ମନାଲି ଅଭୟାରଣ୍ୟ

ଉଇକିପିଡ଼ିଆ ରୁ
(ମନାଲି ଅଭ୍ୟୟାରଣ୍ୟ ରୁ ଲେଉଟି ଆସିଛି)
Jump to navigation Jump to search
ମନାଳୀ ଅଭୟାରଣ୍ୟରେ ଦେଓଦାର ବୃକ୍ଷ

ମନାଲି ଅଭୟାରଣ୍ୟ ଉତ୍ତର ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ମନାଲି ଠାରୁ 2 କିଲୋମିଟର ଦୂରରେ ଥିବା ଏକ ବନ୍ୟା ପ୍ରାଣୀ ଅଭୟାରଣ୍ୟ । ଏହା ମନସୁଲୁ ଖାଦ  ନାମକ ଅଞ୍ଚଳ ସମୂହର ଜଳ ଅରହଣ ଅଞ୍ଚଳ ଭିତରେ ରହିଛି । ମନାଳୀ ସ୍ଥିତ ପର୍ଯ୍ୟଟନ କୁଟୀର ଓ ଢୁଂରୀ ମନ୍ଦିର ଯାଏ ଯାଇଥିବା ରାସ୍ତା ଏହି ଅଭୟାରଣ୍ୟ ମଧ୍ୟ ଦେଇ ଯାଇଛି । ଏହି ଅରଣ୍ୟରେ ଦେଓଦାର, କାଇଲ ,  କାଜୁ, ଓ ମାପଲ ବୃକ୍ଷର ଘଞ୍ଚ ବନାନୀ ସହ କସ୍ତୁରୀ ମୃଗ , ମୋନାଲ , ଭାଲୁ , ଚିଟା ବାଘ , ଧଳା ଚିତାବାଘ ବହୁ ସଂଖ୍ୟାରେ ରହିଥାନ୍ତି । ଗ୍ରୀଷ୍ମ କାଳରେ ଇବେକ୍ସ ଜାତୀୟ ପ୍ରାଣୀ ମାନଙ୍କର ବଡ ଦଳ ଏଠାରେ ବିଚରଣ କରୁଥିବାର ଦେଖାଯାଇଥାଏ ।

ଏହି ଅଭୟାରଣ୍ୟର ଆୟତନ 31.8 ବର୍ଗ କିଲୋମିଟର । ଏହାକୁ 26 ଫେବୁଆରି 1954 ମସିହାରେ ପଞ୍ଜାବ ରାଜ୍ୟ ପକ୍ଷୀ ଓ ବନ୍ୟାପ୍ରାଣୀ ସଙ୍ଗରକ୍ଷଣ ଆଇନ 1933 ଅନୁଯାୟୀ ବନ୍ୟା ପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରଯାଇଥିଲା ।

ଗ୍ୟାଲେରୀ[ସମ୍ପାଦନା]

ବାହ୍ୟ ଆଧାର [ସମ୍ପାଦନା]