ମୀନା କୁମାରୀ (କ୍ରୀଡ଼ା ସୁଟର)

ଉଇକିପିଡ଼ିଆ‌ରୁ
(ମିନା କୁମାରୀ (ଶୁଟିଙ୍ଗ )ରୁ ଲେଉଟି ଆସିଛି)

ମୀନା କୁମାରୀ (ଜନ୍ମ ୧୭ ଜୁଲାଇ ୧୯୮୩) ଜଣେ ଭାରତୀୟ ସୁଟର । ତାଙ୍କ ଘର ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା[୧]

ସେ ତେଜସ୍ୱିନୀ ସାୱନ୍ତଙ୍କ ସହ ୨୦୧୦ କମନୱେଲ୍‌ଥ ଗେମ୍ସରେ ବ୍ରୋଞ୍ଜ ପଦକ ଜିଣିଥିଲେ । ସେମାନେ କେବଳ ଗୋଟିଏ ପଏଣ୍ଟର ଅଳ୍ପକରେ ହରାଇବା ପରେ ବ୍ରୋଞ୍ଜ ହାସଲ କଲେ ।[୨]

କଥଲୱେଲଥ ଗେମ୍ସ ୨୦୧୪ରେ ମୀନା ବ୍ୟାରି ବୁଡନ ସୁଟିଂ ସେଣ୍ଟରରେ ମହିଳା ୫୦ ମିଟର ରାଇଫଲ ପ୍ରୋନ ଫାଇନାଲରେ ୬୧୫.୩ ପଏଣ୍ଟ ହାସଲ କରିବା ସହିତ ଷଷ୍ଠ ସ୍ଥାନରେ ସାରିଥିଲେ ।[୩][୪] ଗୁଆଙ୍ଗଜୁ ଆଓଟି ରେଞ୍ଜରେ ଆୟୋଜିତ ହୋଇଥିବା ୨୦୧୦ ଏସୀୟ ଗେମ୍ସରେ ସେ ୫୮୬ ସ୍କୋର କରିବା ସହ ଚତୁର୍ଥ ହାସଲ କରିଥିଲେ ।[୫]

ଆଧାର [ସମ୍ପାଦନା]

  1. "Tejaswini, Kumari bag bronze in 50m rifle prone - Times of India". The Times of India. Retrieved 2018-04-21.
  2. DelhiOctober 11, PTI New; October 11, 2010UPDATED; Ist, 2010 22:11. "Disppointing show by Indian shooters; Meema-Tejaswini miss gold". India Today (in ଇଂରାଜୀ). Retrieved 2019-11-23. {{cite web}}: |first3= has numeric name (help)CS1 maint: numeric names: authors list (link)
  3. "Commonwealth Games 2014: Shooters Meena Kumari and Lajja Gauswami fail to impress". 2014-07-29. Retrieved 2018-04-21.
  4. "Shooting - The Times of India". The Times of India. Retrieved 2018-04-21.
  5. "Asian Games: Shooter Tejaswini Sawant draws a blank | Latest News & Updates at Daily News & Analysis". dna (in ଆମେରିକୀୟ ଇଂରାଜୀ). 2010-11-15. Retrieved 2018-04-21.