କଞ୍ଚନଜଙ୍ଘା ଷ୍ଟାଡିୟମ
ଦେଖଣା
Kanchenjunga Krirangon | |||||
ଫାଇଲ:Kanchenjunga Stadium.jpg | |||||
Ground information | |||||
---|---|---|---|---|---|
Location | Siliguri, West Bengal | ||||
Coordinates | 18°30′08″N 73°51′20″E / 18.50222°N 73.85556°E | ||||
Establishment | 1980s | ||||
Capacity | 30,000[୧][୨] | ||||
End names | |||||
Bidhan Road | |||||
Team information | |||||
| |||||
As of 12 September 2012 |
କଞ୍ଚନଜଙ୍ଘା ଷ୍ଟାଡିୟମ, ଏକ ବହୁମୂଖୀ ଷ୍ଟାଡିୟମ ଓ ଏହା ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ସିଲିଗୁଡିଠାରେ ଅବସ୍ଥିତ । ..[୩]ଏଠାରେ ମୁଖ୍ଯତଃ କ୍ରିକେଟ ଓ ଫୁଟବଲ ଖେଳ ଯାଇଥାଏ ଓ ଦରକାର ମୁତବକ ଅନନ୍ୟ କ୍ରୀଡ଼ା ପାଇଁ ବ୍ୟବହାର ହେଇଥାଏ । ଏହି ଷ୍ଟାଡିୟମ 1980 ମସିହାରେ ନିର୍ମିତ ହେଇଥିଲା ଓ ଏହାର ସ୍ଥାନ ସଂଖ୍ୟା 30,000 । [୧]
ଜାନୁଆରୀ 2014 ମସିହାରେ ଏହାର ଉନ୍ନତିକରଣ ପାଇଁ 1.7 କୋଟି ତାଙ୍କର ଅଟାକଳ ମଞ୍ଜୁରୀ ପ୍ରାପ୍ତ ହୋଇଛି । [୪]
ରଣଜୀ ଟ୍ରଫି
[ସମ୍ପାଦନା]ଏହି ପଡିଆରେ 2010 ମସିହାରେ ପଶ୍ଚିମ ବଙ୍ଗ ଓ ପଞ୍ଜାବ ମଧ୍ୟରେ ପ୍ରଥମ କରି ରଣଜୀ ଟ୍ରଫି ମେଚ ହେବା ପରେ ଅଦ୍ୟାବଧି 11ଟି ମେଚ ହେଇ ସରିଲାଣି । 2012 ମସିହାରେ ଏଠାରେ ଫେଡେରେସନ କପ ମେଚ ସବୁ ହେଇଥିଲା । ଏଥିରେ ଦେଶର ସମସ୍ତ ପ୍ରମୁଖ ଫୁଟ ବଳ ଦଳ ଯୋଗ ଦେଇଥିଲେ । ଏଠାରେ ନିଜସ୍ୱ କ୍ରିକେଟ ଲିଗ ମଧ୍ୟ ହେଇଥାଏ । ସନ୍ତୋଷ ଟ୍ରଫି ପାଇଁ ଜାତୀୟ ଫୁଟବଲ ମେଚର ଫାଇନାଲ 2014 ମସିହାରେ ଏଠାରେ ହେଇଥିଲା ଓ ମିଜୋରାମ ଜିତିଥିଲା । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "East Bengal vs Mohun Bagan on 2nd April at Kanchenjunga Stadium Siliguri - Siliguri News and Updates". iLoveSiliguri. ILS. 24 March 2016. Archived from the original on 10 June 2016. Retrieved 14 December 2016.
- ↑ "Kanchenjunga Stadium". World of Stadiums. Retrieved 26 September 2016.
- ↑ "Kanchenjunga Stadium in Siliguri". World Stadiums. Retrieved 2014-03-10.
- ↑ "Mamata Banerjee stresses on unity in Darjeeling hills and plains". The Indian Express. January 22, 2014. Retrieved 2014-03-10.
- ↑ "Clinical Mizoram clinch 68th Santosh Trophy in style". Samay Live. 10 March 2014. Retrieved 2014-03-10.