ଚିନ୍ତା ଅନୁରାଧା
ଚିନ୍ତା ଅନୁରାଧା | |
---|---|
చింతా అనురాధ | |
ସାଂସଦ: ୧୭ଶ ଲୋକ ସଭା | |
Assumed office ୨୩ ମଇ ୨୦୧୯ | |
ପୂର୍ବ ଅଧିକାରୀ | ପାଣ୍ଡୁଲାଲ ରବୀନ୍ଦ୍ର ବାବୁ |
ନିର୍ବାଚନ ମଣ୍ଡଳୀ | ଆମଲାପୁରମ୍ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମାରୁଟେରୁ, ପଶ୍ଚିମ ଗୋଦାବରୀ ଜିଲ୍ଲା, ଆନ୍ଧ୍ର ପ୍ରଦେଶ, ଭାରତ | ୧୮ ଅକ୍ଟୋବର ୧୯୭୨
ରାଜନୀତିକ ଦଳ | ୱାଇଏସ୍ଆର୍ କଂଗ୍ରେସ ପାର୍ଟି |
ଜୀବନ ସାଥୀ |
ଶ୍ରୀ ତାଲ୍ଲା ସତ୍ୟନାରାୟଣ
(m. ୧୯୯୧) |
ବୃତ୍ତି |
|
ୱେବସାଇଟ | chintaanuradha |
ଚିନ୍ତା ଅନୁରାଧା ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଆନ୍ଧ୍ରପ୍ରଦେଶର ଅମଲାପୁରମ୍ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତା ସାଂସଦ । ସେ ୱାଇଏସ୍ଆର୍ କଂଗ୍ରେସ ପାର୍ଟି ପାଇଁ ସଂସଦ ସଂଯୋଜକ ମଧ୍ୟ ଅଟନ୍ତି ।[୧]
ରାଜନୀତିଜ୍ଞ ଜୀବନ
[ସମ୍ପାଦନା]ୱାଇଏସ୍ଆର୍ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ୧୭ଶ ଲୋକ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ ।[୨][୩] ୧୬ ମାର୍ଚ୍ଚ ୨୦୧୯ରେ ତାଙ୍କୁ ଆନୁଷ୍ଠାନିକ ଭାବରେ ତାଙ୍କ ଦଳଦ୍ୱାରା ମନୋନୀତ କରାଯାଇଥିଲା ।[୪]
ଅପ୍ରେଲ ୨୦୧୯ରେ, ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କିଛି ଗୁଜବ ପ୍ରଚାର ହୋଇଥିଲା ।[୫] ଅନୁରାଧା ଏହାକୁ ଅସ୍ୱୀକାର କରିବା ସହିତ ଜନ ସେନା ଏବଂ ତେଲୁଗୁ ଦେଶମ୍ ପାର୍ଟିର ସଦସ୍ୟଙ୍କୁ ତାଙ୍କ ବିରୋଧରେ ଭୁଲ ତଥ୍ୟ ପ୍ରଚାର କରୁଥିବା କଥା ଅଭିଯୋଗ କରିଥିଲେ ।[୫][୬]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅନୁରାଧା ୧୯୭୨ ମସିହାର ଅକ୍ଟୋବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତା କୃଷ୍ଣମୂର୍ତ୍ତିଙ୍କ ଝିଅ ଥିଲେ ।[୭] ସେ ଭାରତର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ମାରୁଟେରୁ ଗ୍ରାମରେ ବଡ଼ ହୋଇଥିଲେ ।[୮]
୧୯୯୧ ମସିହାରେ, ସେ ଶ୍ରୀ ତାଲ୍ଲା ସତ୍ୟନାରାୟଣଙ୍କୁ ବିବାହ କରିଥିଲେ | ସେମାନଙ୍କର ଦୁଇ ଜଣ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି ।[୮]
ଆଧାର
[ସମ୍ପାଦନା]- ↑ "చంద్రబాబుని ప్రజలు నమ్మే పరిస్థితి లేదు...కోఆర్ఢినేటర్ చింతా అనురాధ". EEROJU NEWS (in ତେଲୁଗୁ). 12 February 2019. Archived from the original on 23 May 2019. Retrieved 23 May 2019.
- ↑ Penumala, Nagaraju (21 February 2019). "వైసిపిలో పండుల రవీంద్రబాబుకు సీటు చిక్కులు". Asianet News Network Pvt Ltd (in ତେଲୁଗୁ). Retrieved 23 May 2019.
- ↑ "అమలాపురం వైసీపీ చింతా అనురాధ ఓడిపోనున్నారా ? జనసేన గెలువనుందా ?". APHerald [Andhra Pradesh Herald] (in ତେଲୁଗୁ). Retrieved 23 May 2019.
- ↑ "అమలాపురం లోక్సభ అభ్యర్థిగా చింతా అనురాధ". Sakshi (in ତେଲୁଗୁ). 17 March 2019. Retrieved 23 May 2019.
- ↑ ୫.୦ ୫.୧ "Chinta Anuradha Miffed at Withdrawal Rumours". Sakshipost. Retrieved 23 May 2019.
- ↑ "YSRC nominee threatens to withdraw". Deccan Chronicle. 9 April 2019. Retrieved 23 May 2019.
- ↑ "కోనసీమ కింగ్ ఎవరో ?". NewsOrbit (in ତେଲୁଗୁ). 4 April 2019. Archived from the original on 23 May 2019. Retrieved 23 May 2019.
- ↑ ୮.୦ ୮.୧ "Chinta Anuradha About Page". chintaanuradha.com. Archived from the original on 23 May 2019. Retrieved 23 May 2019.