ବାରବାଟିଆ, ଭଦ୍ରକ
ଦେଖଣା
ବାରବାଟିଆ
ବାରବାଟିଆ | |
---|---|
ଗ୍ରାମ | |
ବାରବାଟିଆ |
ବାରବାଟିଆ ହେଉଛି ଓଡ଼ିଶାର ଭଦ୍ରକ ଜିଲ୍ଲାର ଅବସ୍ଥିତ ଏକ ଗ୍ରାମ।
ନାମୋତ୍ପତି
[ସମ୍ପାଦନା]ଏହି ସ୍ଥାନର ନାମ ଦୁଇଟି ଓଡ଼ିଆ ଶବ୍ଦ ବାର ଓ ବାଟିର ମିଶ୍ରଣ ଅଟେ | ଆକ୍ଷରିକ ଭାବରେ ସ୍ଥାନର ନାମ ହେଉଛି ୧୨ଟି ୨୦ ମାଣର ଜମି |
ଭୁଗୋଳ
[ସମ୍ପାଦନା]ଏହି ସ୍ଥାନଟି ଓଡ଼ିଶାର ଭଦ୍ରକ ଜିଲ୍ଲାର ତିହିଡି ବ୍ଲକରେ ଅବସ୍ଥିତ | ଗ୍ରାମଟି ପିରହାଟ ରାଜସ୍ୱ ନିରୀକ୍ଷକ ଅନ୍ତର୍ଗତ | ଗାଁର ଭୈଗଳିକ ଅବସ୍ଥିତି କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ |