ହରକିଷନ ସିଂହ ସୁରଜିତ

ଉଇକିପିଡ଼ିଆ‌ରୁ
(ହରକ୍ରିଷ୍ଣ ସିଂହ ସୁରଜିତରୁ ଲେଉଟି ଆସିଛି)
ହରକିଷନ ସିଂହ ସୁରଜିତ
General Secretary of the Communist Party of India (Marxist)
କାର୍ଯ୍ୟକାଳ
୧୯୯୨-୨୦୦୫
ପୂର୍ବ ଅଧିକାରୀE. M. S. Namboodiripad
ପର ଅଧିକାରୀପ୍ରକାଶ କରାତ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-03-23)୨୩ ମାର୍ଚ୍ଚ ୧୯୧୬
ଜଳନ୍ଧର, ପଞ୍ଜାବ, ବ୍ରିଟିଶ ଭାରତ
ମୃତ୍ୟୁ୧ ଅଗଷ୍ଟ ୨୦୦୮(2008-08-01) (ବୟସ ୯୨)
ନୋଏଡା, ଉତ୍ତର ପ୍ରଦେଶ, ଭାରତ
ରାଜନୀତିକ ଦଳCommunist Party of India (Marxist)

ହରକିଷନ ସିଂହ ସୁରଜିତ (୨୩ ମାର୍ଚ୍ଚ ୧୯୧୬- ୧ ଅଗଷ୍ଟ ୨୦୦୮) ପଞ୍ଜାବ ଅଞ୍ଚଳରୁ ଜଣେ ଭାରତୀୟ କମ୍ୟୁନିଷ୍ଟ ରାଜନୀତିଜ୍ଞ ଥିଲେ । ସେ ୧୯୯୨ରୁ ୨୦୦୫ ପର୍ଯ୍ୟନ୍ତ ଭାରତୀୟ କମ୍ୟୁନିଷ୍ଟ ଦଳ (ମାର୍କିଷ୍ଟ)ରେ ସାଧାରଣ ସେକ୍ରେଟାରୀ ଥିଲେ ଓ ଦଲର ରାଜନୀତି ବ୍ୟୁରୋରେ ୧୯୬୪ରୁ ୨୦୦୮ ପର୍ଯ୍ୟନ୍ତ ସଭ୍ୟ ଥିଲେ ।[୧]

ଉପନ୍ୟାସ[ସମ୍ପାଦନା]

ଭାଉ ନାମରେ ପଞ୍ଜାବୀରେ ଏକ ଉପନ୍ୟାସ ପ୍ରକାଶ ପାଇଥିଲା, ଯାହାକୁ ସୁରଜିତଙ୍କ ଅନ୍ତରଙ୍ଗ ବନ୍ଧୁ ଦର୍ଶନ ସିଂହ ଲେଖିଥିଲେ ଓ ଏହା ସୁରଜିତଙ୍କ ଜୀବନ ସ‌ହ ପ୍ରାୟ ମେଳ ଖାଏ । ଏହା ମେଷ୍ଟ୍ରିମ ମିଡ଼ିଆଦ୍ୱାରା ପ୍ରକାଶ ନ ହେବା ପର୍ଯ୍ୟନ୍ତ ଅଜଣା ହୋଇ ରହିଥିଲା ।[୨] ଏକ ସମ୍ବାଦପତ୍ର ସ୍ତମ୍ଭରୁ ଏହା ଲୋକଲୋଚଙ୍କୁ ଅସିଥିଲା ।[୩] [୪][୫][୬] ଯଦିଓ ଲେଖକ ଦର୍ଶନ ସିଂହ ଏହା ସୁରଜିତଙ୍କ ଜୀବନୀ ନୁହେ ବୋଲି ଦର୍ଶାଇ ଥିଲେ, ତେବେ ଏହାକୁ ସେ ଅବାସ୍ତବ ସତ୍ୟ ବୋଲି କ‌ହିଥିଲେ । ସେ କ‌ହିଥିଲେ ଜେ, ନାମ ନ ଲେଖି ଆମେରିକାର ରାଷ୍ଟ୍ରପତିଙ୍କ ଉପରେ ମଧ୍ୟ ଉପନ୍ୟାସ ଲେଖାଜାଉଛି । ଏଥିରେ ମୁଖ୍ୟ ନାୟକଙ୍କ ନାମ କରମ ସିଂହ କୀର୍ତ୍ତି, ପଞ୍ଜାବୀ ଭାଷାରେ ଯାହାର ଅର୍ଥ ହେଉଛି କର୍ମୀ ଓ ଏହା ବ‌ହୁଳ ଭାବେ ସିପିଆଇଦ୍ୱାରା ବ୍ୟବ‌ହାର କରାଯାଏ । ସିପିଆଇ ଏହି ବ‌ହିରେ ସୁରଜିତଙ୍କ ସମ୍ବନ୍ଧରେ ଦିଆଯାଇଥିବା ତ‌ଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ।[୭]

ଆଧାର[ସମ୍ପାଦନା]

  1. Manini Chatterjee. "Nine to none, founders’ era ends in CPM". The Telegraph. 3 April 2008.
  2. Novel based on the life of CPM’s Surjeet may kick up a storm Singh, Bajinder Pal, 3 June 2008.
  3. [୧]
  4. "ଆର୍କାଇଭ୍ କପି". Archived from the original on 10 ଜୁନ 2008. Retrieved 2 ଅଗଷ୍ଟ 2016. {{cite web}}: Cite has empty unknown parameter: |1= (help)
  5. [୨]
  6. [୩][permanent dead link]
  7. "ଆର୍କାଇଭ୍ କପି". Archived from the original on 12 ଜୁଲାଇ 2012. Retrieved 2 ଅଗଷ୍ଟ 2016. {{cite web}}: Cite has empty unknown parameter: |1= (help)


ବାହ୍ୟ ଲିଙ୍କ[ସମ୍ପାଦନା]

  • DeshSewak A Punjabi newspaper started by Surjeet.

Lua error in package.lua at line 80: module 'Module:Authority control/config' not found.