ରଈସ

ଉଇକିପିଡ଼ିଆ ରୁ
(ରଇଜ ରୁ ଲେଉଟି ଆସିଛି)
Jump to navigation Jump to search

ରଇଜ ହେଉଛି ୨୦୧୭ ମସିହାରେ ରାହୁଲ ଢୋଲକିୟାଙ୍କଦ୍ୱାରା ନିର୍ଦେଶୀତ ଏବଂ ଗୌରୀ ଖାଁଙ୍କ, ରିତେଶ ସିଡବନି ଏବଂ ଫରହନ ଅକ୍ଷତରଙ୍କଦ୍ୱାରା ନିର୍ମିତ ଏକ ଅପରାଧ ଭିତ୍ତିକ ଚଳଚ୍ଚିତ୍ର । ଏହା ରେଡ଼ ଚିଲିସ ଏଣ୍ଟରଟେଂମେଣ୍ଟ ଏବଂ ଏକସେଲ ଏଣ୍ଟରଟେଂମେଣ୍ଟ ବ୍ୟାନରରେ ଉନ୍ମୋଚନ ହୋଇଥିଲା । ଏହାର ମୁଖ୍ୟ ଭୂମିକାରେ ସରୁଖ ଖାନ, ମହୀରା ଖାନ ଏବଂ ନବାଜୁଦ୍ଦିନ ସୀଦ୍ଦୀକି ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଭାରତ ବର୍ଷରେ ବହୁଳ ଆଦୃତ ହୋଇଛି ।

କୁହା ଯାଉଛି ଯେ, ଏହି ଚଳଚ୍ଚିତ୍ରଟି ଅପରାଧୀ ଅବଦୁଲ ଲତିଫଙ୍କ ଜୀବନ ଶୈଳୀ ଉପରେ ଆଧାରିତ। [୧][୨][୩] କିନ୍ତୁ ଚଳଚ୍ଚିତ୍ରର ପ୍ରଯୋଜକ ଏହି କଥାଟିକୁ ସମ୍ପୂର୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ଚଳଚ୍ଚିତ୍ର ନିର୍ମାଣ[ସମ୍ପାଦନା]

ଚଳଚ୍ଚିତ୍ରର ନିର୍ମାଣ ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିଲା । ଏହା ପ୍ରଥମ କରି ଭାରତର ସହର ମୁମ୍ବାଇରେ ଆରମ୍ଭ ହୋଇଥିଲା । ଏହାର ସୁଟିଙ୍ଗ ସ୍ଥାନ ଗୁଡିକୁ ଅହମଦାବାଦର ବସ୍ତି ଗୁଡିକ ପରି କରାଯାଇଥିଲା । ଏହାର ଶେଷ ଭାଗଟି ୨୦୧୬ ମସିହାରେ ଗୁଜରାଟରେ ସୁଟିଂ କରାଯାଇଥିଲା । ବହୁତ ବିରୋଧ ସତ୍ତ୍ୱେ ଏହାକୁ ଜାନୁଆରୀରୁ ଫେବୃଆରୀ ୨୦୧୬ ମଧ୍ୟରେ ଭୁଜଠାରେ ମଧ୍ୟ ସୁଟିଂ ଜରାଯାଇ ଥିଲା ।

ଆଧାର[ସମ୍ପାଦନା]

  1. "Shah Rukh Khan's Raees Faces Minor Troubles Just Before The Release Of Its Trailer". India Times. Retrieved 8 December 2016.
  2. "The story of Abdul Latif, on whose life SRK's upcoming movie Raees is based". OpIndia.com. 7 December 2016. Retrieved 10 December 2016.
  3. "What Modi Said About Abdul Latif - The Gangster On Whose Life SRK's Upcoming Film Raees Is Based". Swarajya. 9 December 2016. Retrieved 10 December 2016.