୱନୀ

  1. "Sairat: Why a doomed love story has become India's sleeper hit". BBC News. 7 June 2016. Archived from the original on 22 July 2018. Retrieved 21 July 2018.
  2. Verma, Smitha (22 April 2018). "Made in Marathi". The Financial Express. Archived from the original on 22 April 2018. Retrieved 25 July 2018.