ଆଇସୋପ୍ରେନାଲିନ
Clinical data | |
---|---|
Trade names | Isoprenaline Macure, others[୧] |
AHFS/Drugs.com | monograph |
MedlinePlus | a601236 |
Pregnancy category | |
Routes of administration | Inhalation (80–120 μg), intravenous injection (IV) |
Legal status | |
Legal status |
|
Pharmacokinetic data | |
Elimination half-life | ~2 minutes |
Identifiers | |
| |
ECHA InfoCard | 100.028.807 |
Chemical and physical data | |
Formula | C11H17NO3 |
Molar mass | ୨୧୧.୨୬ g·mol−1 |
3D model (JSmol) | |
| |
| |
(verify) |
ଆଇସୋପ୍ରେନାଲିନ, ଯାହାକୁ ଆଇସୋପ୍ରୋଟେରେନୋଲ ମଧ୍ୟ କୁହାଯାଏ, ଏକ ଔଷଧ ଯାହା ସ୍ୱଳ୍ପ ହୃଦ୍ଗତି ହାର, ହୃତ୍ପିଣ୍ଡ ଅବରୋଧ, ଶକ୍ ଏବଂ ବ୍ରୋଙ୍କୋସ୍ପାଜ୍ମ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଶକ୍ ନିମନ୍ତେ ସାଧାରଣତଃ ନର୍ ଏପିନେଫ୍ରିନ ପସନ୍ଦ କରାଯାଏ ।[୨] ଏହା ସାଧାରଣତ ଇଞ୍ଜେକ୍ସନ୍ ସାହାଯ୍ୟରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଉଦ୍ବେଗ, ଅସ୍ପଷ୍ଟ ଦୃଷ୍ଟି, ଦୃତ ହୃତ୍ ସ୍ପନ୍ଦନ, ଛାତି ଯନ୍ତ୍ରଣା, ଅଧିକ ଝାଳ ଏବଂ କମ୍ପନ ହୋଇପାରେ ।[୨] କାର୍ଡିଆକ୍ ଗ୍ଲାଇକୋସାଇଡ୍ ବିଷାକ୍ତ ବ୍ୟକ୍ତିଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୨] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ଦେଖାଯାଏ ।[୩] ଏହା ଏକ ଅଣ-ଚୟନକାରୀ β ଆଡ୍ରେନୋସେପ୍ଟର ଆଗୋନିଷ୍ଟ ।[୪]
୧୯୪୭ ମସିହାରେ ଆମେରିକାରେ ଚିକିତ୍ସା ବ୍ୟବହାର ପାଇଁ ଆଇସୋପ୍ରେନାଲିନ୍ ଅନୁମୋଦିତ ହୋଇଥିଲା ।[୫] ଯୁକ୍ତରାଷ୍ଟ୍ରରେ ୦.୨ ମିଗ୍ରା ଇଞ୍ଜେକ୍ସନ ପାଇଁ ୨୦୨୧ ସୁଦ୍ଧା ପ୍ରାୟ ୧୯୦ ଡଲାର ଖର୍ଚ୍ଚ ହେଉଥିଲା ।[୬] ପାଟିରେ ଏବଂ ନିଶ୍ୱାସପ୍ରାପ୍ତ ଫର୍ମଗୁଡ଼ିକ ଯୁକ୍ତରାଷ୍ଟ୍ରରେ ବ୍ୟବସାୟିକ ଭିତ୍ତିରେ ଏହି ଔଷଧ ଆଉ ଉପଲବ୍ଧ ହେଉନାହିଁ ।[୨] ଏହା ବିଭିନ୍ନ ବେପାର ନାମରେ ଉପଲବ୍ଧ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Isoprenaline international brands". Drugs.com. Archived from the original on 26 June 2019. Retrieved 21 June 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Isoproterenol Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 28 November 2021.
- ↑ "Isoproterenol Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 28 November 2021.
- ↑ "Label: Isoproterenol hydrochloride injection, solution". NIH DailyMed. September 10, 2013. Archived from the original on 11 January 2017. Retrieved 21 June 2017.
- ↑ Mozayani, Ashraf; Raymon, Lionel (2003). Handbook of Drug Interactions: A Clinical and Forensic Guide (in ଇଂରାଜୀ). Springer Science & Business Media. pp. 541–542. ISBN 9781592596546. Archived from the original on 2019-12-15. Retrieved 2021-10-18.
- ↑ "Isoproterenol Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 28 November 2021.