"ଫ୍ରେଞ୍ଚ ଫ୍ରାଇଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ added Category:ଆଳୁ using HotCat
୩୬ କ ଧାଡ଼ି: ୩୬ କ ଧାଡ଼ି:


==ଆଧାର==
==ଆଧାର==

[[ଶ୍ରେଣୀ:ଆଳୁ]]

୦୦:୦୩, ୧୭ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଫ୍ରେଞ୍ଚ ଫ୍ରାଇଜ
ପରସା ଯାଇଥିବା ଫ୍ରେଞ୍ଚ ଫ୍ରାଇଜ
ଅନ୍ୟ ନାମଆଳୁ ଚିପ୍ସ, ଫିଙ୍ଗର ଚିପ୍ସ
ପରଷାସ୍ନାକ
ମୂଳ ସ୍ଥାନବେଲ୍ଜିଅମ, ଫ୍ରାନ୍ସ
ଆରମ୍ଭDisputed
ପରଷିବା ଉତ୍ତାପଗରମ ଏବଂ ସାଧାରଣତଃ ନମକିନ
ମୁଖ୍ୟ ଉପାଦାନ
  • ଆଳୁ
  • ରନ୍ଧା ତେଲ
ପ୍ରକାର ଭେଦChili cheese fries, poutine, sweet potato fries, curly fries, shoestring fries, or steak fries
ଅନ୍ୟ ତଥ୍ୟOften served with a side of ketchup, mayonnaise, vinegar, barbecue sauce, or other sauce

ଫ୍ରେଞ୍ଚ ଫ୍ରାଇଜ (ଉତ୍ତର ଆମେରିକା ଇଂରାଜୀ, କାନାଡ଼ା ଇଂରାଜୀ, ବ୍ରିଟିଶ ଇଂରାଜୀ "ଚିପ୍ସ"[୧] ଫ୍ରାଇଜ,[୨] ଫିଙ୍ଗର ଚିପ୍ସ ([[ଭାରତୀୟ ଇଂରାଜୀ),[୩] କିମ୍ବା ଫ୍ରେଞ୍ଚ ଫ୍ରାଇଜ ଆଳୁ[୪] ସଂଯୁକ୍ତ ରାଜ୍ୟ ଆମେରିକା ଏବଂ କାନାଡ଼ାର ଅଧିକାଂଶରେ ଶବ୍ଦ 'ଫ୍ରାଇଜ ଆଳୁ କୁ ସିଝେଇ , ତେଲରେ ଛଣା ହୋଇ ଲମ୍ବା ଆକୃତିର ଖାଦ୍ୟକୁ ଦର୍ଶାଇଥାଏ , କିନ୍ତୁ ୟୁନଇଟେଡ଼ କିଙ୍ଗଡ଼ମ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଅୟର୍ଲ୍ୟାଣ୍ଡ ଗଣରାଜ୍ୟ ଏବଂ ନ୍ୟୁଜଲ୍ୟାଣ୍ଡରେ ଏହି ଲମ୍ବା କଟା ଆଳୁରେ ପ୍ରସ୍ତୁତ ଫ୍ରାଇଜ କୁ ଶୁଏଷ୍ଟିଙ୍ଗ ଫ୍ରାଇଜ କିମ୍ବା ସ୍କିନୀ ଫ୍ରାଇଜ ବୋଲି କୁହାଯାଏ ।[୫] ଫ୍ରାନ୍ସ ରେ ଫ୍ରେଞ୍ଚ ଫ୍ରାଇଜ କୁ ଫ୍ରାଇଟ୍ସ କିମ୍ବା ପୋମଜ ଫ୍ରାଇଟ୍ସ କୁହାଯାଏ, ଏହା ଏକ ଏପରି ନାମ ଅଟେ ଯାହାର ପ୍ରୟୋଗ ଅନେକ ଫ୍ରାନ୍ସ ଦେଶରେ ମଧ୍ୟ ବ୍ୟବହାର କରାଯାଏ ।ଅନ୍ୟ ସ୍ଥାନରେ ଏହି ନାମର ଅର୍ଥ ଫ୍ରାଇଡ଼ ପୋଟାଟୋଜ କିମ୍ବା ଫ୍ରେଞ୍ଚ ପୋଟାଟୋଜ ହୋଇଥାଏ ।

ଗ୍ୟାଲେରୀ

ଆଧାର

  1. "chip: definition of chip in Oxford dictionary (British English)". Oxforddictionaries.com. 12 September 2013. Retrieved 16 September 2013.
  2. "The American Heritage Dictionary, Fourth Edition, 2000". Bartleby.com. Archived from the original on 5 December 2008. Retrieved 7 May 2009. {{cite web}}: Unknown parameter |deadurl= ignored (|url-status= suggested) (help)
  3. Indian English, "finger chip". Cambridge Dictionary Online.
  4. "french fry – Definition". Food & Culture Encyclopedia. Retrieved 5 December 2009.
  5. Halliburton, Rachel; Muir, Jenni (2008). "London's best chips". Time Out London. p. 2. Retrieved 2008-05-14.