ଡିଂଗ୍ରୀ ନାଗରାଜ
ଦେଖଣା
ଡିଂଗ୍ରୀ ନାଗରାଜ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ସନ୍ତାନ | ୧[୧][୨] |
ଡିଂଗ୍ରୀ ନାଗରାଜ ଜଣେ ଭାରତୀୟ ଅଭିନେତା, ଯିଏକି କନ୍ନଡ଼ କଥାଚିତ୍ର ଜଗତରେ କାମ କରୁଛନ୍ତି । ସେ ସୋଲିଲାଡା ସାରଦାର (୧୯୯୨), ଡୋରେ (୧୯୯୫) ଏବଂ ବଙ୍ଗାରାଡ଼ା କାଲାଶା (୧୯୯୫) ଆଦି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ସେ କଥାଚିତ୍ର ସହିତ ଦୂରଦର୍ଶନରେ ମଧ୍ୟ କା ମକରନ୍ତି ।
ପେଷା
[ସମ୍ପାଦନା]ସେ କନ୍ନଡ଼ ଭାଷାରେ ୧୬୫ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୩]
ବଛାବଛା କଥାଚିତ୍ରର ତାଲିକା
[ସମ୍ପାଦନା]- ମଲ୍ଲିଗେ ହୁଭେ (୧୯୯୨)
- ରାଜାଧୀ ରାଜ (୧୯୯୨)
- ମନେ ଦେବରୁ (୧୯୯୩)
- ହୁଲି ହେବ୍ବୁଲି (୧୯୮୭)
- ମନେୟେ ମନ୍ତ୍ରାଳୟ (୧୯୮୬)
- ଶିବ କୋଟା ସୌଭାଗ୍ୟ (୧୯୮୫)
- ନିନ୍ନେ ପ୍ରୀଥିସୁଭେ (୨୦୦୨)
- ଅଜ୍ଜୁ (୨୦୦୪)
- ଜଗଡେକା ବୀରା (୧୯୯୧)
- ପ୍ରଚଣ୍ଡ ପୁଟାନିଗଲୁ (୧୯୮୧)
- ଅନୁପମା (୧୯୮୧)
- ଅଭାଲା ନେରାଲୁ (୧୯୮୩)
ଦୂରଦର୍ଶନ
[ସମ୍ପାଦନା]- ଗୌରୀପୁରଦା ଗୟାଲିଗଲୁ (୨୦୨୧)
- ସୁନ୍ଦରୀ (୨୦୨୧–ଏବେଯାଏଁ)
- କାଦମ୍ବରୀ (୨୦୨୧)
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Rajvardan makes his Sandalwood debut". timesofindia.indiatimes.com. August 31, 2013. Archived from the original on February 24, 2018. Retrieved August 31, 2013.
- ↑ "Just because i am an actor's son,i don't get a red-carpet welcome". newindianexpress.com. 7 November 2016. Archived from the original on 25 February 2018. Retrieved 7 November 2016.
- ↑ "Dingri Nagaraj: Filmography". Chiloka.com. 2017. Archived from the original on 25 February 2018. Retrieved 24 February 2018.
- ↑ "Kempegowda awards presented". The Hindu. Archived from the original on 2018-06-09.
- ↑ "150 selected for Kempegowda Award this year". Deccan Herald. Archived from the original on 2018-01-19.
- ↑ "Dingri Nagaraj". nettv4u.com. Archived from the original on 2018-01-19.