ବ୍ୟବହାରକାରୀ:କାହ୍ନୁ ଚରଣ ପାଢୀ

ଉଇକିପିଡ଼ିଆ‌ରୁ

ମୋର ପରିଚୟ: କାହ୍ନୁ ଚରଣ ପାଢ଼ୀ,

ମୋର ଜନ୍ମ ସ୍ଥାନ: ଶିକିରୀ,ହିଞ୍ଜିଳି କାଟୁ,ଏବଂ ବ୍ରହ୍ମପୁର ଅଞ୍ଚଳ ମୋର ବର୍ତମାନ ରହଣି ସ୍ଥାନ: ବାଙ୍ଗାଲୋର, କର୍ଣାଟକ, ଭାରତ

ମୋର ବୃତ୍ତି : ଗରୀଷ୍ଟ ବୈଜ୍ଞାନିକ ଅଧିକାରୀ, ଭାରତ ସରକାରଙ୍କ ରକ୍ଷା ମନ୍ତ୍ରାଳୟ ରୁ (ଅବସର ପ୍ରାପ୍ତ),

ପୁଣି ନିଯୁକ୍ତି ଥିଲି: ୨ଟି ପ୍ରାଇଭେଟ୍ କମ୍ପାନୀରେ , ପ୍ରଧାନ ପରିଚାଳକ

ବର୍ତମାନ ନିଯୁକ୍ତି :ନିଜର ବ୍ୟକ୍ତିଗତ କମ୍ପାନୀ ଅଧିକାରୀ

ଶିକ୍ଷା ପ୍ରାପ୍ତି:

ବୃନ୍ଦାବନ ବିଦ୍ୟାପୀଠ, ହିଞ୍ଜିଳି ରେ ଏକାଦଶ ଶ୍ରେଣୀ,
ବିଜ୍ଞାନ କଲେଜ, ହିଞ୍ଜିଳି: PUC, ବ୍ରହ୍ମପୁର University

BRAHMAPUR Engineering School:

Diploma in Electronics&Tele- 
communications (Sandwich pattern),
4 years Course)

KARNATAKA Technical Board: Post-Diploma in Computer Engineering.

UVCE, Bangalore University: Bachelor of Engineering in Electronics Engineering (B.E)

SCDL,PUNE: PGDBA (FINANCE MANAGEMENT & Human Resources Management).

National Law School of Indian University: Student, Master of Business Laws (MBL)

ମୋର ବର୍ତ୍ତମାନ ରହଣି: ବାଙ୍ଗାଲୋର ସ୍ଥିତ ଗୃହରେ .

ବର୍ତ୍ତମାନର ଇଛା: ମୋର ଜନ୍ମଭୂମି ପାଇଁ କିଛି ସେବା ମନୋବୃତି ନେଇ ପୁଣି ଓଡ଼ିଶା ର କିଛି ଉନ୍ନତି କରାଇବା ଉଦେଶରେ!