"ମନିକା ବାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Manika Batra}}
{{ଛୋଟ|Manika Batra}}

<!--
{{Infobox table tennis player
{{Infobox table tennis player
| name = Manika Batra
| name = ମନିକା ବାତ୍ରା‌
| image =
| image = Manika_Batra_1.jpg
| image_size =
| image_size =
| caption =
| caption =
୧୬ କ ଧାଡ଼ି: ୧୬ କ ଧାଡ଼ି:
| club =
| club =
| birth_date = {{birth date and age|1995|6|15|df=yes}}
| birth_date = {{birth date and age|1995|6|15|df=yes}}
| birth_place = [[Delhi]], India
| birth_place = [[ଦିଲ୍ଲୀ]], ଭାରତ
| death_date =
| death_date =
| death_place =
| death_place =
୨୮ କ ଧାଡ଼ି: ୨୮ କ ଧାଡ଼ି:
{{MedalGold | [[2018 Commonwealth Games|2018 Gold Coast]] | [[Table tennis at the 2018 Commonwealth Games – Women's team|Women's team]] }}
{{MedalGold | [[2018 Commonwealth Games|2018 Gold Coast]] | [[Table tennis at the 2018 Commonwealth Games – Women's team|Women's team]] }}
}}
}}

-->
'''ମନିକା ବାତ୍ରା''' (ଜନ୍ମ : ୧୫ ଜୁନ ୧୯୯୫ ) ଜଣେ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି । ୨୦୧୮ ଅପ୍ରେଲ ମାସରେ ସେ ଭାରତର ଏକ ନମ୍ବର ଓ ବିଶ୍ୱର ୫୮ ର‍୍ୟାଙ୍କ ବିଶିଷ୍ଟ ମହିଳା ଟେବୁଲ ଟେନିସ ଖେଳାଳି ଥିଲେ ।<ref>{{cite web|title=BATRA Manika (IND) - WR List 6/2016|url=http://www.ittf.com/ittf_ranking/WR_Table_3_A2_Details.asp?ID=25454482&s_Player_Name=&|publisher=ITTF|accessdate=7 August 2016|deadurl=yes|archiveurl=https://web.archive.org/web/20160817025854/http://www.ittf.com/ittf_ranking/WR_Table_3_A2_Details.asp?ID=25454482&s_Player_Name=&|archivedate=17 August 2016|df=}}</ref>
'''ମନିକା ବାତ୍ରା''' (ଜନ୍ମ : ୧୫ ଜୁନ ୧୯୯୫ ) ଜଣେ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି । ୨୦୧୮ ଅପ୍ରେଲ ମାସରେ ସେ ଭାରତର ଏକ ନମ୍ବର ଓ ବିଶ୍ୱର ୫୮ ର‍୍ୟାଙ୍କ ବିଶିଷ୍ଟ ମହିଳା ଟେବୁଲ ଟେନିସ ଖେଳାଳି ଥିଲେ ।<ref>{{cite web|title=BATRA Manika (IND) - WR List 6/2016|url=http://www.ittf.com/ittf_ranking/WR_Table_3_A2_Details.asp?ID=25454482&s_Player_Name=&|publisher=ITTF|accessdate=7 August 2016|deadurl=yes|archiveurl=https://web.archive.org/web/20160817025854/http://www.ittf.com/ittf_ranking/WR_Table_3_A2_Details.asp?ID=25454482&s_Player_Name=&|archivedate=17 August 2016|df=}}</ref>



୨୨:୫୭, ୨୧ ଜୁଲାଇ ୨୦୧୯ ଅନୁସାରେ କରାଯାଇଥିବା ବଦଳ


ଛାଞ୍ଚ:Infobox table tennis player

ମନିକା ବାତ୍ରା (ଜନ୍ମ : ୧୫ ଜୁନ ୧୯୯୫ ) ଜଣେ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି । ୨୦୧୮ ଅପ୍ରେଲ ମାସରେ ସେ ଭାରତର ଏକ ନମ୍ବର ଓ ବିଶ୍ୱର ୫୮ ର‍୍ୟାଙ୍କ ବିଶିଷ୍ଟ ମହିଳା ଟେବୁଲ ଟେନିସ ଖେଳାଳି ଥିଲେ ।[୧]

ପ୍ରାରମ୍ଭିକ ଜୀବନୀ 

ମନିକା ନୂଆ ଦିଲ୍ଲୀର ନାରାୟଣା ବିହାର [୨]ଅଞ୍ଚଳରେ ପରିବାରର ସର୍ବ କନିଷ୍ଠ କନ୍ୟା ହିସାବରେ ୧୫ ଜୁନ ୧୯୯୫ରେ ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ୪ ବର୍ଷ ବୟସରୁ ଟେବୁଲ ଟେନିସ ଖେଳିବା ଆରମ୍ଭ କରିଥିଲେ । [୩] ତାଙ୍କର ବଡ ଭଉଣୀ ଆଞ୍ଚଳ ଓ ଭାଇ ସାହିଲ ଉଭୟ ଟେବୁଲ ଟେନିସ ଖେଳୁଥିଲେ [୪]। ଭଉଣୀ ଆଞ୍ଚଳଙ୍କ ପ୍ରେରଣାରେ ସେ ଟେନିସ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ ।[୫] ସେ ପ୍ରଥମେ ରାଜ୍ୟସ୍ତରୀୟ ୮ ବର୍ଷରୁ କମ ବର୍ଗରେ ବିଜୟୀ ହେବା ପରେ ସେ ସନ୍ଦିପ ଗୁପ୍ତାଙ୍କ ଅଧୀନରେ ପ୍ରଶିକ୍ଷିତ ହୋଇଥିଲେ । ଗୁପ୍ତାଙ୍କର ପରାମର୍ଶକ୍ରମେ ସେ ନିଜ ସ୍କୁଲ ବଦଳେଇ ଦିଲ୍ଲୀର ହଂଶରାଜ ମଡେଲ ସ୍କୁଲରେ ପଢିଥିଲେ, ଯେଉଁଠାରେ ଗୁପ୍ତାଙ୍କର ଟେବୁଲ ଟେନିସ ଏକାଡେମୀ ରହିଥିଲା । .

ମନିକା ନିଜ ସୁନ୍ଦର ଚେହେରା ପାଇଁ ଅନେକ ମଡେଲିଙ୍ଗ[୬] ପ୍ରସ୍ତାବ ପାଇଥିଲେ ମଧ୍ୟ ଟେବୁଲ ଟେନିସ ଖେଳିବାର ଅଭିଳାଷ ଯୋଗୁ ସେ ତାହା ପ୍ରତ୍ୟାଖ୍ୟାନ କରିଥିଲେ । ୧୬ ବର୍ଷ ବୟସ ହେଇଥିବା ସମୟରେ ସେ ସ୍ୱିଡେନର ପିଟର କାର୍ଲେସନ[୭] ଏକାଡେମିରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇଥିଲେ ମଧ୍ୟ ତାହା ପ୍ରତ୍ୟାଖ୍ୟାନ କରି ଦେଶ ଭିତରେ କୋଚିଙ୍ଗ ନେଇଥିଲେ । ପରେ ସେ ଜେସସ ଓ ମେରି କଲେଜରେ ସ୍ଥାନ ପାଇଥିଲେ ମଧ୍ୟ ଟେବୁଲ ଟେନିସ ପାଇଁ ଅଧିକ ସମୟ ଦେବାପାଇଁ ପାଠପଢା ଛାଡି ଦେଇଥିଲେ । [୮]

ଖେଳ ଜୀବନୀ 

୨୦୧୧ ମସିହାରେ ସେ ୨୧ ବର୍ଷରୁ କମ ବର୍ଗରେ ଚିଲି ଓପନ ଟୁର୍ଣ୍ଣାମେଣ୍ଟ ଖେଳି ରୌପ୍ୟ ପଦକ ଜିତି ଥିଲେ । ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ଭାଗ ନେଇ ସେଥିରେ କ୍ୱାର୍ଟରଫାଇନାଲରେ ପହଞ୍ଚିଥିଲେ । ୨୦୧୫ ରାଷ୍ଟ୍ରମଣ୍ଡଳ ଖେଳରେ ସେ ଭାରତ ପାଇଁ ୩ଟି ପଦକ ଜିତିଥିଲେ । ସେଥିରେ ସେ ଦଳଗତ ବିଭାଗରେ ରୌପ୍ୟ ଏବଂ ଏକକ ଓ ଯୁଗଳ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିଲେ । [୯]

୨୦୧୬ ଦକ୍ଷିଣ ଏସିୟା କ୍ରୀଡା ପ୍ରତିଯୋଗୀତାରେ[୧୦]ରେ ୩ଟି ସ୍ୱର୍ଣ ପଦକ ପାଇଥିଲେ । ସେ ଏଥିରେ ମହିଳା ଡବଲସ , ମିକ୍ସଡ ଡବଲ ଓ ଦଳଗତ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ସେ ଏକକ ବିଭାଗରେ ମଧ୍ୟ ରୌପ୍ୟ ପାଇଥିଲେ ।[୧୧] ସେ ୨୦୧୫ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ , ତେବେ ସେଥିରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ।[୧୨]

ମନିକା ପ୍ରଥମ ଭାରତୀୟ ମହିଳା ଭାବରେ ୨୦୧୮ ରାଷ୍ଟ୍ରମଣ୍ଡଳ ପ୍ରତିଯୋଗିତାର ମହିଳା ସିଙ୍ଗଲସ ପ୍ରତିଯୋଗିତାରେ ସିଙ୍ଗାପୁରର ୟୁ ମେଙ୍ଗ୍ୟୁଙ୍କୁ ହରେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ମୌମା ଦାସଙ୍କ ସହ ମିଶି ସେ ଏହି ପ୍ରତିଯୋଗିତାର ମହିଳା ଡବଲସରେ ରୌପ୍ୟ ପଦକ ଓ ସାଥିୟାନଙ୍କ ସହ ମିଶି ମିକ୍ସଡ ଡବଲସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । [୧୩] ଦଳଗତ ପ୍ରତିଯୋଗିତାରେ ମନିକାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେମାନେ ୪ଥର ସ୍ୱର୍ଣ୍ଣପଦକ ବିଜେତା ସିଙ୍ଗାପୁର ଦଳକୁ ହରେଇଥିଲେ ।[୧୪] ଏହି କୃତିତ୍ୱ ଯୋଗୁ ମନିକା ଏଯାବତ ରାଷ୍ଟ୍ରମଣ୍ଡଳ ଖେଳର ସବୁଠାରୁ ସଫଳ ଭାରତୀୟ ପ୍ରତିଯୋଗୀ ହୋଇପାରିଥିଲେ ।

ଆଧାର

  1. "BATRA Manika (IND) - WR List 6/2016". ITTF. Archived from the original on 17 August 2016. Retrieved 7 August 2016. {{cite web}}: Unknown parameter |deadurl= ignored (|url-status= suggested) (help)
  2. Judge, Shahid (3 July 2016). "India's table tennis hope for Rio 2016 Olympics – Manika Batra". The Indian Express. Retrieved 6 July 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  3. "Manika Batra: the new hope of the nation". The Hindu. 21 August 2011. Retrieved 28 June 2016.
  4. Sen, Debayan (27 July 2016). "Manika Batra looks to Rio and beyond". ESPN.in. Retrieved 2 August 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  5. Ghoshal, Shuvro (11 February 2016). "Interview with Manika Batra: "I don't want to go to Rio Olympics and return without a medal"". Yahoo!. Retrieved 4 July 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  6. https://timesofindia.indiatimes.com/sports/off-the-field/delhi-tt-champ-manika-batra-keeps-her-cwg-medal-promise/articleshow/63681589.cms
  7. Judge, Shahid (18 December 2015). "Improved fitness key to Manika Batra's consistency". The Indian Express. Retrieved 28 June 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  8. Patra, Pratyush (6 May 2016). "Delhi love & Rio talk before Olympics". The Times of India. Retrieved 6 July 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  9. Keerthivasan, K. (21 December 2015). "Singapore sweeps singles titles". The Hindu. Retrieved 6 July 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  10. "Rio Zone – Manika Batra: Nation's new hope". Pune Mirror. 1 June 2016. Retrieved 28 June 2016.
  11. "South Asian Games: India clean sweeps 12 medals in Table Tennis". Ten Sports. 10 February 2016. Retrieved 6 July 2016.
  12. "Rio Olympics 2016: Mouma Das, Manika Batra lose as Indian women's challenge in table tennis ends". First Post. 6 August 2016. Retrieved 8 August 2016.
  13. http://www.espn.in/commonwealth-games/story/_/id/23175253/manika-batra-sharath-kamal-win-bronze-joshna-chinappa-dipika-pallikal-win-silver
  14. "CWG 2018: India women win gold in table tennis team event". Commonwealth Games News. Times of India. 8 April 2018.

ବାହ୍ୟ ସଂଯୋଗ