ବ୍ୟବହାରକାରୀ:InOdia

ଉଇକିପିଡ଼ିଆ‌ରୁ

ମୋ ନାମ ମକରଧ୍ବଜ ବେହେରା (ମିକୁ), ମୁଁ InOdia ନାମକ ଏକ ୱେବସାଇଟ ଚଳାଉଛି, ଯାହାକି ସଂପୂର୍ଣ୍ଣ ରୂପେ ଓଡ଼ିଆ ଲୋକ ମାନଙ୍କ ପାଇଁ।

ଏହି ୱେବସାଇଟରେ ଆପଣ ସବୁକିଛି ଓଡ଼ିଆରେ ଜାଣିବାକୁ ପାଇବେ ।