ଏକକ
ଦେଖଣା
କୌଣସି ଜିନିଷର ଗୁଣକୁ ଗାଣିତିକ ଆକାରରେ ପ୍ରକାଶ କରିବା ପାଇଁ ଆମେ ଏକକର ବ୍ୟବହାର କରିଥାଉ । ଏକକ ଗୁଡ଼ିକ ଗଣିତ, ବିଜ୍ଞାନ ଛଡ଼ା ସାଧାରଣ ଜୀବନରେ ବହୁଳ ଭାବରେ ବ୍ୟବହାର ହୋଇଥାଏ । ନିମ୍ନରେ ଏପରି କିଛି ଏକକ ଦିଆଗଲା ।
ପରିମାଣ | ଚିହ୍ନ | ଏକକ | ଚିହ୍ନ | ଆୟାମ |
---|---|---|---|---|
ଲମ୍ବ | a, b, c, d, h, l, r, s, w, x, y, z | ମିଟର | ମି | [L] |
ସମୟ | t | ସେକେଣ୍ଡ | ସେ | [T] |
ବସ୍ତୁତ୍ୱ | m | କିଲୋଗ୍ରାମ | କିଗ୍ରା | [M] |
ତାପମାତ୍ରା | T, θ | କେଲ୍ଭିନ୍ | K | [Θ] |
ମୋଲ୍ ସଂଖ୍ୟକ ବସ୍ତୁ | n | ମୋଲ୍ | mol | [N] |
ବୈଦ୍ୟୁତିକ ସ୍ରୋତ | i, I | ଆମ୍ପିୟର | A | [I] |
ତେଜଷ୍କ୍ରିୟ ତୀବ୍ରତା | Iv | କ୍ୟାଣ୍ଡେଲା | Cd | [J] |
କୋଣ | α, β, γ, θ, φ, χ | ରେଡିଆନ | rad | dimensionless |
Solid angle | ω, Ω | steradian | sr | dimensionless |