ବଙ୍ଗୋପସାଗର
Appearance
ବଙ୍ଗୋପସାଗର | |
---|---|
ଅବସ୍ଥାନ | ଦକ୍ଷିଣ ଏସିଆ |
ପ୍ରକାର | ଉପସାଗର |
ପ୍ରାଥମିକ ସ୍ରୋତ | ଭାରତ ମହାସାଗର |
ଉପକୂଳ ଦେଶ | ଭାରତ, ବଙ୍ଗଳାଦେଶ, ଥାଇଲାଣ୍ଡ, ମିଆଁମାର, ଇଣ୍ଡୋନେସିଆ, ମାଲେସିଆ, ଶ୍ରୀଲଙ୍କା[୧][୨] |
ସର୍ବାଧିକ ଦୈର୍ଘ୍ୟ | 2,090 km; c.1,300 mi |
ସର୍ବାଧିକ ପ୍ରସ୍ଥ | 1,610 km; 1,000 mi |
କ୍ଷେତ୍ରଫଳ | 2,172,000 km² |
ହାରାହାରି ଗଭୀରତା | 2,600 m ; 8,500 feet |
ସର୍ବାଧିକ ଗଭୀରତା | 4,694 m ; 15,400 feet |
ବଙ୍ଗୋପସାଗର ବା ବଙ୍ଗ ଉପସାଗର ପୃଥିବୀର ସର୍ବବୃହତ ଉପସାଗର, [୩] ଏହା ଭାରତ ମହାସାଗରର ଉତ୍ତର-ପୂର୍ବ ଭାଗ । ଇଂରେଜ ମାନକ ଆସିବା ପୂର୍ବରୁ ଏହାର ନାମ "କଳିଙ୍ଗ ସାଗର" ଥିଲା ।[୪] ଭାରତ, ବାଂଲାଦେଶ ଏବଂ ମିଆଁମାର ସମେତ ଅନେକ ଦକ୍ଷିଣ ଏସୀୟ ଦେଶ ବଙ୍ଗୋପସାଗର ଉପରେ ନିର୍ଭରଶୀଳ |
ଆଧାର
[ସମ୍ପାଦନା]- ↑ http://www.worldatlas.com/aatlas/infopage/baybengal.htm
- ↑ http://www.banglapedia.org/httpdocs/HT/B_0361.HTM
- ↑ "Bay of Bengal". Wildlife Conservation Society. Retrieved 1 December 2012.
- ↑ Odisha Government, e-magazine. "Universal Brotherhood and the Temple of Lord Jagannath at Paradip" (PDF). Retrieved 6 February 2013.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ବଙ୍ଗୋପସାଗର
ବାବଦରେ ମାଧ୍ୟମ ରହିଛି ।
- 487 V. Suryanarayan, Prospects for a Bay of Bengal Community
- Arabian Sea: depth contours and undersea features - Map/Still - Britannica Concise
- Bay of Bengal - HighBeam Encyclopedia
- Bay of Bengal Large Marine Ecosystem Project Archived 2013-08-22 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |