Jump to content

ଇଲେକ୍ଟ୍ରୋନିକ ସିଗାରେଟ

ଉଇକିପିଡ଼ିଆ‌ରୁ
A first-generation e-cigarette that resembles a tobacco cigarette. Also shown is a USB power charger, which the battery portion of the e-cigarette can be disconnected and recharged with.
ପ୍ରଥମ ପିଢ଼ୀ ଇ-ସିଗାରେଟ୍ ଯାହା ଦେଖିବାକୁ ତମାଖୁ ସିଗାରେଟ୍ ପରି । ଇ-ସିଗାରେଟର ବ୍ୟାଟେରୀ ଅଂଶର ସଂଯୋଗ ବିଚ୍ଛିନ୍ନ କରି ରିଚାର୍ଜ କରାଯାଇପାରିବ ୟୁଏସବି ପାୱାର ଚାର୍ଜର ବ୍ୟବହାର କରି ।
Various types of e-cigarettes, including a disposable e-cigarette, a rechargeable e-cigarette, a medium-size tank device, large-size tank devices, an e-cigar, and an e-pipe.
ବିଭିନ୍ନ ପ୍ରକାରର ଇ-ସିଗାରେଟ ମିଳିଥାଏ । ଏହା ବିଚ୍ଛିନ୍ନ ଯୋଗ୍ୟ, ରିଚାର୍ଜ ଯୋଗ୍ୟ, ମଧ୍ୟମ ଆକାରର ଟ୍ୟାଙ୍କ ଉପକରଣ, ବଡ଼ ଆକାରର ଟ୍ୟାଙ୍କ ଉପକରଣ, ଏକ ଇ-ସିଗାର ଏବଂ ଏକ ଇ-ପାଇପ୍ ସହିତ ବିଭିନ୍ନ ପ୍ରକାରର ଇ-ସିଗାରେଟ୍ ମିଳେ ।

ଇଲେକ୍ଟ୍ରୋନିକ ସିଗାରେଟ, ଯାହା ଇ-ସିଗାରେଟ୍ ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଇଲେକ୍ଟ୍ରୋନିକ୍ ଉପକରଣ ଯାହା ତମାଖୁ ସେବନକୁ ଅନୁକରଣ କରିଥାଏ ।[] ଏକ ଇ-ସିଗାରେଟ୍ ବ୍ୟବହାର କରିବାକୁ ଭେପିଂ କୁହାଯାଏ ।[] ଏହାର ଲାଭ ଏବଂ ବିପଦ ଅନିଶ୍ଚିତ ଅଟେ ।[] [] [] ଜଣେ ବ୍ୟକ୍ତିଙ୍କ ପାଇଁ ତମାଖୁ ସେବନ କରିବା ଅପେକ୍ଷା ଅଧିକ ନିରାପଦ, [] ଏନ ଏଚ ଏସ ଇଂଲଣ୍ଡ ସହିତ ଏହା ୯୫% କମ୍ କ୍ଷତିକାରକ ବୋଲି ଆକଳନ ହୋଇଛି ।[] ଯୁବକମାନଙ୍କ ମଧ୍ୟରେ ବ୍ୟବହାର, ବୟସ୍କମାନଙ୍କ ପରି, ସିଗାରେଟର ପରବର୍ତ୍ତୀ ବ୍ୟବହାର ବଢ଼ିବା ପରି ଜଣାଯାଏ । [] [] [୧୦] ସେମାନଙ୍କର ଦୀର୍ଘକାଳୀନ ଏବଂ ଜନ ସାଧାରଣଙ୍କ ଉପରେ ସ୍ୱାସ୍ଥ୍ୟ ପ୍ରଭାବ ଜଣା ନାହିଁ ।[] ନିୟନ୍ତ୍ରିତ ନିକୋଟିନ ପୁନଃସ୍ଥାପନ ଚିକିତ୍ସା ନିରାପଦ ଥିବାବେଳେ ଧୂମପାନ ଛାଡିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଇ-ସିଗାରେଟ୍ ଛାଡିବା ହାର ଅଧିକ ଥିବା ଜଣାପଡିଛି। [୧୧] [୧୨] ଅନ୍ୟମାନଙ୍କ କ୍ଷେତ୍ରରେ, ସେମାନେ ଛାଡ ହାରରେ ପରିବର୍ତ୍ତନ କରନ୍ତି ନାହିଁ ।[୧୩] ସ୍ୱଳ୍ପ ସମୟ ମଧ୍ୟରେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାର ଆଶଙ୍କା କମ୍ ରହିପାରେ, କିନ୍ତୁ ସେଗୁଡ଼ିକ ଘଟେ । [୧୪]

ଏଥିରେ ଏକ ଅଣୁକାରୀ (atomizer), ଏକ ଶକ୍ତି ଉତ୍ସ ଯେପରିକି ବ୍ୟାଟେରୀ ଏବଂ ଏକ ପାତ୍ର ଯେପରିକି କାର୍ଟ୍ରିଜ୍ କିମ୍ବା ଟ୍ୟାଙ୍କ ଭଳି କାମ କରେ । [] ଧୂଆଁ ବଦଳରେ ଉପଭୋକ୍ତା ବାଷ୍ପ ନିଶ୍ୱାସ ନିଅନ୍ତି। [୧୫] ଅଣୁକାରୀ ହେଉଛି ଏକ ଉତ୍ତାପ ସୃଷ୍ଟିକାରୀ ଉପାଦାନ ଯାହା ଇ-ଲିକ୍ୱିଡ୍ ନାମକ ଏକ ତରଳ ପଦାର୍ଥକୁ ବାଷ୍ପରେ ପରିଣତ କରିଥାଏ ।[୧୬] ଇ-ସିଗାରେଟ୍ ଏକ ପଫ୍/ଢ଼ୋକ ନେଲେ କିମ୍ବା ଏକ ବଟନ୍ ଦବାଇଲେ ସକ୍ରିୟ ହୋଇଥାଏ[] [୧୭] କେତେକ ପାରମ୍ପାରିକ ସିଗାରେଟ୍ ପରି ଦେଖାଯାଏ,[] ଏବଂ ଅଧିକାଂଶ ସଂସ୍କରଣ ରିଫିଲ୍ ବା ପୁନଃ ବ୍ୟବ‌ହାର ଯୋଗ୍ୟ ଥାଏ ।[୧୮] ସାଧାରଣତଃ ପ୍ରୋପିଲିନ୍ ଗ୍ଲାଇକଲ୍, ଗ୍ଲିସେରିନ୍, ନିକୋଟିନ୍ ଏବଂ ସ୍ୱାଦରେ ଗଠିତ ଏକ ତରଳ ବାଷ୍ପ ସୃଷ୍ଟି ହୁଏ | ବାଷ୍ପରେ ପ୍ରାୟ ନାଇଟ୍ରୋସାମାଇନ୍, କାର୍ସିନୋଜେନ, ଏବଂ ଭାରୀ ଧାତୁ ଭଳି ଦୂଷିତ ପଦାର୍ଥର ଚିହ୍ନ ରହିଥାଏ | [] [୧୯] ଏହାର ସଠିକ୍ ରଚନା ଭିନ୍ନ ଭିନ୍ନ ହୋଇଥାଏ, ଏବଂ ବ୍ୟବହାରକାରୀଙ୍କ ଆଚରଣ ସହିତ ଅନେକ ଜିନିଷ ଉପରେ ନିର୍ଭର କରେ | []

ସେଗୁଡ଼ିକ ୨୦୦୩ରେ ଚାଇନାରେ ଉଦ୍ଭାବିତ ହୋଇଥିଲା ଏବଂ ପ୍ରଥମେ ୟୁରୋପରେ ୨୦୦୫ରେ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୭ ମସିହାରେ ଦୋକାନରେ ମିଳିଥିଲା ।[୨୦][] ୨୦୧୧ମସିହାରେ ୭ ନିୟୁତ ଇ-ସିଗାରେଟ ବ୍ୟବ‌ହାରକାରୀ ଥିଲେ ଯାହା ୨୦୨୦ ମସିହାର ବଢ଼ିଯାଇ ୬୮ ନିୟୁତ ହୋଇଥିଲା ।[୨୧] ୨୦୧୦ ଦଶକର ଆରମ୍ଭରେ ପ୍ରାୟ ୧୦% ଯୁବକ ଇ-ସିଗାରେଟ୍ ବ୍ୟବହାରକାରୀ କେବେ ବି ଧୂମପାନ କରିନାହାନ୍ତି । [୨୨] ତମାଖୁ ନିୟମ ଏବଂ ଡାକ୍ତରୀ ଔଷଧ ନୀତି ସହିତ ସଂଯୁକ୍ତ ହେବା ହେତୁ ଅନେକ ଦେଶରେ ଇ-ସିଗାରେଟ୍ ଆଇନ ସୃଷ୍ଟି କରିବା ଉପରେ ବିତର୍କ ଚାଲିଛି । [୨୩] ୨୦୧୬ରେ ସଂଶୋଧିତ ଇୟୁ ତମାଖୁ ଉତ୍ପାଦ ନିର୍ଦ୍ଦେଶନାମା, କଠୋର ନିୟମାବଳୀ ପ୍ରଦାନ କରିଛି । [୨୪] ୨୦୧୬ସୁଦ୍ଧା ୟୁଏସ ଏଫଡିଏ ଇ-ସିଗାରେଟ୍ ଅନ୍ତର୍ଭୁକ୍ତ କରିବା ପାଇଁ ଏହାର ନିୟାମକ ଶକ୍ତି ବୃଦ୍ଧି କରିଛି ।[୨୫] ବଡ଼ ତମାଖୁ କମ୍ପାନୀଗୁଡିକ ସେମାନଙ୍କର ମାର୍କେଟିଂ ପ୍ରୟାସକୁ ବୃଦ୍ଧି କରିଛନ୍ତି । [୧୧] ୨୦୧୪ ସୁଦ୍ଧା ୪୬୬ ବ୍ରାଣ୍ଡର ଇ-ସିଗାରେଟ୍ ଥିଲା । [୨୬] ୨୦୨୦ରେ ବିଶ୍ୱରେ ବିକ୍ରି ପ୍ରାୟ ୧୯ ବିଲିୟନ ଡ଼ଲାର ଥିଲା, ଯେଉଁଥିରେ ଆମେରିକା ସବୁଠାରୁ ବଡ ବଜାର ଥିଲା ।[୨୧]

  1. Caponnetto, Pasquale; Campagna, Davide; Papale, Gabriella; Russo, Cristina; Polosa, Riccardo (2012). "The emerging phenomenon of electronic cigarettes". Expert Review of Respiratory Medicine. 6 (1): 63–74. doi:10.1586/ers.11.92. ISSN 1747-6348. PMID 22283580.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Orellana-Barrios, Menfil A.; Payne, Drew; Mulkey, Zachary; Nugent, Kenneth (2015). "Electronic cigarettes-a narrative review for clinicians". The American Journal of Medicine. 128 (7): 674–81. doi:10.1016/j.amjmed.2015.01.033. ISSN 0002-9343. PMID 25731134.
  3. Ebbert, Jon O.; Agunwamba, Amenah A.; Rutten, Lila J. (2015). "Counseling Patients on the Use of Electronic Cigarettes". Mayo Clinic Proceedings. 90 (1): 128–134. doi:10.1016/j.mayocp.2014.11.004. ISSN 0025-6196. PMID 25572196.
  4. Brady, Benjamin R.; De La Rosa, Jennifer S.; Nair, Uma S.; Leischow, Scott J. (2019). "Electronic Cigarette Policy Recommendations: A Scoping Review". American Journal of Health Behavior. 43 (1): 88–104. doi:10.5993/AJHB.43.1.8. ISSN 1087-3244. PMID 30522569.
  5. Bals, Robert; Boyd, Jeanette; Esposito, Susanna; Foronjy, Robert; Hiemstra, Pieter S.; Jiménez-Ruiz, Carlos A.; Katsaounou, Paraskevi; Lindberg, Anne; Metz, Carlos (2019). "Electronic cigarettes: a task force report from the European Respiratory Society". European Respiratory Journal. 53 (2): 1801151. doi:10.1183/13993003.01151-2018. ISSN 0903-1936. PMID 30464018.
  6. Balfour, David J. K.; Benowitz, Neal L.; Colby, Suzanne M.; Hatsukami, Dorothy K.; Lando, Harry A.; Leischow, Scott J.; Lerman, Caryn; Mermelstein, Robin J.; Niaura, Raymond (September 2021). "Balancing Consideration of the Risks and Benefits of E-Cigarettes". American Journal of Public Health. 111 (9): 1661–1672. doi:10.2105/AJPH.2021.306416. PMC 8589069. PMID 34410826. Archived from the original on July 18, 2022. Retrieved July 25, 2022.
  7. "E-cigarettes around 95% less harmful than tobacco estimates landmark review". gov.uk. Public Health England. Archived from the original on 2022-07-25. Retrieved 2022-07-26.
  8. ୮.୦ ୮.୧ ୮.୨ "Public Health Consequences of E-Cigarettes" (PDF). Archived from the original (PDF) on 23 March 2019. Retrieved 27 February 2020. For youth and young adults, there is substantial evidence that e-cigarette use increases the risk of ever using combustible tobacco cigarettes.
  9. "E-cigarettes". www.who.int (in ଇଂରାଜୀ). Archived from the original on 24 February 2020. Retrieved 27 February 2020. Furthermore, there is a growing body of evidence in some settings that never-smoker minors who use ENDS at least double their chance of starting to smoke conventional tobacco cigarettes later in life.
  10. McMillen, R; Klein, JD; Wilson, K; Winickoff, JP; Tanski, S (2019). "E-Cigarette Use and Future Cigarette Initiation Among Never Smokers and Relapse Among Former Smokers in the PATH Study". Public health reports (Washington, D.C. : 1974). 134 (5): 528–536. doi:10.1177/0033354919864369. PMID 31419184.
  11. ୧୧.୦ ୧୧.୧ Drummond, MB; Upson, D (February 2014). "Electronic cigarettes. Potential harms and benefits". Annals of the American Thoracic Society. 11 (2): 236–42. doi:10.1513/annalsats.201311-391fr. PMC 5469426. PMID 24575993.
  12. Hartmann-Boyce, Jamie; McRobbie, Hayden; Butler, Ailsa R.; Lindson, Nicola; Bullen, Chris; Begh, Rachna; Theodoulou, Annika; Notley, Caitlin; Rigotti, Nancy A. (2021-09-14). "Electronic cigarettes for smoking cessation". The Cochrane Database of Systematic Reviews. 9 (11): CD010216. doi:10.1002/14651858.CD010216.pub6. ISSN 1469-493X. PMC 8438601. PMID 34519354.
  13. Hedman, L; Galanti, MR; Ryk, L; Gilljam, H; Adermark, L (13 Oct 2021). "Electronic cigarette use and smoking cessation in cohort studies and randomized trials: A systematic review and meta-analysis". Tobacco Prevention and Cessation. European Network for Smoking and Tobacco Prevention. 7 (62): 62. doi:10.18332/tpc/142320. PMC 8508281. PMID 34712864.
  14. Paley, Grace L.; Echalier, Elizabeth; Eck, Thomas W.; Hong, Augustine R.; Farooq, Asim V.; Gregory, Darren G.; Lubniewski, Anthony J. (2016). "Corneoscleral Laceration and Ocular Burns Caused by Electronic Cigarette Explosions". Cornea. 35 (7): 1015–1018. doi:10.1097/ICO.0000000000000881. ISSN 0277-3740. PMC 4900417. PMID 27191672.
  15. Cheng, T. (2014). "Chemical evaluation of electronic cigarettes". Tobacco Control. 23 (Supplement 2): ii11–ii17. doi:10.1136/tobaccocontrol-2013-051482. ISSN 0964-4563. PMC 3995255. PMID 24732157.
  16. Weaver, Michael; Breland, Alison; Spindle, Tory; Eissenberg, Thomas (2014). "Electronic Cigarettes". Journal of Addiction Medicine. 8 (4): 234–240. doi:10.1097/ADM.0000000000000043. ISSN 1932-0620. PMC 4123220. PMID 25089953.
  17. Rahman MA, Hann N, Wilson A, Worrall-Carter L (2014). "Electronic cigarettes: patterns of use, health effects, use in smoking cessation and regulatory issues". Tob Induc Dis. 12 (1): 21. doi:10.1186/1617-9625-12-21. PMC 4350653. PMID 25745382.{{cite journal}}: CS1 maint: multiple names: authors list (link) CS1 maint: unflagged free DOI (link)
  18. Drope, Jeffrey; Cahn, Zachary; Kennedy, Rosemary; Liber, Alex C.; Stoklosa, Michal; Henson, Rosemarie; Douglas, Clifford E.; Drope, Jacqui (2017). "Key issues surrounding the health impacts of electronic nicotine delivery systems (ENDS) and other sources of nicotine". CA: A Cancer Journal for Clinicians. 67 (6): 449–471. doi:10.3322/caac.21413. ISSN 0007-9235. PMID 28961314.
  19. Health, CDC's Office on Smoking and (21 March 2022). "Smoking and Tobacco Use; Electronic Cigarettes". Centers for Disease Control and Prevention (in ଆମେରିକୀୟ ଇଂରାଜୀ). Archived from the original on 26 January 2022. Retrieved 27 July 2022.
  20. PHE (15 May 2014). "Electronic cigarettes: reports commissioned by PHE". GOV.UK. Archived from the original on 28 November 2019. Retrieved 29 October 2019.
  21. ୨୧.୦ ୨୧.୧ Shapiro, Harry (2020). "Burning Issues: The Global State of Tobacco Harm Reduction". Archived from the original on 2021-07-29. Retrieved 2022-07-25.
  22. Dutra, LM; Glantz, SA (November 2014). "High international electronic cigarette use among never smoker adolescents". The Journal of adolescent health : official publication of the Society for Adolescent Medicine. 55 (5): 595–7. doi:10.1016/j.jadohealth.2014.08.010. PMID 25344030.
  23. Kim, Ki-Hyun; Kabir, Ehsanul; Jahan, Shamin Ara (2016). "Review of electronic cigarettes as tobacco cigarette substitutes: their potential human health impact". Journal of Environmental Science and Health, Part C. 34 (4): 262–275. doi:10.1080/10590501.2016.1236604. ISSN 1059-0501. PMID 27635466.
  24. "European court: Tougher rules on electronic cigarettes". Business Insider. Associated Press. 4 May 2016. Archived from the original on 2 June 2019. Retrieved 2 June 2019.
  25. "FDA's New Regulations for E-Cigarettes, Cigars, and All Other Tobacco Products". United States Food and Drug Administration. 17 August 2017. Archived from the original on 22 April 2019. Retrieved 25 July 2022.
  26. "WHO report on regulation of e-cigarettes and similar products". Blog - Tobacco Control. 27 August 2014. Archived from the original on 13 November 2017. Retrieved 27 July 2022.