ବିଲେଇ

ଉଇକିପିଡ଼ିଆ‌ରୁ

ବିଲେଇ ଏକ ମାଂସା ହାରୀ ସ୍ତନପାୟୀ ପ୍ରାଣୀ ଅଟେ । ତାହାର ଶୁଣିବା ଓ ଶୁଙ୍ଘିବାର ଶକ୍ତି ପ୍ରଖର ଅଟେ ।ସେ କମ ଆଲୋକ ଏବଂ ଅନ୍ଧାର ରାତିରେ ମଧ୍ୟ ଦେଖିପାରେ । ପାଖାପାଖି ୯୫୦୦ବର୍ଷରୁ ବିଲେଇ ମନୁଷ୍ୟର ସାଥି ରୂପେ ରହିଛି । ପ୍ରାକୃତିକ ରୂପେ ସେମାନଙ୍କ ଜୀବନକାଳ ପାଖାପାଖି 15 ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।[୧]

ବିଲେଇମାନଙ୍କ ଶକ୍ତିଶାଳୀ ଶରୀର ସହିତ ତୀକ୍ଷଣ ଦାନ୍ତ, ଚିଲ ଆଖି, ସଂକୁଚନ ଯୁକ୍ତ ପଞ୍ଝା ରହିଥାଏ । ମାନବର କାନ ପରି ବିଲେଇ ମଧ୍ୟ ଧୀର ଆବାଜକୁ ସହଜରେ ଶୁଣିପାରେ ଏବଂ ଘନ ଅନ୍ଧାରରେ ନିଜ ଶିକାରକୁ ଶିକାର କରିପାରେ । ସ୍ତନଧାରୀ ପ୍ରାଣୀ ମାନଙ୍କ ପରି ଏମାନଙ୍କ ରଙ୍ଗ ଦୃଷ୍ଟି ମନୁଷ୍ୟଠାରୁ ପ୍ରାୟ କମଜୋର ଅଟେ କିନ୍ତୁ ଶୁଙ୍ଘିବାର ଶକ୍ତି ଅଧିକ ରହିଥାଏ ।

ଏକାନ୍ତରେ ଶିକାର କରିବା ସତ୍ତ୍ୱେ, ବିଲେଇମାନେ ସାମାଜିକ ପ୍ରାଣୀ ମଧ୍ୟ ଅଟନ୍ତି । ଏମାନଙ୍କ ନିଜ ନିଜ ମଧ୍ୟରେ ସଞ୍ଚାରର ସାଧନ ଅଲଗା ଅଲଗା ପ୍ରକାର ସ୍ୱର , ରାସାୟନିକ ତତ୍ତ୍ୱ (ଫେରୋମୋନ) ଓ ବିଲେଇ ବିଶେଷ ଶାରୀରିକ ଭାଷାର ପ୍ରକାର ଅଟନ୍ତି ।[୨]

ବିଲେଇମାନେ ପ୍ରାଚୀନ ମିଶ୍ର ଯୁଗରେ ପୂଜନୀୟ ପ୍ରାଣୀ ଥିଲେ, ସେହିଠାରେ ହିଁ ସେମାନଙ୍କୁ ପୋଷା (ପାଳିତ) ବନିଆ ଯାଇଥିଲା ,[୩] କିନ୍ତୁ ପୋଷା ବନେଇବାର କିଛି ସଙ୍କେତ ପ୍ରଥମ ଘଟଣା ନବପାଷାଣ ଯୁଗରେ ମଧ୍ୟ ମିଳିଥିଲା ।[୪]

2007 ମସିହାର ଏକ ଅନୁବଂଶୀକ ଅନୁସନ୍ଧାନରୁ ଜଣା ପଡିଥିଲା ଯେ, ସମସ୍ତ ପାଳିତ ବିଲେଇ ମଧ୍ୟ ପୂର୍ବ ଅଞ୍ଚଳ (ପାଖାପାଖି 8000 ଶତାବ୍ଦୀ ପୂର୍ବ)ର ପାଞ୍ଚୋଟି ମାଈ ବିଲେଇ ଆଫ୍ରିକା ଜଙ୍ଗଲ ବିଲେଇ (Felis silvestris lybica)ର ବଂଶଜ ଅଟନ୍ତି ।[୩][୫] ବିଲେଇ ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ପ୍ରାଣୀ ଭାବେ ସମାଜ ସ୍କନ୍ଧ ହୋଇପାରିଛି । ଏମାନେ ମଣିଷ ମାନଙ୍କ ସହିତ ମଧ୍ୟ ବସବାସ କରିଥାନ୍ତି । [୬]

ଅନୁବଂଶୀକ[ସମ୍ପାଦନା]

ପାଳିତ ବିଲେଇ ଏବଂ ସେମାନଙ୍କ ସବୁଠାରୁ ପାଖ ଜଙ୍ଗଲୀ ପୂର୍ବଜ, ଦୁଇଜଣ ହିଁ ଦ୍ୱିଗୁଣ ସୂତ୍ରକ (ଡ଼ିପ୍ଲାଇଡ) ପ୍ରାଣୀ ଅଟନ୍ତି ଯାହାଙ୍କ ପାଖେ 38 ଗୁଣସୂତ୍ର (କ୍ରମଜୋମ)[୭] ଏବଂ ପାଖାପାଖି 20,000 ଜିନ[୮] ରହିଥାଏ । ବିଲେଇ ମାନଙ୍କ ପାଖାପାଖି 250 ପ୍ରକାର ଅନୁବଂଶୀକ ରୋଗ ଜଣାପଡିଛି ଯେଉଁଥିରେ କାଫି ମାନବୀୟ ଜନ୍ମଜାତ ଗଡ଼ବଡ଼ ସମାନ ଅଟେ ।[୯] ଏହି ସ୍ତନଧାରୀ ଜୀବର ଚୟାପଚୟର ସମାନତାକୁ ନଜରରେ ରଖି ବିଲେଇ ମାନଙ୍କ ବହୁ ରୋଗ ସେହି ଅନୁବଂଶୀକ ପରୀକ୍ଷଣ ସହିତ ଯାଞ୍ଚ କରାଯାଏ ଯାହା ଆରମ୍ଭରୁ ମନୁଷ୍ୟ ମାନଙ୍କ ପାଇଁ ତିଆରି ହୋଇଥିଲା ଏବଂ ଏହିପ୍ରକାରେ ମନୁଷ୍ୟର ବହୁ ରୋଗର ଅନୁସନ୍ଧାନ ପାଇଁ ବିଲେଇ ମାନଙ୍କ ଜୀବନ ସୂତ୍ରରେ ବ୍ୟବହାର କରାଯାଏ ।[୧୦][୧୧]

ବିଲେଇ ଓ ମଣିଷ[ସମ୍ପାଦନା]

ୟୁରୋପ ଓ ଉତ୍ତର ଆମେରିକାରେ ବିଲେଇ ସାଧାରଣତଃ ପାଳିତ ପ୍ରାଣୀ ଅଟନ୍ତି ଏବଂ ସମଗ୍ର ଦୁନିଆରେ ଏମାନଙ୍କ କୂଳ ଗଣତି 50 କୋଟିରୁ ଅଧିକ ଅଟେ । ବିଲେଇ ପାଳନ ଅଧିକତର ସ୍ତ୍ରୀ ମାନଙ୍କ ସହିତ ଯୋଡ଼ାଯାଏ, [୧୨] କିନ୍ତୁ 2007 ମସିହାରେ (Gallup) ସଂକେତ ଦେଇଥିଲେ କି, ପୁରୁଷ ଓ ମହିଳା ମାନଙ୍କ ବିଲେଇ ରଖିବାର ସମ୍ଭାବନା ଏକ ପ୍ରକାର ଅଟେ ।[୧୩]

ଆଧାର[ସମ୍ପାଦନା]

  1. Cats, Louise A. Spilsbury, Louise Spilsbury, Richard Spilsbury, pp. 42, Heinemann-Raintree Library, 2006, ISBN 978-1-4034-7698-2, ... Most cats live for around twelve to fifteen years, but some cats live for up to twenty years ...
  2. Moelk, Mildred (1944-04). "Vocalizing in the House-cat; A Phonetic and Functional Study". The American Journal of Psychology. 57 (2): 184–205. doi:10.2307/1416947. JSTOR 1416947. {{cite journal}}: Check date values in: |date= (help)
  3. ୩.୦ ୩.୧ Wade, Nicholas (29 June 2007). "Study Traces Cat's Ancestry to Middle East". New York Times. New York: NYTC. Retrieved 2 April 2008.
  4. "Meet Helen and Aphrodite, Cyprus's Indigenous Cats". China Daily. 3 ନଭେମ୍ବର2009. Retrieved 3 November 2009. {{cite news}}: Check date values in: |date= (help)
  5. "Oldest Known Pet Cat? 9500-year-old Burial Found on Cyprus". National Geographic News. National Geographic Society. ଏପ୍ରିଲ 8, 2004. Retrieved ମାର୍ଚ୍ଚ 6, 2007. {{cite web}}: Check date values in: |date= (help)
  6. Driscoll, Carlos A.; Clutton-Brock, Juliet; Kitchener, Andrew C.; O'Brien, Stephen J. (ଜୁନ 10, 2009). "The Evolution of House Cats". Scientific American. New York: Nature Pubg. Group. Retrieved ଅଗଷ୍ଟ 26, 2009.{{cite web}}: CS1 maint: multiple names: authors list (link)
  7. Nie, W.; Wang, J.; O'Brien, P. C. (2002). "The Genome Phylogeny of Domestic Cat, Red Panda and Five Mustelid Species Revealed by Comparative Chromosome Painting and G-banding". Chromosome Research. 10 (3): 209–222. doi:10.1023/A:1015292005631. PMID 12067210.
  8. Pontius, J. U.; Mullikin, J. C.; Smith, D. R.; et al. (2007). "Initial Sequence and Comparative Analysis of the Cat Genome". Genome Research. 17 (11): 1675–89. doi:10.1101/gr.6380007. PMC 2045150. PMID 17975172.{{cite journal}}: CS1 maint: multiple names: authors list (link)
  9. O'Brien, Stephen J.; Johnson, W.; Driscoll, C.; Pontius, J.; Pecon-Slattery, J.; Menotti-Raymond, M. (2008). "State of Cat Genomics". Trends in Genetics. 24 (6): 268–279. doi:10.1016/j.tig.2008.03.004. PMID 18471926.{{cite journal}}: CS1 maint: multiple names: authors list (link)
  10. Sewell, A. C.; Haskins, M. E.; Giger, U. (2007). "Inherited Metabolic Disease in Companion Animals: Searching for Nature's Mistakes". Veterinary Journal. 174 (2): 252–259. doi:10.1016/j.tvjl.2006.08.017. PMC 3132193. PMID 17085062.
  11. O'Brien, Stephen J.; Menotti-Raymond, M.; Murphy, W. J.; Yuhki, N. (2002). "The Feline Genome Project". Annual Review of Genetics. 36: 657–686. doi:10.1146/annurev.genet.36.060602.145553. PMID 12359739.{{cite journal}}: CS1 maint: multiple names: authors list (link)
  12. Abby Ellin (5 October 2008). "More Men Are Unabashedly Embracing Their Love of Cats". New York Times. Retrieved 30 August 2009.
  13. Jones, Jeffrey M. (30 November 2007). "Companionship and Love of Animals Drive Pet Ownership". Gallup, Inc. Retrieved 30 August 2009.